Daily Archives

November 4, 2020

ସାବଧାନ ! ଶୀତରେ ଆସିପାରେ ସେକେଣ୍ଡ ୱେଭ୍ ? ସଂଯମ ନହେଲେ ବଢିପାରେ କରୋନା ।

କନକ ବ୍ୟୁରୋ: ଶୀତରେ ବଢିପାରେ କରୋନା । ଅଧିକ ଶୀତ ହେଲେ ପୁଣି ଲେଉଟି ପାରେ କରୋନା ଲହଡି । ୨ୟ ଦଫା କରୋନା ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା କରୁଥିବା ବେଳେ ଆଜି ପୁଣି ସତର୍କ କରାଇଛନ୍ତି ଡାକ୍ତର । ସାବଧାନ ନହେଲେ ପୁଣି ହୋଇପାରେ କରୋନା । ଶୀତଦିନେ ପ୍ରଦୂଷଣ ବଢୁଥିବାରୁ ଶ୍ୱାସକ୍ରିୟା…

ଚା ବିକିଲେ ଚଳୁଛି ମୁଁ… ଜୀବନ ଯନ୍ତ୍ରଣାର ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ବୁଢୀ ମାଉସୀ । ସ୍ୱାମୀ ନାହାନ୍ତି,…

କନକ ବ୍ୟୁରୋ : ପରଟା ବିକିଲେ ପେଟ ପୂରିବ, ଚା’ ବିକିଲେ ପରିବାର ଚଳିବ । ରାସ୍ତାକଡରେ ପରଟା ଆଉ ଚା ବିକ୍ରି କରୁଥିବା ଏହି ବୁଢୀ ମା’ଙ୍କ କାହାଣୀ ଆପଣଙ୍କ ଆଖିକୁ ବି ଓଦା କରିଦେବ । ବୟସ ୭୦ ଛୁଇଁଲାଣି...ନା ଆଖିକୁ ଭଲସେ ଦେଖାଯାଉଛି, ନା ଅଂଟା ସଳଖି ଠିକସେ ଛିଡା ହୋଇପାରୁଛନ୍ତି । ବୟସର…

ହଜାର ହଜାର ଟଙ୍କା ଦେଇ କିଣିଲେ ମୁଗ । ହେଲେ ବସ୍ତାରୁ ବାହାରୁଛି ଟେକା, ପଥର

କନକ ବ୍ୟୁରୋ : ନାଫେଡ଼ ଠାରୁ ମୁଗ କିଣି ହଟହଟା ଡାଲି ମିଲର ମାଲିକ । ବସ୍ତାରେ ମୁଗ ଠାରୁ ଅଧିକ ପରିମାଣର ରହିଛି ବାଲିଗୋଡି । ନାଫେଡ଼ ଠାରୁ ମୁଗ କିଣିବା ପରେ ଠକେଇର ଶିକାର ହୋଇଛନ୍ତି ଜଣେ ଗ୍ରାହକ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ନିକଟରେ ଥିବା ଲକ୍ଷ୍ମୀନାରାୟଣ ଡାଲି ମିଲିର ମାଲିକ…

ଖେଳାଳୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ସଚିନ୍ । ହେଲମେଟ୍ ବାଧ୍ୟତାମୂଳକ କରିବାକୁ ଆଇସିସିକୁ କଲେ ଅପିଲ୍ ।

କନକ ବ୍ୟୁରୋ : ସ୍ପିନର ବୋଲର ହୋଇଥାନ୍ତୁ, କିମ୍ବା ଫାଷ୍ଟ ବୋଲର, ବ୍ୟାଟ୍ସମ୍ୟାନ ମାନେ ହେଲମେଟ୍ ପିନ୍ଧିବା ଜରୁରୀ । କୌଣସି ବି ଖେଳାଳୀ ମୈଦାନକୁ ବ୍ୟାଟିଂ ପାଇଁ ଗଲେ ମୁଣ୍ଡରେ ହେଲମେଟ୍ ପିନ୍ଧିବା ନିୟମକୁ ବାଧ୍ୟତାମୂଳକ କରାଯାଉ । ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା…

ମହାମାରୀ ମାରିବାକୁ ମାର୍କେଟକୁ ଆସିଲା ‘କରୋନା କିଲର’ ମେସିନ୍ । ବ୍ୟବହାର କଲେ ଛୁଇଁବନି କରୋନା । ଜାଣନ୍ତୁ କେଉଁଠି…

କନକ ବ୍ୟୁରୋ: ଓଡିଶା ବଜାରରେ ‘କରୋନା କିଲର’ । ମାର୍କେଟକୁ ଆସିଲା କିଲର ମେସିନ୍ । ମହାମାରୀକୁ ମାରିବ, ଭୂତାଣୁ ଭଗେଇବ । କରୋନାକୁ ଗୋଡେଇ ଗୋଡେଇ ବାହାରୁ ନିପାତ କରିବ ‘କରୋନା କିଲର’ । ଭୂତାଣୁର ଭୟରେ ସାରା ଓଡିଶା ଥିବା ବେଳେ ଏହାରି ଭିତରେ ଆସିଛି ଭଲ ଖବର । ଆଉ ଓଡିଶା ମାର୍କେଟରେ…

ଭୁବନେଶ୍ୱରରେ ଶହେ ତଳେ ଆକ୍ରାନ୍ତ । ଆଜି ୭୫ କରୋନା ପଜିଟିଭ ଚିହ୍ନଟ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪ ଜଣ ସଂଗରୋଧ ଓ ୬୧ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୧୪୨ ଜଣ କରୋନା ଆକ୍ରାନ୍ତ…