Daily Archives

October 16, 2020

ଚମକିଲେ ଓଡ଼ିଆ ପୁଅ । ନିଟ୍ ପରୀକ୍ଷାରେ ଟପ୍ପର ହେଲେ ରାଉରକେଲାର ସୋଏବ, ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ ।

କନକ ବ୍ୟୁରୋ : ଦେଶରେ ଚମକିଲେ ଓଡ଼ିଆ ପୁଅ । ନିଟ୍ ପ୍ରବେଶିକା ପରୀକ୍ଷାରେ ଦେଶରେ ଟପ୍ପର ହେଲେ ରାଉରକେଲାର ସୋଏବ ଅଫତାବ । ଶତପ୍ରତିଶତ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି ସୋଏବ । ପ୍ରଥମ ଛାତ୍ର ଭାବେ ନିଟ୍ ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖିଛନ୍ତି ସୋଏବ । ନିଟ୍ ପରୀକ୍ଷା ୭୨୦…

ଲୋକ ଜନଶକ୍ତି ପାର୍ଟି ଉପରେ ବଡ ଆରୋପ, ପ୍ରକାଶ ଜାଭେଡକର ଓ ସମ୍ବିତ ପାତ୍ର କହିଲେ ଏଲଜେପି ଏକ ଭୋଟ କଟର ପାର୍ଟି

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଭୋଟ ଗହଣ ତାରିଖ ଯେତେ ପାଖେଇ ଆସୁଛି ସେଠାରେ ନେତା ମାନଙ୍କ ଭିତରେ ସେତିକି ରୋଚକ ବାକ୍ ବିତଣ୍ଡା ଦେଖିବାକୁ ମଳୁଛି । ଶୁକ୍ରବାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଏକ ବୟାନ ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ପ୍ରକାଶ…

କରୋନା ସଂକଟ ବେଳେ ଚାକିରୀ ହରାଇଥିବା କର୍ମଚାରୀ ରାଜ୍ୟ ବୀମା ନିଗମ ସହିତ ଯୋଡି ହୋଇତିବା ଲୋକଙ୍କ ପାଇଁ ବଡ ଖବର ।…

କନକ ବ୍ୟୁରୋ : କେନ୍ଦ୍ରସରକାର ଅଟଳ ବୀମତ କଲ୍ୟାଣ ଯୋଜନା (ଏବିକେୱାଇ) ନାମରେ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ସୂଚନା ମୁତାବକ ବର୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ କମ୍ ପ୍ରତିକ୍ରୀୟା ରହିଛି । କିନ୍ତୁ ଏହାକୁ ଅଧିକ ମାତ୍ରାରେ ପ୍ରଚାର କରିବା ପାଇଁ ସରକାର ପୁଣି ଏକ ନୂତନ ପ୍ରଣାଳୀ…

କୋଲକାତାର ଅଧିନାୟକ ପଦ ଛାଡିଲେ କାର୍ତ୍ତିକ । ମୁମ୍ବାଇ ବିପକ୍ଷ ମ୍ୟାଚରେ କେକେଆରର ନେତୃତ୍ୱ ନେବେ ମୋର୍ଗାନ ।

କନକ ବ୍ୟୁରୋ : ବାଙ୍ଗାଲୋର ବିପକ୍ଷରେ ବଡ ବ୍ୟବଧାନରେ ପରାଜିତ ହେବା ପରେ କୋଲକାତା ଟିମର ଅଧିନାୟକ ଦିନେଶ କାର୍ତ୍ତିକ ବଡ ନିଷ୍ପତ୍ତି ନେଇଛନ୍ତି । କାର୍ତ୍ତିକ କୋଲକାତା ଟିମର ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିବା ବେଳେ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଇଂଲଣ୍ଡ ଦଳର ବିଶ୍ୱବିଜୟୀ…

ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ତିର୍ତ୍ତୋଲରେ ୮, ବାଲେଶ୍ୱରରେ ନାମାଙ୍କନ ଭରିଲେ ୯ ପ୍ରାର୍ଥୀ ।…

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଚାର ମଧ୍ୟ ଜମୁଛି । ଆଉ ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି…

ଦାଦାବଟି ମୁକ୍ତ ହେବ ଦୈତନଗରୀ । କମିଶନରେଟ୍ ପୋଲିସର ନୂଆ କାର୍ଯ୍ୟକ୍ରମ ‘ଦାଦା ବଟିକୁ ନା’ । ଗୋପନୀୟ ସୂଚନା ଦେଲେ…

କନକ ବ୍ୟୁରୋ: ଦାଦାବଟି ମୁକ୍ତ ହେବ ଦୈତନଗରୀ । କଟକ-ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦା ବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ । କହିଛନ୍ତି, ଦୈତନଗରୀରେ ଦାଦାବଟି ଆଦାୟକୁ…