Daily Archives

November 11, 2020

ପୁଅ ଦେଲା ନିର୍ଯାତନା: ଗଜପତିରେ ୯୭ ବର୍ଷୀୟ ବୃଦ୍ଧଙ୍କ ଆମରଣ ଅନଶନ; ପ୍ରଶାସନ ପୂରଣ କଲାନି ପ୍ରତିଶ୍ରୃତି, ଲୋଡିଲେ…

କନକ ବ୍ୟୁରୋ: ପରିଣତ ବୟସର ପଚାରିଲେନି ପୁଅ, ବୋହୂ । ନ୍ୟାୟ ପାଇବା ଆଶାରେ ଅନଶନରେ ବସିଲେ ୯୭ ବର୍ଷୀୟ ବୃଦ୍ଧ । ଗଜପତି ପାରଳାଖେମୁଣ୍ଡି ପ୍ୟାଲେସ ନିକଟରେ ଆମରଣ ଅନଶନରେ ବସିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରାମମୋହନ ପଟନାୟକ । ରାମମୋହନ ନିଜ ପୁଅ ଦ୍ୱାରା ନିର୍ଯ୍ୟାତନାର ଶିକାର ହେବା ପରେ…

ବିହାରରେ ଏନଡିଏକୁ ସ୍ପଷ୍ଟ ବହୁମତ: ବିଜେପିକୁ ବଡ ଫାଇଦା; ଏନଡିଏରେ ବଡ ଭାଗୁଆଳ: ଚିରାଗ ବୁଡାଇଲେ ଜେଡିୟୁ ଓ କଂଗ୍ରେସ…

କନକ ବ୍ୟୁରୋ: ବିହାରରେ ଏନଡିଏକୁ ମିଳିଛି ସ୍ପଷ୍ଟ ବହୁମତ । ଶେଷ ଯାଏଁ କଡା ଟକ୍କର ଦେଇଥିଲା ମହାଗଠବନ୍ଧନ । ତେବେ ଶେଷ ମୂହୂର୍ତିରେ ପଲିଟିଛି ବାଜି । ତେବେ ବିହାର ନିର୍ବାଚନରୁ ୫ଟି ସଙ୍କେତ ଦେଖିବାକୁ ମିଳିଛି । ୧- ପ୍ରଥମ ସଙ୍କେତ ହେଉଛି ବିଜେପିକୁ ବଡ ଫାଇଦା । ୨୦୧୫ ତୁଳନାରେ ଦଳକୁ…

ମହାକାଶ ଷ୍ଟେସନରେ କେମିତି ରହନ୍ତି ଲୋକ ,ଆର୍ନ୍ତଜାତୀୟ ମହାକାଶ ଷ୍ଟେସନ କ’ଣ ? କାହିଁକି ନିର୍ମାଣ କରାଯାଇଥିଲା…

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଏବେ ବି ଭାରତ ତରଫରୁ ଅନେକ ରିସର୍ଚ୍ଚ ଚାଲିଛି । ହେଲେ ଆମେ ଏବେ ଆପଣଙ୍କୁ ଆର୍ନ୍ତଜାତିୟ ମହାକାଶ ଷ୍ଟେସନ ବା ଆଇଏସଏସ୍ ବାବଦରେ କିଛି ରୋଚକ ତଥ୍ୟ ଦେବାକୁ ଯାଉଛୁ । ପୃଥିବୀରୁ ପ୍ରାୟ ୧ ଶହ କିଲୋମିଟର ଉପରକୁ ଯିବା ପରେ ମହାକାଶ ଆରମ୍ଭ ହୋଇଥାଏ । ହେଲେ…

ଏମିତି ଚାଲିଛି ଅନଲାଇନ ପାଠପଢା : ରାଜନଗର ଅଂଚଳରେ ବିଜୁଳିବତୀ ନଥିବାରୁ ସୋଲାରରେ କରୁଛନ୍ତି ମୋବାଇଲ ଚାର୍ଜ; ଘଂଟା…

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଅନଲାଇନ ଚାଲିଛି ପାଠପଢ଼ା । ହେଲେ ଗାଁରେ ବିଜୁଳି ନଥିିବାରୁ ପିଲାଙ୍କ ପାଠପଢା ପାଇଁ ଭରସା ପାଲଟିଛି ସୋଲାର ବ୍ୟାଟେରୀ । କେନ୍ଦ୍ରାପଡା ରାଜନଗର ବ୍ଲକ ମଗରକନ୍ଦା ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ । ଗାଁରେ ବିଜୁଳି ଆଲୁଅ ସାତ ସପନ ହୋଇଥିବା ବେଳେ…

ରାଜଧାନୀ ପାଇଁ ନୂଆ ଗାଇଡଲାଇନ । ବିବାହ ଉତ୍ସବରେ ୧୦୦ରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା । ମାସ୍କ ଓ ସାମାଜିକ ଦୂରତା…

କନକ ବ୍ୟୁରୋ: ରାଜଧାନୀ ପାଇଁ ବିଏମ୍ସିର ନୂଆ ନିର୍ଦ୍ଦେଶନାମା । ବିବାହ କାର୍ଯ୍ୟକ୍ରମରେ ୧୦୦ଜଣରୁ ଅଧିକ ଲୋକ ହୋଇପାରିବେନି ଏକାଠି । କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ବିଏମ୍ସି ବିବାହ ଉତ୍ସବ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଏଥିସହିତ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ବିଏମସି…

ଦୀପାବଳି ପାଇଁ ଗଞ୍ଜାମରେ କଡା ନିର୍ଦ୍ଦେଶନାମା : ମିଠା ଦୋକାନରେ ବିକ୍ରି ହେଉଥିବା ମିଠାର ହେବ ଯାଞ୍ଚ

କନକ ବ୍ୟୁରୋ : ମହାମାରୀ କରୋନା ପାଇଁ ଗଂଜାମ ଜିଲ୍ଲାରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାଣ ନିଷେଧ । ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହା ସହ ଦୀପାବଳି ପାଳନ ପାଇଁ ମିଠା ଦୋକାନରେ ବିକ୍ରି ହେଉଥିବା ମିଠାର ଯାଞ୍ଚ ହେବ ବୋଲି…