Daily Archives

October 31, 2020

ଇଶାନ କିଷାନଙ୍କ ଦମଦାର ବ୍ୟାଟିଂ । ୯ ୱିକେଟରେ ବିଜୟ ହାସଲ କଲା ମୁମ୍ବାଇ । ଶୀର୍ଷ ସ୍ଥାନ ବଜାୟ ରଖିଲା ମୁମ୍ବାଇ…

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଇଶାନ କିଷାନଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ଏହି ମ୍ୟାଚରେ ୯ ୱିକେଟରେ ବିଜୟ ହାସଲ କରିଛି । ବିଜୟ ହାସଲ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି । ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବୋଲିଂ ନିଷ୍ପତ୍ତି…

ଦୁର୍ନୀତି ଯୋଗୁଁ ଚାଷୀଙ୍କ ଖାତାକୁ ଯାଉନି ଟଙ୍କା । ସାମ୍ନାକୁ ଆସିଲା ଓମଫେଡରେ ‘ସଫ୍ଟୱେୟାର’ ସ୍କାମ୍ । ୧ କୋଟି ୨୬…

କନକ ବ୍ୟୁରୋ: କ୍ଷୀରଚାଷୀଙ୍କୁ ଅନଲାଇନରେ ସିଧାସଳଖ ପେମେଂଟ୍ ଦେବା ପାଇଁ ଓମଫେଡ ପ୍ରାୟ ୭ବର୍ଷ ହେଲା ଚିନ୍ତାକଲାଣି । ଏତେ ବର୍ଷପରେ ବି ଅନଲାଇନ ପେମେଂଟ୍ ବ୍ୟବସ୍ଥା ଚାଲୁହେବାତ ଦୂରର କଥା ଏଥିପାଇଁ ଆବଶ୍ୟକ ସଫଟୱେୟାରସ୍ଥାପନ କରିବାକାମ ସଂପୂର୍ଣ୍ଣ ପଣ୍ଡ ହୋଇଛି ଓ ଅତିକମରେ ଚାଷୀଙ୍କର ୧…

ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ସଂକେତ ଦେଲେ ରାଜ୍ୟ ସରକାର । କେମିତି ଖୋଲିବ, କଣ…

କନକ ବ୍ୟୁରୋ : ଆସନ୍ତା ୧୫ ତାରିଖ ପରେ ଖୋଲିପାରେ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ । ଏନେଇ ଗାଇଡଲାଇନ୍ ଜାରି କରି ଚୂଡାନ୍ତ ନିଷ୍ପତି ନେବ ସ୍କୁଲ ଓ ଗଣଶିକ୍ଷା ବିଭାଗ । ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବାକୁ ନିଷ୍ପତି ହୋଇଛି ।…

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୮୧ ଜଣ ପଜିଟିଭ୍, ସୁସ୍ଥ ହେଲେ ୨୨୬ ଜଣ । 

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୮୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୯ଟି ପଜିଟିଭ୍ କେସ୍ ଆସିଥିବାବେଳେ ୬୨ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ…

ବୁମରାହ-ବୋଲ୍ଟଙ୍କ ଘାତକ ବୋଲିଂରେ ଦିଲ୍ଲୀ ଧରାଶାୟୀ । ୧୧୦ ରନ କଲା ଦିଲ୍ଲୀ । ମୁମ୍ବାଇ ଆଗରେ ୧୧୧ ରନର ବିଜୟ ଲକ୍ଷ୍ୟ 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଯଶପ୍ରୀତ ବୁମରାହ ଓ ବୋଲ୍ଟଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ ଏହି ମ୍ୟାଚରେ ମାତ୍ର ୧୧୦ ରନ କରିବାରେ ସକ୍ଷମ ହୋଇଛି । ଏବେ ମୁମ୍ବାଇ ଆଗରେ ୧୧୧ ରନର ଟାର୍ଗେଟ ରହିଛି । ମୁମ୍ବାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଦିଲ୍ଲୀ ବୋଲରଙ୍କୁ…

ପୁଲିସ ହାତରେ ନିଶାଦିଆ ଲୁଟେରା । ଖାଇବାରେ ନିଶା ଦେଇ ଯାତ୍ରୀଙ୍କୁ ଲୁଟୁ ଥିବା ୨ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି…

କନକ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା । ଏମାନେ ଖାଇବାରେ ନିଶା ଦେଇ ଲୋକଙ୍କ ଠାରୁ ଲୁଟ କରୁଥିଲେ । ଏହି ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ବାଇକ, ମୋବାଇଲ, ଏକ ଲକ୍ଷ ୩ହଜାର ଟଙ୍କା, ସୁନା ଚେନ୍ ଆଉ ମୁଦି ଜବତ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ନୟାଗଡ଼ ଓ…