ଭୁବନେଶ୍ୱର ପାଇଁ ଭଲ ଖବର । ୫୦ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇସାରିଛି ରୋଗ ପ୍ରତିରୋଧକ ଶକ୍ତି । ସର୍ଭେ…
କନକ ବ୍ୟୁରୋ: ରାଜ୍ୟରେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଭଲ ଖବର ଆସିଛି । ଭୁବନେଶ୍ୱରର ପାଖାପାଖି ୫୦ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହୋଇଛି ଆଂଟିବଡି । ଅର୍ଥାତ ଅଧା ଭୁବନେଶ୍ୱରବାସୀ କରୋନା ଭୂତାଣୁ ସଂସ୍ପର୍ଶରେ ଆସି ସୁସ୍ଥ ହୋଇଛନ୍ତି । ତୃତୀୟ…