Daily Archives

October 25, 2020

ଋତୁରାଜଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ଚେନ୍ନାଇ । 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଋତୁରାଜ ଗାଏକ୍ୱାର୍ଡଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ଚେନ୍ନାଇ ବାଙ୍ଗାଲୋରଠାରୁ ୮ ୱିକେଟରେ ବିଜୟ ହାସଲ କରିଛି । ଏହାସହ ଚେନ୍ନାଇ ଦୁଇ ପଏଣ୍ଟ ପାଇଛି । ଏବେ ବାଙ୍ଗାଲୋର ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଏହି ମ୍ୟାଚରେ…

ବିଜେପି ସାଂସଦଙ୍କ ବିବାଦୀୟ ବୟନା, ଚୀନ ଓ ପାକିସ୍ତାନ ସହ ଯୁଦ୍ଧ ପାଇଁ ତାରିଖ ସ୍ଥିର କରିସାରିଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ତଥା ବାଲିଆ ସଂସଦୀୟ କ୍ଷେତ୍ରରେ ସାଂସଦ ଥିବା ସ୍ୱତନ୍ତ୍ର ଦେବ ସିଂଙ୍କ ଏକ ବିବାଦିୟ ବୟାନ ଏବେ ଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିବାକୁ ଯାଉଛି । ଶ୍ରୀ ସିଂ କହିଛନ୍ତି କି କେବେ ଭାରତ ଚୀନ ଓ ପାକିସ୍ତାନ ସହ ଯୁଦ୍ଧ…

ପେନସିଲ୍ ନିର୍ମାଣରେ ନାଭିକେନ୍ଦ୍ର ପାଲଟିଛି ଏହି ଗ୍ରାମ, ଦେଶକୁ ଶିକ୍ଷତ କରିବାକୁ ନିଭାଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

କନକ ବ୍ୟୁରୋ : ଆଜି ମନ୍ କି ବାତର ୭୦ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଯେଉଁସବୁ କଥା ଆଲୋଚନା କରିଛନ୍ତି ତାହା ମଧ୍ୟରେ ଲୋକାଲ ଫର ଭୋକାଲ କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପୂଜା ଅବସରରେ ପ୍ରଧାନମନ୍ତ୍ରୀ କହିଥଲେ କି ନିଜ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ପ୍ରୋତ୍ସାହନ ଦିଅନ୍ତୁ ଓ ଯଥା…

ବିଜୟାଦଶମୀରେ ରାଜନାଥଙ୍କ କଡା ସନ୍ଦେଶ । କହିଲେ ଚୀନ ସହ ଶାନ୍ତି ଚାହୁଁଚି ଭାରତ । ହେଲେ, ଛାଡିବନି ଇଂଚେ ବି ଜମି ।…

କନକ ବ୍ୟୁରୋ : ବିଜୟା ଦଶମୀ ଅବସରରେ ଚୀନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ଜବାବ । ଶସ୍ତ୍ରପୂଜା କରିବା ଅବସରରେ ରାଜନାଥ ସିଂ କହିଛନ୍ତି, ଚୀନ ସହ ଉତେଜନା କମ କରିବା ଓ ସଂପୃକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି । ହେଲେ ବିଭିନ୍ନ ସମୟରେ ଚୀନ ସେନା ନିୟମ ଉଲଂଘନ କରୁଛନ୍ତି…

ଆଜି କଟକ ସହରରୁ ୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସ୍ଥାନୀୟ ଅଞ୍ଚଳରୁ ୨୬ ପଜିଟିଭ୍ ।

କନକ ବ୍ୟୁରୋ : ଆଜି କଟକ ସହରରୁ ମୋଟ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୨୭ ଜଣ ଓ ସ୍ଥାନୀୟ ଅଂଚଳରୁ ୨୬ ଜଣ ଅଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ…

ଦୀପ ବିକିଲେ ଚଳିବ ପରିବାର । ପାର୍ବଣ ମାହୋଲରେ କଣାସ ବ୍ଲକ୍ ଗଡପୁର କୁମ୍ଭକାର ସାହି ଚଳଚଂଚଳ । ଭଳିକି ଭଳି ଆକୃତିର ଦୀପ…

କନକ ବ୍ୟୁରୋ : ଧରାବତରଣ କରିଛନ୍ତି ଜଗତଜନନି ମାଆ ଦୁର୍ଗା । ଚାରିଆଡେ ପାର୍ବଣର ମାହୋଲ । କରୋନା କଟକଣା ଭିତରେ ଦସହରା ପୂଜା କରାଯାଉଛି । ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଛି । ଦୀପାବଳୀରେ ଅନ୍ଧାର ଉପରେ ଆଲୋକର ବିଜୟ ପାଇଁ ଗାଁରୁ ସହର ସବୁ ମାଟି ଦୀପର ଆବଶ୍ୟକତା ପଡେ । ଆଉ ଏହି ଦୀପ ତିଆରି…