Daily Archives

November 5, 2020

ଜୀବନ ପ୍ରଦୀପ ଦାସଙ୍କୁ ଦଳରୁ ବିଦା କଲା ବିଜେଡି : କିନ୍ତୁ କାହିଁକି?

କନକ ବ୍ୟୁରୋ : ଉପନିର୍ବାଚନ ଫଳାଫଳ ପୂର୍ବରୁ ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ସଦର ନିର୍ବାଚନର ଠିକ ଗୋଟିଏ ଦିନ ପରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ନିଲମ୍ବିତ କରିଛି ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଦର୍ଶା ଯାଇଛି ।…

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧ ହଜାର ୪୬୦ ଆକ୍ରାନ୍ତ

କନକ ବ୍ୟୁରୋ : ରାଜ୍ୟରେ ଆଜି କରୋନାରୁ ୧ ହଜାର ୪୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୫୩୩କୁ ବୃଦ୍ଧି ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ…

ଓଏଏସ ଅଧିକାରୀଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ । ଓଏଏସ୍ ପ୍ରମୋଦ ପୃଷ୍ଟିଙ୍କ ଶ୍ୱଶୁରଙ୍କ ବିରୋଧରେ…

କନକ ବ୍ୟୁରୋ : ଓଏଏସ ଅଫିସର ପ୍ରମୋଦ କୁମାର ପୃଷ୍ଟିଙ୍କ ଘରେ, ସାଂଘାତିକ ଅପରାଧ । ଓଡିଶା ପ୍ରଶାସନିକ ସେବାର ଅଧିକାରୀ ଥାଇ ମଧ୍ୟ ତାଙ୍କ ଘରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଗଲା । ତାଙ୍କ ଘରେ କାମ କରୁଥିବା ଯାଜପୁର ଅଂଚଳର ଜଣେ ଆଦାବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ…

ଅର୍ଣ୍ଣବଙ୍କୁ ମିଳିଲା ନାହିଁ ଜାମିନ୍ : ଆସନ୍ତାକାଲି ପୁଣି ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ସୁଇସାଇଡ୍ ନୋଟରେ ସବା…

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ଯେଉଁ ଅଭିଯୋଗରେ ରିୟା ଚକ୍ରବର୍ତୀଙ୍କୁ ଟାର୍ଗେଟ କରିଥିଲେ ଏବେ ଠିକ୍ ସେମିତି ଏକ ଅଭିଯୋଗରେ ନିଜେ ଫସି ଯାଇଛନ୍ତି । ବୁଧବାର ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ୧୪…

ସାରୁଅ ଜମି ଦୁର୍ନୀତି ମାମଲାର ତଦନ୍ତ ପାଇଁ ଆୟକର ବିଭାଗକୁ ଜଣାଇଲା କ୍ରାଇମବ୍ରାଞ୍ଚ । ଏଡିଜି କହିଲେ, ଅନୁସୂଚିତ ଜାତିର…

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅରେ ଥିବା ଅନୁସୂଚିତ ଜାତିର ୭.୨୯୪ ଏକର ଜମିକୁ ବେନାମୀ କାରବାର କରି କିପରି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ ହଡ଼ପ କରିଥିଲା, ତା’ର ପୂରା ବିବରଣୀ ଦେଇଛି କ୍ରାଇମବ୍ରାଂଚ । ଅନୁସୂଚିତ ଜାତି ଲୋକଙ୍କ ଜମିକୁ କିଣିବା ନେଇ ଆଇନରେ ପ୍ରତିବନ୍ଧ ଥିବାରୁ…

ଆଜି ପ୍ରଥମ କ୍ୱାଲିଫାଏର : ଟସ୍ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ 

କନକ ବ୍ୟୁରୋ : ଆଜି ଆଇପିଏଲ ୨୦୨୦ର ପ୍ରଥମ କ୍ୱାଲିଫାଏର ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ…