Daily Archives

October 24, 2020

ହାଇଦ୍ରାବାଦର ସାନଦାର ବୋଲିଂ । ୧୨୬ ରନ କଲା ପଞ୍ଜାବ । ହାଇଦ୍ରାବାଦ ଆଗରେ ୧୨୭ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ହାଇଦ୍ରାବାଦ ବୋଲରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ପଞ୍ଜାବ ମାତ୍ର ୧୨୬ ରନ କରିବାରେ ସକ୍ଷମ ହୋଇଛି । ଏହାସହ ୧୨୭ ରନର ବିଜୟ ଲକ୍ଷ୍ୟ ନେଇ ଏବେ ମୈଦାନକୁ ଓହ୍ଲାଇବ ହାଇଦ୍ରାବାଦ ଦଳ । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ…

ଝାରସୁଗୁଡ଼ା ହସ୍ପିଟାଲ ଆଗରେ ୩ ଘଂଟା ଧରି ଛଟପଟ ହେଲେ ପ୍ରସୂତି ମହିଳା । କୋଭିଡ଼ ଟେଷ୍ଟ ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା…

କନକ ବ୍ୟୁରୋ : କାଭିଡ୍ ଟେଷ୍ଟ ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା ଅଭିଯୋଗ  । ତିନି ଘଂଟା ଧରି ହସ୍ପିଟାଲ ବାରଣ୍ଡାରେ ଛଟପଟ ହେଲେ ଗର୍ଭବତୀ । ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟର ଚରମ ସୀମାରେ ପହଂଚି ଯାଇଥିବା ଅଭିଯୋଗ ହୋଇଛି । କୋଭିଡ଼ ଟେଷ୍ଟ…

ବିହାର ଲଢ଼େଇରେ ବରିଷ୍ଠ ବନାମ କନିଷ୍ଠ । ନୀତିଶ କୁମାରଙ୍କୁ କଡ଼ା ଟକ୍କର ଦେଉଛନ୍ତି ତେଜସ୍ୱୀ ଯାଦବ, ମୈଦାନରେ ଦୁଇଟି…

କନକ ବ୍ୟୁରୋ : ସାରା ଦେଶରେ ଏବେ ବିହାର ନିର୍ବାଚନକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ଜଣେ ଅଭିଜ୍ଞ ରାଜନେତା ବନାମ ରାଜନୀତିରେ କନିଷ୍ଠ ତେଜସ୍ୱୀ ଯାଦବ । ବାପା ଲାଲୁ ପ୍ରସାଦ ଯାଦବ ଏକଦା ନୀତିଶଙ୍କ ବନ୍ଧୁ ଥିଲେ, ପରବର୍ତି ସମୟରେ କ୍ଷମତା ପାଇଁ ଦୁହିଁଙ୍କ ମଧ୍ୟରେ…

ମୁଣ୍ଡ ଉପରୁ ଅତିକ୍ରମ କରିଗଲା ମୃତ୍ୟୁ, ଜୀବନ ନେଇପାରିଲାନି ଲୌହ ଦାନବ । ନୂଆପଡ଼ା ଖରିଆଡ଼ ରୋଡରେ, ଟ୍ରାକ୍ ମଝିରେ ଥିବା…

କନକ ବ୍ୟୁରୋ : ରଖେ ହରି ତ ମାରେ କିଏ । ଏହି କଥାଟି ସମ୍ପୁର୍ଣ୍ଣ ଭାବେ ଦେଖିବାକୁ ମିଳିଛି ନୂଆଁପଡ଼ା ଜିଲ୍ଲାରେ । ଟ୍ରେନ ତଳୁ ଅଳ୍ପକେ ବର୍ତିଗଲା ଜୀବନ । ଜୀବନ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲେ ଆରପିଏଫ ଯବାନ । ନୂଆ ପଡ଼ା ଜିଲ୍ଲା ଖରିଆର ରୋଡ଼ ଅନ୍ତର୍ଗତ ଗୌତମା ଗାଁର ଜଣେ ଯୁବକ ଘରେ…

ତିର୍ତୋଲ ପରେ ବାଲେଶ୍ୱର ଜନସଭାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ । ଧର୍ମେନ୍ଦ୍ର କହିଲେ ଏସଏଚଜି…

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଟଙ୍କା ଓ ଶାଢ଼ୀ ବାଂଟୁଥିବା ସେ ଅଭିଯୋଗ ଆଣିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ…

ପୁରୀ ଯାଇ ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ । ସ୍ୱର୍ଗଦ୍ୱାର ଉନ୍ନତୀ, ଗୋଶାଳା ଓ ଭିକ୍ଷୁକ ଥଇଥାନ କାର୍ଯ୍ୟର…

କନକ ବ୍ୟୁରୋ : ପୁରୀ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ । ସେ ସ୍ୱର୍ଗଦ୍ୱାର ଉନ୍ନତି, ଗୋଶାଳା ଓ ଭିକ୍ଷୁକ ଥଇଥାନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି…