Daily Archives

November 4, 2020

୨୦ରୁ ଶୀତ ଅଧିବେଶନ । ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତ ଅଧିବେଶନ । ଜାରି ହେଲା ବିଜ୍ଞପ୍ତି

କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନ ନେଇ ବିଜ୍ଞପ୍ତି ଜାରି । ୨୦ରୁ ଶୀତ ଅଧିବେଶନ । ନଭେମ୍ବର ୨୦ ତାରିଖରୁ ବସିବ ବିଧାନସଭା ଶୀତ ଅଧିବେଶନ । ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତ ଅଧିବେଶନ । ୨୦ରେ ହିଁ ଆଗତ ହେବ ଅତିରିକ୍ତ ବଜେଟ । ୨୬, ୨୭, ୨୮ ତାରିଖରେ ବଜେଟ ଖର୍ଚ୍ଚ ଦାବି…

କୋରାପୁଟ ବୈପାରୀଗୁଡାରେ ଦାଣ୍ଡରେ ପଡିଲା ଉଦଘାଟନ ରାଜନୀତି । ପଞ୍ଚାୟତ ଗୃହକୁ ସରପଞ୍ଚ ଉଦଘାଟନ କରିବା ପରେ ସିଲ କଲା…

କନକ ବ୍ୟୁରୋ : କୋରାପୁଟ ବୈପାରୀଗୁଡାରେ ଦାଣ୍ଡରେ ପଡିଲା ଉଦଘାଟନ ରାଜନୀତି । ପଞ୍ଚାୟତ ଗୃହକୁ ସରପଞ୍ଚ ଉଦଘାଟନ କରିବା ପରେ ସିଲ କଲା ପୁଲିସ । ପଚାଂୟତ ଗୃହ ଉଦଘାଟନକୁ ନେଇ ସରଂପଚ ଓ ମନ୍ତ୍ରୀଙ୍କ ମଧ୍ୟରେ ଛକାପଂଝା । ମନ୍ତ୍ରୀ ଆସିବା ପୂର୍ବରୁ ପଂଚାୟତ ଘର ଉଦଘାଟନ କରିଦେଲେ ସରପଂଚ । ଗୋଟିଏ…

ବିଚ୍ ରାସ୍ତାରେ ଛୁରାମାଡ । ୨ ଯୁବତୀଙ୍କ ଅଣ୍ଟା, ବେକ, ହାତରେ ଛୁରାମାଡ କଲା ଯୁବକ । ଏକତରଫା ପ୍ରେମ ସନ୍ଦେହ…

କନକ ବ୍ୟୁରୋ: ଯୁବତୀଙ୍କୁ ଛୁରାମାଡ । ବିଚ୍ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ କଲା ଉନ୍ମତ ଯୁବକ । ଯୁବତୀ ଦେହର ବିଭିନ୍ନ ସ୍ଥାନରେ ଯୁବକ ଛୁରା ମାଡ କରିଥିବା ସୂଚନା । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୂଆପଡା ବୋଡେନ ବଜାରପଡାରେ ଅଭାବନୀୟକାଣ୍ଡ ।…

ଜଗା ଆଶ୍ରାରୁ ଫେରିବା ପରେ ଘରେ ମିଳିଲାନି ଜାଗା । ଯାଜପୁର ବରହଟା ଗାଁ ସ୍କୁଲ ପିଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି…

କନକ ବ୍ୟୁରୋ : ବସ୍ତୁ ବାଦି ଦୁନିଆରେ ହଜି ଯାଉଛି ମାନବିକାତା । ସମ୍ପତି ଲୋଭରେ ମଣିଷ ଭୁଲି ଯାଉଛି ସଂପର୍କ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଦଶରଥପୁର ବ୍ଲକ୍ ବିରଜାପୁର ପଂଚାୟତର ବରହଟା ଗ୍ରାମରେ । ଭିନ୍ନକ୍ଷମ ପରିବାରର ସମ୍ପତି ଓ ଘର ଦ୍ୱାରକୁ ଜୋର ଜବରଦସ୍ତ କବଜା କରି…

ମହାରାଷ୍ଟ୍ରରେ ଖୋଲିବ ସିନେମା ହଲ, ଉଦ୍ଧବ ସରକାର ଜାରି କଲେ ଗାଇଡଲାଇନ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସରକାର ଲକଡାଉନକୁ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ଏନେଇ ମହାରାଷ୍ଟ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । ସରକାରଙ୍କ ଗାଇଡଲାଇନ ଅନୁସାରେ ମହାରାଷ୍ଟ୍ରରେ କଣ୍ଟେନମେଣ୍ଟ ଜୋନ ବାହାରେ ସିନେମା ହଲ ଓ ସୁଇମିଂ ପୁଲ ଖୋଲାଯିବ । ତେବେ ଏହି ନିୟମ ନଭେମ୍ବର…

ଦୀପ ଦୋକାନକୁ ନା । ଏଥର ଭୁବନେଶ୍ୱର ରାସ୍ତାକଡରେ ଖୋଲିବନି ଦୀପ ଦୋକାନ । ବିଏମସି ପକ୍ଷରୁ କଟକଣା ।

କନକ ବ୍ୟୁରୋ: ରାସ୍ତାକଡରେ ଦୀପ ଦୋକାନକୁ ନା । ଦୀପାବଳିରେ ଖୋଲିବନି ଦୀପ ଦୋକାନ । ରାଜଧାନୀ ରାସ୍ତା କଡରେ ଏଥର ଖୋଲିବନି ଦୀପ ଦୋକାନ । ଭୁବନେଶ୍ୱରରେ ନିର୍ଦ୍ଧାରିତ ସ୍ଥାନରେ ଦୀପ ଦୋକାନ ଖୋଲିବାକୁ ଦିଆଯିବ ଅନୁମତି । ରାସ୍ତା କଡେ ଦୀପ ଦୋକାନ ବନ୍ଦ ନେଇ ବିଏମସି ଜାରି କଲା ନିର୍ଦ୍ଦେଶାବଳୀ…