Daily Archives

October 25, 2020

ଇଂଜିନିୟର ଛାତ୍ରକୁ ଚିତ୍ରକର ବନାଇ ଦେଲା କରୋନା । କଲେଜ ବନ୍ଦ ଥିବାରୁ ଘରେ ବସି ମୋବାଇଲରୁ ଦେଖି ଚିତ୍ର ଆଙ୍କୁଛନ୍ତି…

କନକ ବ୍ୟୁରୋ : ଇଂଜିନିୟରିଂ ଛାତ୍ରଙ୍କ ନୂଆ ପରିଚୟ । କନୋରା ଲକଡାଉନ୍ ଇଂଜିନିୟରିଂ ତୃତୀୟ ବର୍ଷ ଛାତ୍ରଙ୍କୁ ବନେଇ ଦେଇଛି ପେନସିଲ୍ ଚିତ୍ରକର । କରୋନା ଯୋଗୁଁ କଲେଜ ବନ୍ଦ ଥିବାରୁ ଘରେ ଅଛନ୍ତି ଗଂଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଂଚଳର ଛାତ୍ର ଶ୍ରୀନିବାସ ରାୟ । ଘରେ ରହି କିଛି ନୂଆ…

ଭୁବନେଶ୍ୱର ସମ୍ ହସ୍ପିଟାଲରେ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ଦେଶର ୨୧ଟି ସଂସ୍ଥାରେ ପରୀକ୍ଷଣ ନେଇ…

କନକ ବ୍ୟୁରୋ : ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ କୋଭାକି୍ସନର ତୃତୀୟ ପର୍ଯ୍ୟାୟ ମାନବ ପରିକ୍ଷଣ । ଗତକାଲି ଏନେଇ ଅନୁମତି ମିଳିଛି । ସାରା ଭାରତରେ ୨୧ଟି ସଂସ୍ଥା ଏହି ପରିକ୍ଷଣ କରିବେ । ଓଡ଼ିଶାର ସମ୍ ହସ୍ପିଟାଲରେ ଏହି ପରିକ୍ଷଣ ହେବ । ପ୍ରାୟ ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ମାନେ ଏଥିରେ…

ଅସହାୟ ରାଜମିସ୍ତ୍ରୀଙ୍କ ପାଇଁ ବଢ଼ିଲା ସହାୟତାର ହାତ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବେଙ୍ଗାଲୁରରୁ ରାସନ ଓ ମେଡିସିନ…

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଅସହାୟ ରାଜ ମିସ୍ତ୍ରୀ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏବେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ଲୋକ । ପଲିଥିନ ସ୍ଥାନରେ ଏବେ ଟିଣ ଛପର ଓ ଘର ଚାରିପଟେ ବାଉଁଶ ତାଟିଆ ଦିଆହୋଇଛି । କନକ ନ୍ୟୁଜରେ ଅସହାୟ ରାଜମିସ୍ତ୍ରୀ ପରିମଳ ହାଲଦାରଙ୍କ ଦୁଖ ଦୁର୍ଦଶାର ଖବର…

ସାମ କୁରାନଙ୍କ ଚମତ୍କାର ବୋଲିଂ । ୧୪୫ ରନ କଲା ବାଙ୍ଗାଲୋର । ଚେନ୍ନାଇ ଆଗରେ ୧୪୬ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ସାମ କୁରାନଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ବାଙ୍ଗାଲୋର ୧୪୫ ରନ କରିବାରେ ସକ୍ଷମ ହୋଇଛି । ଏବେ ଚେନ୍ନାଇ ଆଗରେ ୧୪୬ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଏକ ବଡ ପାଳି ଖେଳିବାକୁ ହେବ…

କଣ ଧୋନୀ ଆଉ ଖେଳିବେନି ଆଇପିଏଲ? ଧୋନୀଙ୍କ ପାଇଁ କଣ ଏହା ଶେଷ ସିଜିନ? ଧୋନୀ ଜର୍ସି ଗିଫ୍ଟ ପରେ ଜୋର ଧରିଛି ଚର୍ଚ୍ଚା ।

କନକ ବ୍ୟୁରୋ : କଣ ଧୋନୀ ଆଉ ଖେଳିବେନି ଆଇପିଏଲ? ଧୋନୀଙ୍କ ପାଇଁ କଣ ଏହା ଶେଷ ସିଜିନ? ଏଭଳି ପ୍ରଶ୍ନକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ତର୍ଜୀତୀୟ କ୍ରିକେଟରୁ ଅବସର ନେବା ପରେ ଆଇପିଏଲ ଖେଳୁଥିବା ଧୋନୀଙ୍କ କ୍ୟାରିୟରକୁ ନେଇ ଏବେ ପୁଣି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଏକଥା…

ଗୋଟିଏ କାହାଣୀ, ୬ଟା ରୂପ । ଆସୁଛି ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରି’ । ୬ଟା ଅବତାରରେ ନଜର ଆସିବେ…

କନକ ବ୍ୟୁରୋ : ବଲିଉଡର ଅଭିନେତା ମନୋଜ ବାଜପେୟୀ । ହିନ୍ଦି ସିନେମା ଜଗତରେ ତାଙ୍କର ଅନେକ ସୁନାମ ରହିଛି । ଅଭିନୟ ଯାଦୁରେ ସିନେପ୍ରେମୀଙ୍କୁ ବେଶ୍ ମୋହିତ କରିଛି । ଦର୍ଶକ ତାଙ୍କର ଅନେକ ସିନେମା ଦେଖିଥିବେ ନିଶ୍ଚୟ । କିନ୍ତୁ ନିକଟରେ ଆସିବାକୁ ଯାଉଥିବା ଅପକମିଂ ଫିଲ୍ମ ‘ସୁରଜ ପର ମଙ୍ଗଲ…