Daily Archives

November 11, 2020

ସବ୍ୟସାଚୀଙ୍କ ନାଁରେ ଫାଷ୍ଟ ଫୁଡ୍ ଦୋକାନ । ଲକଡାଉନ ବେଳେ ଦୁବାଇରୁ ଆଣିଥିଲେ, ଗାଁରେ ପହଞ୍ଚି ତାଙ୍କ ନାଁରେ ଦୋକାନ କଲେ…

କନକ ବ୍ୟୁରୋ: ସବ୍ୟସାଚୀଙ୍କ ନାଁରେ ଫାଷ୍ଟ ଫୁଡ୍ ଷ୍ଟଲ୍ । ସାହାଯ୍ୟ ପାଇଥିଲେ ସମ୍ମାନ ଜଣାଇଲେ । ସ୍ୱାଭଲମ୍ବୀ ହୋଇ ସବ୍ୟଙ୍କୁ ସାଲ୍ୟୁଟ୍ କଲେ ଯୁବକ । ନିଜ ଦୋକାନର ନାଁ ସବ୍ୟସାଚୀ ଫୁଡ୍ ୱାଲ୍ଡ ରଖିଛନ୍ତି ପୁରୀ ଜିଲ୍ଲା ନୟାହାଟ ଅଞ୍ଚଳର ଯୁବକ ସେକ୍ ଇସ୍କ । କରୋନା ପାଇଁ ଯେତେବେଳେ ସାରା…

ଢିଲା ମାରିଲେ ଫେରିବ କରୋନା । ସେକେଣ୍ଡ ୱେଭ୍ ନେଇ ସତର୍କ କରାଇଲେ ଡାକ୍ତର । ୨ୟ ଢେଉରେ ସାବଧାନ ନହେଲେ ଅଧିକ ପ୍ରଭାବିତ…

କନକ ବ୍ୟୁରୋ: ସତରେ ଆସୁଛି କି କରୋନାର ସେକେଣ୍ଡ ୱେଭ୍ ? ଓଡିଶାରେ ପଡିପାରେ କି ୨ୟ ଲହରର ପ୍ରଭାବ ? ପାଶ୍ଚାତ୍ୟ ଦେଶମାନଙ୍କରେ କରୋନାର ୨ୟ ଢେଉ ମାଡି ଚାଲିଥିବା ବେଳେ ଦେଶ ତଥା ରାଜ୍ୟରେ ଏହାର ପ୍ରଭାବ କେତେ ପଡିପାରେ ସେନେଇ ଆଶଙ୍କା ଦେଖାଦେଇଛି । ଆଉ ୟାରି ଭିତରେ ସମସ୍ତଙ୍କୁ ସତର୍କ…

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ଗିରଫର ୮ ଦିନ ପରେ ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ ।

କନକ ବ୍ୟୁରୋ : ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ରିପବ୍ଲିକ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ । ଗତ ୪ ତାରିଖରେ ଅନଭୟ ନାଏକଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ…

ବଲିଉଡକୁ ଫେରିଲେ ରାନୁ ମଣ୍ଡଳ । ରେଳ ଷ୍ଟେସନରୁ ବଲିଉଡରୁ ଯାତ୍ରା ଏକ ସଂଘର୍ଷ ମୟ ଜୀବନ କାହାଣି ବାବଦରେ କିଛି

କନକ ବ୍ୟୁରୋ : ପୁଣି ଚମକିବ ରାନୁଙ୍କ ଭାଗ୍ୟ । ଦୀର୍ଘ ଦିନର ଅନ୍ତର ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାନୁ ମଣ୍ଡଳ । ଏକଦା ରେଳ ଷ୍ଟେସନରେ ଗୀତ ଗାଇ ରାତା ରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ପୁଣି ବଲିଉଡରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହିମେଶ ରେଶମିଆଙ୍କ ଫିଲ୍ମରେ ‘ତେରି…

ରାଜ୍ୟରେ ଆଉ ୧୨୨୦ ପଜିଟିଭ ଚିହ୍ନଟ,୧୫ ମୃତ : ସଙ୍ଗରୋଧରୁ ୭୦୩ ଓ ସ୍ଥାନୀୟ ଅଞ୍ଚଳରୁ ୫୧୭; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

କନକ ବ୍ୟୁରୋ : ଓଡ଼ିଶାରେ ଦୈନିକ ସଂକ୍ରମଣ ସଂଖ୍ୟା ନିୟମିତ ଭାବେ କମିବାରେ ଲାଗିଛି ।  ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୨୨୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୫୧୭ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୭୦୩ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।…

ବ୍ରହ୍ମପୁର ପୁରୁଷୋତ୍ତମପୁରରୁ ସୁନା ଲୁଟ୍ ଘଟଣା : ଚୋରି ହୋଇଥିବା ସାଢେ ୬କେଜି ସୁନା ଜବତ, ୧୫ଜଣ ଗିରଫ; ଦକ୍ଷିଣାଞ୍ଚଳ…

କନକ ବ୍ୟୁରୋ : ସୁନା ଚୋରକୁ ଧରିଲା ପୁଲିସ । ଗଂଜାମ ପୁରୁଷୋତମପୁରରେ ସୁନା ବ୍ୟବସାୟୀଙ୍କ ଘରୁୁ ଲୁଟ ଘଟଣାରେ ଚୋରଙ୍କୁ ଧରିଛି ପୁଲିସ । ସେମାନଙ୍କ ଠାରୁ ସାଢେ ୬ କେଜିର ସୁନା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ହେବ । ଏହି ଘଟଣାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି ।…