Daily Archives

October 25, 2020

ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଦଶହାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ପାର୍ବଣରେ ଦେଶୀ…

କନକ ବ୍ୟୁରୋ : ଉତ୍ସବ ପାଳନ ଅବସରରେ କରୋନା ଦୀପାବଳୀରେ ଯବାନଙ୍କ ପାଇଁ ଦୀପଟିଏ ଜାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ସୀମାରେ ଥିବା ଯବାନଙ୍କ ମନୋବଳକୁ ଆହୁରି ଦୃଢ଼ କରିବା ପାଇଁ ସେମାନଙ୍କ ପଛରେ ସାରା ଦେଶ ରହିଛି ବୋଲି କହିଛନ୍ତି । ଏଥିସହ ସ୍ଥାନୀୟ ଉତ୍ପାଦ କିଣିବାକୁ ଦେଶବାସୀଙ୍କୁ…

ପୂଜାରେ ବି ବୁଲାବିକାଳିଙ୍କ ପକେଟ୍ ଖାଲି । ମଣ୍ଡପକୁ ଆସୁନାହାଁନ୍ତି ଶ୍ରଦ୍ଧାଳୁ, ଉଠାଦୋକାନୀଙ୍କ ବେପାର ଠପ୍ । ଘର…

କନକ ବ୍ୟୁରୋ : ଦଶହରା ଆସିଛି । ହେଲେ ଦଶହାରରେ ଜମୁଥିବା ବେପାର ଏଥର ମାନ୍ଦା ପଡିଯାଇଛି । ପୂଜା ମଣ୍ଡପକୁ କେହି ଆସୁନଥିବାରୁ ଉଠାଦୋକାନୀ ଓ ବୁଲା ବିକାଲିଙ୍କୁ ବେପାର ଠପ ହୋଇଯାଇଛି । ସେହିପରି ଘର ଘର ବୁଲି ଘରକରଣା ସାମଗ୍ରୀ ବିକୁଥିବା ବୁଲା ବିକାଲିଙ୍କ ସାମଗ୍ରୀ ମଧ୍ୟ କରୋନା ଭୟରେ କେହି…

ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟକୁ ଅପେକ୍ଷା କରିଥିଲା କି ମାଲକାନଗିରି ପ୍ରଶାସନ । ସ୍ୱାଭିମାନ ଅଂଚଳର ନେରୁଡପାଲି ନଦୀରେ…

କନକ ବ୍ୟୁରୋ : ଓଡିଶାର ଏକ ଖବରକୁ ନେଇ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟୁଇଟ୍ କରିବା ପରେ ରାଜ୍ୟର ସ୍ଥାନୀୟ ପ୍ରଶାସନ ହଠାତ ତତ୍ପର ହୋଇ ଉଠିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ନେରୁଡ ପାଲି ନଦୀ ପାର ପାଇଁ ମୋଟର ବୋଟ୍ ଯୋଗାଇଦେଇଛି ମାଲକାନାଗିରି ଜିଲ୍ଳା ପ୍ରଶାସନ ।…

ବିହାରୁ ଓଡ଼ିଶାକୁ ଡେଇଁଲା ଟିକା ରାଜନୀତି । ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ରାଜା ସ୍ୱାଇଁଙ୍କ ପ୍ରଶ୍ନ । ଯଦି ବିହାର…

କନକ ବ୍ୟୁରୋ : କରୋନା ଟିକାର ରାଜନୀତି ବିହାରରୁ ଏବେ ଓଡିଶାରେ ପହଁଚିଛି । ବିହାରରେ ମାଗଣା ଟିକା ଦେବାକୁ ବିଜେପି ଇସ୍ତାହାରରେ ଘୋଷଣା କରିବା ପରେ ଓଡିଶାରେ କାହିଁକି ମାଗଣା ଟିକା ମିଳିବନି ଏନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।…

ଦୁର୍ଗାପୂଜାରେ କରୋନାକୁ ନେଇ ଆସିଲା ଭଲ ଖବର । ଓଡ଼ିଶାରେ ଶହେରୁ ୯୩ ସୁସ୍ଥ, ଦେଶରେ ସୁସ୍ଥ ହାର ୯୦ ପ୍ରତିଶତ । ରାଜ୍ୟରେ…

କନକ ବ୍ୟୁରୋ : କରୋନାରେ ଦଶହରାର ଧୁମ ଟିକିଏ କମିଯାଇଥିଲେ ମଧ୍ୟ ଭଲ ଖବର ହେଉଛି, ଏହି ମହାମାରୀରେ ସୁସ୍ଥ ହାର ବଢ଼ିଚାଲିଛି ଓ ସଂକ୍ରମଣ ହାର କମି କମି ଯାଉଛି । ଓଡିଶାରେ ବର୍ତମାନ ସୁସ୍ଥ ହାର ୯୩ ପ୍ରତିଶତ ଉପରେ ପହଁଚିଛି । ଅର୍ଥାତ ଓଡିଶାରେ ପ୍ରତି ଶହେ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ…

ଆଇପିଏଲ ଲଢେଇ : ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ରାଜସ୍ଥାନ ରୟାଲ୍ସ  

କନକ ବ୍ୟୁରୋ : ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ରାଜସ୍ଥାନ ରୟାଲ୍ସ ବୋଲିଂ ଆରମ୍ଭ କରିବ । ବର୍ତ୍ତମାନ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷରେ…