Daily Archives

October 28, 2020

ଆଇପିଏଲ ଟକ୍କର : ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର । 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ…

କାହିଁକି ରୋହିତଙ୍କୁ ବିଶ୍ରାମ? ସୋସିଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା । ପ୍ରଶ୍ନ କଲେ ଗାଭାସ୍କର ଓ ପ୍ରଜ୍ଞାନ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହୋଇ ସାରିଛି ଭାରତୀୟ ଦଳ । ହେଲେ ୩ଟି ଯାକ ଫର୍ମାଟରେ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତଙ୍କୁ ଫିଟନେସ କାରଣରୁ ଦଳରେ ସ୍ଥାନ ମିଳିନଥିବା ଚୟନକର୍ତ୍ତା ମାନେ କହିଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ପ୍ରେମୀ ଓ…

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନଙ୍କ ଡିଜିଟାଲ ପ୍ରଚାର । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ…

କନକ ବ୍ୟୁରୋ : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ କଲେ ଡିଜିଟାଲ ପ୍ରଚାର । ଡିଜିଟାଲ ପ୍ରଚାର କରି ସେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ ମାଗିଛନ୍ତି । ଏହାସହ ତିର୍ତ୍ତୋଲର ବିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ତିର୍ତ୍ତୋଲ…

କରୋନାର ସେକେଣ୍ଡ ୱେଭକୁ ନେଇ ସତର୍କ କରାଇଲେ ଡାକ୍ତର ନିରୋଜ ମିଶ୍ର । କହିଲେ ଓଡିଶାରେ ଏଯାଏଁ ହୋଇନି ଦ୍ୱିତୀୟ ପର୍ଯ୍ୟୟ…

କନକ ବ୍ୟୁରୋ : ଶୀତଦିନେ କରୋନା ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ପୂର୍ବାନୁମାନ କରାଯାଉଛି । ସେକେଣ୍ଡ ୱେଭ ପାଇଁ ସତର୍କତା ଜରୁରୀ । ବରିଷ୍ଠ ଭେସଜ ବିଶେଷଜ୍ଞ ଡ଼ାକ୍ତର ନିରୋଜ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଗଂଜାମରେ ସେକେଣ୍ଡ ୱେଭ୍ ଆସିବା ଅଧିକ ସମ୍ଭାବନା ରହିଛି । କାରଣ…

କିଛି ଦିନର ସ୍ଥିରତା ପରେ ପୁଣି ଅଶାନ୍ତ ମାଲକାନଗିରିର ସ୍ୱାଭିମାନ ଅଂଚଳ । ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ…

କନକ ବ୍ୟୁରୋ : ଦିର୍ଘ ଦିନର ସ୍ଥିରତା ପରେ ଏବେ ପୁଣି ଆଶାନ୍ତ ସ୍ୱାଭିମାନ ଅଂଚଳ । ଗୋଟିଏ ପଟେ ପୁଲିସ ମାଓ ଦମନ ଅଭିଯାନକୁ ଯୋରଦାର କରିଥିବା ବେଳେ ମାଓବାଦୀ ମଧ୍ୟ ନିଜ ସ୍ଥିତି ଜାହିର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଆଜି ପୁଣି ଏକ ମାଓ ଶିବିର ଠାବ କରି ମାଓ ବିରୋଧୀ ଆଭିମୁଖ୍ୟ କୁ…

ବ୍ରହ୍ମପୁରରୁ ଆସିଲା ମହିଳା ନିର୍ଯାତନାର କରୁଣ ଚିତ୍ର । ଘରୋଇ ଜମି ବିବାଦକୁ ନେଇ ମହିଳାଙ୍କୁ ଗାଁ ଦାଣ୍ଡରେ ଘୋଷାଡି…

କନକ ବ୍ୟୁରୋ : ମହିଳାଙ୍କୁ ମାଡ । ଘର ଆଗରେ ରାସ୍ତା ଉପରେ ଘୋଷାଡି ଘୋଷାଡି ମହିଳାଙ୍କୁ ମାଡ ମରାଯାଉଥିବା ଚିତ୍ର ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲାର ବାଲ୍ୟସରା ପଂଚାୟତର ମହିଳା ଜଣଙ୍କ ଘରୋଇ ହିଂସାର ଶିକାର ହୋଇଥିବା ଜଣାପଡିଛି । ରାସ୍ତା ଉପରେ ମହିଳା ଜଣଙ୍କୁ ତାଙ୍କ ଦେଢଶୁର, ବଡ ଯାଆ ଓ…