Daily Archives

October 28, 2020

ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ହେବ ୨୦୨୦-୨୧ ଖରିଫ ଧାନ ସଂଗ୍ରହ । ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ…

କନକ ବ୍ୟୁରୋ : ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ହେବ ଖରିଫ ଧାନ ସଂଗ୍ରହ । ୨୦୨୦-୨୧ ଖରିଫ ଧାନ ସଂଗ୍ରହକୁ ନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ…

ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ । ବିଧାନସଭା ବିଧି ଅନୁସାରେ ୬୦ଦିନ ଗୃହ କାର୍ଯ୍ୟ ଚାଲିବ ।…

କନକ ବ୍ୟୁରୋ: ବର୍ଷ ଶେଷ ଆଗରୁ ବସିବ ବିଧାନସଭା ଶୀତ ଅଧିବେଶନ । ଡିସେମ୍ୱର ୩୧ ତାରିଖ ଆଗରୁ ବସିବ ବିଧାନସଭା ଶୀତ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା ବିଧି ଅନୁସାରେ ବାର୍ଷିକ ୬୦ ଦିନ ଅଧିବେଶନ ବସିବା କଥା । ତେବେ ତୃତୀୟ ଓ ଚତୁର୍ଥ…

ମାଲକାନଗିରି ସ୍ୱାଭିମାନ ଅଂଚଳରେ ମାଓ ଅପରେସନରେ ବଡ ସଫଳତା: ସର୍ଚ୍ଚ ଅପରେସନରେ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ

କନକ ବ୍ୟୁରୋ: ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀ ଗୁଳିବିନିମୟ ଘଟିଥିଲା । ସର୍ଚ ଅପରେସନ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ…

ଓଡିଶାରୁ ଫେରିଗଲା ମୌସୁମୀ  : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ବିଦାୟ ନେଇଥିବା ନେଇ ଭାରତୀୟ ପାଣିପାଗ ବିଭାଗର…

କନକ ବ୍ୟୁରୋ : ରାଜ୍ୟରୁ ଫେରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  । ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ମୌସୁମୀ ସମୟ  ତଥା ଜୁନ ପହିଲାରୁ  ସେପେଟମ୍ବର ୩୦ ମଧ୍ୟରେ  ରାଜ୍ୟରେ ୯୯ ପ୍ରତିଶତ ବର୍ଷା ହୋଇଥିବାବେଳେ  ଜୁନ ପହିଲାରୁ  ଅକ୍ଟୋବର ୨୭ ମଧ୍ୟରେ  ରାଜ୍ୟର  ୧୩ଶହ୨ ଦଶମିକ…

ସରଗରମ ଉପ-ନିର୍ବାଚନ ତାତି: ବାଲେଶ୍ୱରରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ; ଚାଲିଚାଲି, ସାଇକେଲ୍ ପରେ…

କନକ ବ୍ୟୁରୋ: ଉପନିର୍ବାଚନରେ ଏବେ ଚର୍ଚ୍ଚାରେ ଅଛନ୍ତି  ବାଲେଶ୍ୱରରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ବଡ଼ ବଡ଼ ରାଲି, ଧମାଧମ ପ୍ରଚାର, ବଡ଼ ବଡ଼ ନେତାଙ୍କ ପ୍ରଚାର ଭିତରେ, ୮୦ ବର୍ଷର ବେଣୁଧର ନିର୍ବାଚନ ଲଢୁଛନ୍ତି । ତିନୋଟି ଦଳର ପ୍ରଚାରରେ ସେ ଫିକା ପଡ଼ିଛନ୍ତି । କିନ୍ତୁ ତାଙ୍କ ପ୍ରଚାରର…

ମନ୍ଦିର ଖୋଲିବା ଦାବିରେ ପୁରୀରେ ସେବାୟତଙ୍କ ଜୋର ଧରିଲା ଦାବି: ଶ୍ରୀମନ୍ଦିର ଆଗରେ ଘଂଟ ବାଡେଇ ଜଣାଇଲେ ଦାବି; କରୋନା…

କନକ ବ୍ୟୁରୋ : ଓଡିଶାରେ ଏବେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଉ । ସେବାୟତଙ୍କୁ ମିଳୁ କୋଭିଡ୍ ସହାୟତା । ଏହାକୁ ନେଇ ପୁରୀରେ ଶ୍ରୀମନ୍ଦିର ଆଗରେ ଘଂଟ ବାଡେଇ ଆନ୍ଦୋଳନ କରି ଦାବି ଜଣାଇଛି ସେବାୟତ ସଂଘ । ପୁରୀ ଶ୍ରୀମନ୍ଦିର ସହିତ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ…