Daily Archives

October 18, 2020

ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ୨୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ଉତର ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଅନୁମାନ…

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ମାଲକାନଗିରି , ରାୟଗଡା,…

କରୋନାକୁ ନେଇ ଆସିଲା ଭଲ ଖବର । ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ସୁପର ମଡେଲ କରୋନା କମିଟି କହିଲା, କରୋନାର ଶୀର୍ଷ…

କନକ ବ୍ୟୁରୋ : କରୋନାକୁ ନେଇ ଖୁବ୍ ଭଲ ଖବର ଦେଇଛି ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ସୁପର ମଡେଲ କରୋନା କମିଟି । ଏହି କମିଟି କହିଛି, ଭାରତରେ କରୋନାର ଶୀର୍ଷ ସଂକ୍ରମଣ ଅତିକ୍ରମ କରି ଯାଇଛି । ଗତ ସେପ୍ଟେମ୍ବର ମାସରେ ସବୁଠାରୁ ଅଧିକ ସଂଖ୍ୟାରେ ସଂକ୍ରମଣ ହୋଇଥିଲା, ଏବଂ ଏବେ ସଂକ୍ରମଣ କମିବ…

ପୁଣି ଓଟିଭି ଏମଡିଙ୍କୁ ଟାର୍ଗେଟ୍ କଲେ କେନ୍ଦୁଝର ସାଂସଦ । ପ୍ରଶ୍ନ କଲେ, ଯଦି ଜାଗୀଙ୍କ ସମ୍ପର୍କୀୟ ହୋଇଥିଲେ କ’ଣ…

କନକ ବ୍ୟୁରୋ: ଓଟିଭି ନିର୍ଦ୍ଦେଶିକା ଜାଗି ପଣ୍ଡାଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଚନ୍ଦ୍ରାଣୀ ପ୍ରଶ୍ନ କରିଛନ୍ତି, ଯିଏ ତାଙ୍କର ମିଛ ଭିଡିଓ ଭାଇରାଲ କରିଛି ତାକୁ ସୁରକ୍ଷା ଦେବାରେ ଜାଗିଙ୍କ ବିବେକ କେମିତି ବାଧା ଦେଉନାହିଁ । ଓଡିଶା ନିର୍ଦ୍ଦେଶିକା ଜାଗି…

ସୁପର ଓଭରରେ କୋଲକାତାର ସୁପର ଶୋ’ । ହାଇଦ୍ରାବାଦକୁ ହରାଇଲା କୋଲକାତା ନାଇଟ ରାଇଡର୍ସ ।

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ସୁପର ଓଭର ଦେଖିବାକୁ ମିଳିଛି । ଏଥିରେ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଫଳରେ କୋଲକାତା ଦୁଇ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁରକ୍ଷିତ ରଖିଛି । ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବୋଲିଂ…

ଖୋର୍ଦ୍ଧା ଜଟଣୀରେ ବୋମା ମାଡ, ଜଣେ ଆହତ । ୫ଟି ବୋମାମାଡ କରି ଦୁର୍ବୃତ୍ତ ଫେରାର । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ…

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ବୋମା ମାଡ । ଦୁର୍ବୃତ୍ତଙ୍କ ବୋମାମାଡରେ ଜଣେ ଆହତ ହୋଇଛନ୍ତି । ୫ଟି ବୋମାମାଡ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମାମାଡରେ ଆଜବେଷ୍ଟ ଘର…

ବୈଜୟନ୍ତଙ୍କ ଟ୍ୱିଟ୍ ନେଇ ଓଡ଼ିଶା ରାଜନୀତିରେ ଝଡ଼ । ଓଡିଶାର ଆଇନ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା ପରେ ବଢିଲା ଅଡୁଆ ।…

କନକ ବ୍ୟୁରୋ: ଜିରାରୁ ସୀରା କାଢ଼ିଲେ ଯାହା ହୁଏ, ବୈଜୟନ୍ତ ପଣ୍ଡାଙ୍କ ଅବସ୍ଥା ଉଣା-ଅଧିକେ ହୁଏତ ସେଇଆ ହୋଇଛି । ଜଣେ ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାକୁ ଯାଇ, ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ସୀମା ସେପଟକୁ ଯାଇଛନ୍ତି ଅର୍ଥାତ୍ ପାକିସ୍ତାନ ଯାଏଁ…