Daily Archives

October 9, 2020

କରୋନା ଆକ୍ରାନ୍ତ ହେବାର ୪ଦିନ ଭିତରେ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି । ୱାଲ୍ଟର ରିଡ ଆର୍ମି ହସ୍ପିଟାଲରେ…

କନକ ବ୍ୟୁରୋ : କରୋନା ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୪ଦିନରେ ସୁସ୍ଥ ହୋଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲ ସେଂଟରରେ ୪ ଦିନର ଚିକିତ୍ସା ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅନ୍ୟାନ୍ୟ ଔଷଧ ସହ…

ସ୍ୱାଭିମାନ ଅଞ୍ଚଳରେ କିଏ କରିଛି ପାଇଖାନା ଚୋରି ? କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ଆରମ୍ଭ ହେଲା…

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ପାଇଖାନା ମହାଦୁର୍ନୀତି । ଖବର ପ୍ରସାରଣ ପରେ ଚେତିଲା ଜିଲ୍ଲା ପ୍ରଶାସନ । ସ୍ୱାଭିମାନ ଅଂଚଳର ୯ ଟି ପଂଚାୟତରେ କେବଳ କାଗଜପତ୍ର ରେ ୪୦୫୪ଟି ପାଇଖାନା ନିର୍ମାଣ କାମ ସାରିଥିବା ନେଇ କନକ ନ୍ୟୁଜ ଖବର ପ୍ରସାରଣ କରିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଉପ…

କାର୍ତ୍ତିିକରେ ଖୋଲିବ କି ଶ୍ରୀମନ୍ଦିର? ନିଯୋଗ ଓ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।…

କନକ ବ୍ୟୁରୋ : ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ପ୍ରସଙ୍ଗକୁ ନେଇ ଆଜିଠାରୁ ମତାମତ ସଂଗ୍ରହ ଓ ବିଚାର ବିମର୍ଶ ଆରମ୍ଭ ହୋଇଛି । ୪ଟି ନିଯୋଗ ଏବଂ ବରିଷ୍ଠ ସେବାୟତ ମାନଙ୍କ ସହିତ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ । ପର୍ଯ୍ୟାୟ କ୍ରମେ ଏହି ବିଚାର ବିମର୍ଶ କରାଯିବ । ଆସନ୍ତା…

ଟିଭି ଦୁନିଆରେ ଟିଆରପି ଝଡ । ଟିଆରପି ଠକେଇ ନେଇ ମୁମ୍ବାଇ ପୋଲିସର ମହାଖୁଲାସା ପରେ ରିପବ୍ଲିକ ଟିଭି ଓ ଇଣ୍ଡିଆ ଟୁଡେ…

କନକ ବ୍ୟୁରୋ: ଟିଭି ଦୁନିଆରେ ଟିଆରପି ଝଡ । ରିପବ୍ଲିକ ଟିଭି ନାଁରେ ଟିଆରପି ଚୋରି ଅଭିଯୋଗ । ନ୍ୟୁଜ ଟେଲିଭିଜନ ଦୁନିଆଁରେ ଟିଆରପି ସ୍କାମକୁ ନେଇ ଏବେ ଚାରିଆଡେ ଚର୍ଚା । ଆଉ ଏହି ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି, ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ । ମୁମ୍ବାଇ ପୁଲିସ ଯେଉଁ ଖୁଲାସା…

ହେତମେୟାରଙ୍କ ବିସ୍ଫୋରକ ବ୍ୟାଟିଂ । ୧୮୪ ରନ କଲା ଦିଲ୍ଲୀ । ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ହେତମେୟାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ ୧୮୪ରନ କରିବାରେ ସଫଳ ହୋଇଛି । ଏହାସହ ଏବେ ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ଇଙ୍ଗ ସଟ ଖେଳିବାକୁ ହେବ । ଏହି…

ବିବାଦ ବଢାଇଲା ବାର୍ଥ ଡେ ପାର୍ଟି ? କୋଭିଡ ନିୟମ ଭାଙ୍ଗିବା ନେଇ ସାଂସଦ ଅପରାଜିତାଙ୍କ ନାଁରେ କେନ୍ଦ୍ରମନ୍ତ୍ରୀଙ୍କୁ…

କନକ ବ୍ୟୁରୋ: ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । କୋଭିଡ କଟକଣାକୁ କଡାକଡି କରି ଓଡିଶା ସରକାର ନିୟମ ଉଲ୍ଲଙ୍ଘନ ପାଇଁ ୧ ଲକ୍ଷ ଟଙ୍କା ଯାଏଁ ଜୋରିମାନାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ନେତାମାନେ ଏହି ନିୟମକୁ ଖାତିର କରୁନାହାନ୍ତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନ ପାଟିର ଦୃଶ୍ୟ…