Daily Archives

October 31, 2020

କେବେ କଟିବ କରୋନା ଭୟ । ଭୁବନେଶ୍ୱରରେ ୫୦ ପ୍ରତିଶତଙ୍କ ଦେହରେ ଆଂଟିବଡି ନେଇ ପ୍ରତିକ୍ରିୟା ରଖିଲେ ବିଶେଷଜ୍ଞ ଡାକ୍ତର,…

କନକ ବ୍ୟୁରୋ: କରୋନା ସଂକ୍ରମଣ ସାରା ବିଶ୍ୱକୁ ଯେତେବେଳେ ଦୋହଲାଇ ଦେଇଛି, ସେତେବେଳେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସଂକ୍ରମଣ ସାମାନ୍ୟ କମିବା ପରେ ଧିରେ ଧିରେ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନଲକ ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଏବେ ବି ସ୍ୱାଭାବିକ…

ମନ୍ଦିର ଖୋଲିବା ନିଷ୍ପତି ଜିଲ୍ଲା ପ୍ରଶାସନ ହାତରେ । ସରକାର କହିଲେ ଏସଓପି ଜାରି କରିପାରିବେ ସ୍ଥାନୀୟ ପ୍ରଶାସନ ।…

କନକ ବ୍ୟୁରୋ : ସେପଟେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପୁରୀ ଓ ଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଛି । ପୁରୀ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ମତ ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । କୋଭିଡ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନେଇ ପ୍ରଶାସନ ନିଷ୍ପତି ନେଲେ ସ୍ୱାଗତ କରିବେ ବୋଲି…

ନଭେମ୍ବର ୧୫ ପରେ ସ୍କୁଲ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ…

କନକ ବ୍ୟୁରୋ : ନୂଆ ଗାଇଡଲାଇନ ଅନୁଯାୟୀ ନଭେମ୍ବର ୧୬ ତାରିଖରୁ ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ  ସ୍କୁଲ ଖୋଲିବା ନେଇ ଅନୁମତି ମିଳିଛି ।  ତେବେ କିଭଳି ସ୍କୁଲ ଖୋଲିବ, କେମିତି ରହିବ ଗାଇଡ ଲାଇନ, ଆଉ କିଭଳି ପାଳନ ହେବ କୋଭିଡ ନିୟମ…

ନୀଳ ନୁହେଁ ‘ନୀଳ ଜହ୍ନ’ ! ଗୋଟିଏ ଇଂରାଜୀ ମାସର ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁମୁନ୍ ଭାବେ ଆଖ୍ୟା ଦିଅନ୍ତି ବିଜ୍ଞାନୀ,…

କନକ ବ୍ୟୁରୋ: ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ତୋଫା ଜହ୍ନକୁ ନେଇ ବଢିଛି ଚର୍ଚ୍ଚା । ଆକାଶ ବିଜ୍ଞାନୀ ନୀଳ ଜହ୍ନ କଥା କହିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ତେବେ ବାସ୍ତବରେ ନୀଳ ଜହ୍ନ କ’ଣ ?  ନୀଳ ନୁହେଁ ‘ନୀଳ ଜହ୍ନ’ ଆକାଶରେ ଝଟକୁଛି ଧଳା ଜହ୍ନ ଗୋଟିଏ ଇଂରାଜୀ କ୍ୟାଲେଣ୍ଡର ମାସରେ…

ଆଇପିଏଲ ଟକ୍କର : ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର

କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ । ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଏହି ମ୍ୟାଚ ହାଇଦ୍ରାବାଦ ପାଇଁ ବେଶ…

‘ଜେମ୍ସ ବଣ୍ଡ’ର ଅଭିନେତା ସିଏନ କୋନେରୀଙ୍କ ବିୟୋଗ । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ‘ଜେମ୍ସ ବଣ୍ଡ’…

କନକ ବ୍ୟୁରୋ : ‘ଜେମ୍ସ ବଣ୍ଡ’ର ଅଭିନେତା ସିଏନ କୋନେରୀଙ୍କ ବିୟୋଗ । ୯୦ ବର୍ଷ ବୟସରେ ଆଖିବୁଜିଲେ ସିଏନ କୋନେରୀ । ‘ଜେମ୍ସ ବଣ୍ଡ’ ଚରିତ୍ରରେ ଅଭିନୟ କରି ହୋଇଥିଲେ ଲୋକପ୍ରିୟ । ତାଙ୍କ ମୃତ୍ୟୁରେ ହଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ସ୍କଟଲାଣ୍ଡର ଏହି ଅଭିନେତା ହଲିଉଡରେ ଅନେକ ସଫଳତା…