Daily Archives

October 11, 2020

ଆସୁଛି ବର୍ଷା, ସତର୍କ ରୁହ । ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି । ୧୩ ଯାଏଁ ନିସ୍ତାର ନାହିଁ,…

କନକ ବ୍ୟୁରୋ: ଆସୁଛି ବର୍ଷା, ସତର୍କ ରୁହ । ବର୍ଷାକୁ ନେଇ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି । ଚିଠି ଲେଖି ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ…

ଦୋହରିଲା ଦାନ ମାଝୀ କାହାଣୀ । ହସ୍ପିଟାଲ ଯିବାକୁ ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଟାଣିଟାଣି ସ୍ତ୍ରୀକୁ କଟକ ଆଣିଲେ…

କନକ ବ୍ୟୁରୋ: ଦୋହରିଲା ଦାନ ମାଝୀ କାହାଣୀ । ଓଡିଶା ଦେଖିଲା ଆଉ ଏକ ଦୁଃଖଦ ଚିତ୍ର । ରୋଗୀକୁ ଚିକିତ୍ସା ପାଇଁ ହସ୍ପିଟାଲ ଯିବାକୁ ଆମ୍ବୁଲାନ୍ସଟିଏ ମିଳିଲାନି, ସେହି ରୋଗୀର ଜୀବନ ଚାଲିଯିବା ପରେ ଆମ୍ବୁଲାନ୍ସରେ ଶବ ଘରକୁ ଯାଉଛି । ସ୍ୱାସ୍ଥ୍ୟସେବା ଓ ସଚେତନା ଭିତରେ କେତେ ବଡ଼ ଫାଙ୍କ ରହିଛି…

୭ ମିନିଟରେ ୨୭ ଲକ୍ଷ ସଫା । ସାମନାକୁ ଆସିଲା ଭୁବନେଶ୍ୱର ଏଟିଏମ ଲୁଟର ସିସିଟିଭି ଫୁଟେଜ୍ । ପୁଲିସ କହିଲା, ବାଇକରେ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ପଟିଆ ଅଂଚଳରେ ଥିବା ଏକ ଏଟିଏମ୍କୁ ଭାଙ୍ଗି ୨୭ ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି ଦୁର୍ବୃତ । ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମରୁ ଏହି ଲୁଟ ହୋଇଛି । ଗ୍ୟାସ କଟରରେ ଏଟିଏମର ଆଇରନ ଚେଷ୍ଟ କାଟି ଟଙ୍କା ଲୁଟି ନେଇଛନ୍ତି ୨ ଜଣ ଦୁର୍ବୃତ । ଦୁଇ ଜଣ…

ରାଜ୍ୟ ପାଇଁ ଭଲ ଖବର । ଆଜି ସୁସ୍ଥ ହେଲେ ଆଉ ୩ ହଜାର ୩୪୨ ଜଣ ଆକ୍ରାନ୍ତ । ୨ ଲକ୍ଷ ୨୭ ହଜାର ୬୧୫ରେ ପହଞ୍ଚିଲା ସୁସ୍ଥ…

କନକ ବ୍ୟୁରୋ : ଆଜି ରାଜ୍ୟରୁ ୩ ହଜାର ୩୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫କୁ ବୃଦ୍ଧି ପାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ବାତ୍ୟା ଯାଇଛି, ପଦଚିହ୍ନ ରହିଛି… ତିତିଲିକୁ ପୂରିଛି ଦୁଇ ବର୍ଷ । ଅଭିଶପ୍ତ ରାତିର କିଟକିଟ ଅନ୍ଧାର କଥା ଏବେବି…

କନକ ବ୍ୟୁରୋ: ଅକ୍ଟୋବର ୧୧, ୨୦୧୮ । କାଳ ରାତିର ସେ କଳା କାହାଣୀକୁ ଭୁଲି ହେଉନି । ତାରିଖ ପରେ ତାରିଖ ଯାଉଛି । ବର୍ଷ ପରେ ବର୍ଷ ବଦଳୁଛି ହେଲେ ମନରୁ ଲିଭୁନି ତିତିଲର ଦାଗ । ବିଳମ୍ବିତ ରାତିର କିଟକିଟ ଅନ୍ଧାରରେ ତିତିଲି ଯେଉଁ ତାଣ୍ଡବ ରଛିଥିଲା । ମହାପ୍ରଳୟର ସେ ଲୋମଟାଙ୍କୁରା ଦୃଶ୍ୟ କଥା…

ତେୱତିଆ ଓ ପରାଗଙ୍କ ଦମଦାର ବ୍ୟାଟିଂ । ୫ ୱିକେଟରେ ବିଜୟ ହାସଲ କଲା ରାଜସ୍ଥାନ ରୟାଲ୍ସ ।

କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ରାହୁଲ ତେୱତିଆ ଓ ରିଆନ ପରାଗଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଫଳରେ ଏହି ମ୍ୟାଚରେ ହାଇଦ୍ରାବାଦଠାରୁ ୫ ୱିକେଟରେ ବିଜୟୀ ହୋଇଛି ରାଜସ୍ଥାନ । ଏହାସହ ରାଜସ୍ଥାନ ଖାତାରେ ଦୁଇ ଅଙ୍କ ଯୋଡି ହୋଇ ଯାଇଛି । ଏହି ମ୍ୟାଚରେ ହାଇଦ୍ରାବାଦ…