Daily Archives

October 19, 2020

ଦୁର୍ଗାପୂଜା ପାଇଁ ଆକ୍ସନ ମୋଡରେ କମିଶନରେଟ ପୁଲିସ । ପର୍ବଣ ସମୟରେ ଆଦାୟ ହେବନି ଚାନ୍ଦା । ଧରାପଡିଲେ ନିଆଯିବ ଦୃଢ…

କନକ ବ୍ୟୁରୋ : ଦୁର୍ଗାପୂଜା ପାଇଁ ଆକ୍ସନ ମୋଡରେ କମିଶନରେଟ ପୁଲିସ । ସେଥିପାଇଁ ଭୁବନେଶ୍ୱରରେ ଅମାନିଆଙ୍କୁ ଧରି ଫାଇନ କଷୁଛି ପୋଲିସ । ଏଥିସହ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାର, କୋଚିଂ ସେଂଟର ଓ ସପିଂ ମଲକୁ ସିଲ କରିଛି ପୋଲିସ । ତେବେ ପୂଜା ପୂର୍ବରୁ କିଛି ଅପରାଧୀଙ୍କୁ ଗରିଫ ମଧ୍ୟ…

ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍ ହଜିଯାଇଥିବାରୁ ୩ବର୍ଷ ହେଲାଣି ଆଡମିଶନ୍ ନେଇପାରୁନାହାନ୍ତି ସ୍ମିତାଲି । ସରକାରୀ ବାବୁ…

କନକ ବ୍ୟୁରୋ : ଆମେ ବେଟି ବଚାଅ ବେଟି ପଢାଅ ଭଳି ନାରା ଜୋର ଜୋରରେ ଦେଉ, ଝିଅ କେମିତି ପାଠ ପଢିବ ତାକୁ ବଡ ବଡ ପ୍ରସଙ୍ଗ ତିଆରି କରୁ, ଏବଂ ଆମ ସରକାରମାନେ ସବୁବେଳେ ଏହିଭଳି ଅସହାୟ ଝିଅଙ୍କ ସହ ଅଛନ୍ତି ବୋଲି ବାରମ୍ବାର ଆଶ୍ୱାସନା ଦିଅନ୍ତି । କିନ୍ତୁ ଆମେ ଆପଣଙ୍କୁ ଏକ ବାସ୍ତବ କାହାଣୀ କହିବୁ…

ମେଡିକାଲ ପ୍ରବେଶିକା ପରୀକ୍ଷା ଟପ୍ପର ବନିଲେ ପ୍ରଚାରର ମାଧ୍ୟମ । ୫ଟି ମେଡିକାଲ କୋଚିଂ ସେଂଟରର କଲେ ବିଜ୍ଞାପନ । ଏଲେନ,…

କନକ ବ୍ୟୁରୋ : କେଉଁଠି ପଢ଼ିଥିଲେ ନିଟ୍ ଟପ୍ପର ସୋଏବ ଅଫତାବ । ଏହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉକ୍ରଣ୍ଠା ବଢ଼ିଯାଇଛି । ଏଭଳି ସମୟରେ ସେ ପାଂଚଟି କୋଂଚି ସେଂଟରରେ କୋଚିଂ ନେଇଥିବା ବିଜ୍ଞାପନ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସୋଏବ ଅଫତାବ । ମେଡିକାଲ…

ଦୁର୍ଗାପୂଜାରେ କରୋନା ସଂକ୍ରମଣର ଭୟ । ଆକ୍ସନ ମୋଡରେ କମିଶନରେଟ୍ ପୁଲିସ, ଭୁବନେଶ୍ୱରରେ ଅମାନିଆଙ୍କୁ ଧରି କଷୁଛି ଫାଇନ୍…

କନକ ବ୍ୟୁରୋ : କୋଭିଡ୍ ନିୟମ ପାଳନ କରି ପୂଜା ଆୟୋଜନ ହେଉଥିଲେ ମଧ୍ୟ ସଂକ୍ରମଣର ଭୟ ରହିଛି । ଏହାକୁ ନେଇ ସତର୍କ ହୋଇଛନ୍ତି ସରକାର, ଆକ୍ସନ ମୋଡରେ ଅଛି କମିଶନରେଟ ପୁଲିସ । ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରୁଛି, ଅମାନିଆଙ୍କୁ ଧରି ଫାଇନ କଷୁଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ…

ବୈଜୟନ୍ତଙ୍କ ପାକିସ୍ତାନ ଟ୍ୱିଟକୁ ନେଇ ଜଳିଲା ପ୍ରତିବାଦର ନିଆଁ । ସରଗରମ ହେଲା ରାଜନୀତି, ବିଜେଡି କହିଲା, ଦଳରୁ…

କନକ ବ୍ୟୁରୋ : ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେବାର ଶୈଳୀକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପାକିସ୍ତାନ ସହ ତୁଳନା କରିବା ବୈଜୟନ୍ତଙ୍କୁ ମହଙ୍ଗା ପଡିଛି । ଭୁବନେଶ୍ୱର, ସମ୍ବଲପୁର ଓ ଝାରସୁଗୁଡାରେ ବୈଜୟନ୍ତଙ୍କ ବିରୋଧରେ ପ୍ରତିବାଦ ଦେଖିବାକୁ ମିଳିଛି । ଏପରିକି…

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତ, ବଢୁଛି ସୁସ୍ଥ । ଆଜି ଆଉ ୨୧୩ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୦୭ କରୋନା…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ୨୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୮ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସେପଟେ…