Daily Archives

October 5, 2020

କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ, ଗରିବଙ୍କ ପାଇଁ ନାହିଁ କିଛି ଯୋଜନା କେବଳ ତିନି…

କନକ ବ୍ୟୁରୋ : ସରକାରଙ୍କ ଗୋଟିଏ ବି ନୀତି ଗରିବ ଜନତାଙ୍କ ପାଇଁ ନୁହେଁ, କେବଳ ବଛା ବଛା ତିନି ଚାରି ଜଣ ମିତ୍ରଙ୍କ ପାଇଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଂଜାବର ଫତେଗଡରେ ଆୟୋଜିତ କିଷାନ ବଚାଓ ରାଲିଲେ ସାମିଲ ହୋଇ ଏହା କହିଛନ୍ତି । କୃଷି ଆଇନକୁ ବିରୋଧରେ ଫତେଗଡ ଠାରୁ ସାମନା ଯାଏଁ…

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ପୂର୍ବତନ ପିସିସି ସମ୍ପାଦକ…

କନକ ବ୍ୟୁରୋ : ତିର୍ତ୍ତୋଲ ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଆଜି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ପିସିସି ସମ୍ପାଦକ ଓ ଶତାଧିକ କଂଗ୍ରେସ କର୍ମୀ । କଂଗ୍ରେସର ୧୦ରୁ ଅଧିକ ଆଗଧାଡିର ନେତା ନିଜ ସମର୍ଥକଙ୍କ ସହ ଆଜି କଂଗ୍ରେସରୁ ଇସ୍ତଫା ଦେବା ସହ…

କରୋନାରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଶରୀରରେ ଏକ୍ସପେରିମେଂଟାଲ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କୁ କରୋନା ସଂକ୍ରମଣ ହେବା ପରେ ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ବଡ କଥା ହେଲା ଟ୍ରମ୍ପ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । କୋଭିଡ ଚିକିତ୍ସାରେ ବହୁ ଚର୍ଚ୍ଚିତ ଔଷଧ-ରେମଜେଜିଭିର -ଦିଆଯାଉଛି ଟ୍ରମ୍ପଙ୍କୁ । କରୋନା ସଂକ୍ରମଣରୁ ମୁକ୍ତ କରିବା…

ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ଗୃହରେ ତାତି । ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ଲିଜରେ ହୋଇଛି ଦୁର୍ନୀତି : ବିଜେପି ସହ…

କନକ ବ୍ୟୁରୋ : ଖଣି ଦୁର୍ନୀତି ଅଭିଯୋଗ ନେଇ ଶାସକ-ବିରୋଧୀ ମୁହାଁମୁହିଁ । ଅଫିସରଙ୍କ ଭୁଲ ଯୋଗୁଁ ରାଜ୍ୟ ସରକାର ପ୍ରାୟ ୧ ଲକ୍ଷ କୋଟି ରାଜସ୍ୱ ହରାଇଲା ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା । ପ୍ରଦୀପ୍ତ ନାୟକଙ୍କ ଅଭିଯୋଗ – ନୂଆ ଖଣି ଆଇନରେ ୨୧ଟି ଖଣି ନିଲାମ କରି ମିଆଦିକୁ ୨୦୧୫ରୁ…

ମହାରଥୀଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ବିବାଦ ଘେରରେ ଛନ୍ଦି ହେଲେ ସତ୍ୟବାଦୀ ବିଧାୟକ । ୨୮ ତାରିଖରେ କରୋନା ପିଜିଟିଭ୍…

କନକ ବ୍ୟୁରୋ : ରବିବାର ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରର ଦୃଶ୍ୟ । ମହାରଥୀଙ୍କ ଭଳି ଜଣେ ଲୋକପ୍ରିୟ ନେତାଙ୍କ ଯେତେବେଳେ ମୃତ୍ୟୁ ହୁଏ ସେତେବେଳେ ଶେଷ ବିଦାୟ ଏଭଳି ହେବା କିଛି ଅସ୍ୱାଭାବିକ ନୁହେଁ । କିନ୍ତୁ ଯଦି ଏହି ଭିଡରେ କରୋନା…

ରାଜଧାନୀରେ ଦୁଇ ଦୁଇଟି ଚାଂଚଲ୍ୟକର ବ୍ୟାଙ୍କ୍ ଡକେତି ଘଟଣାର ପର୍ଦ୍ଦାଫାସ୍ । କପଡ଼ା ଦୋକାନୀ ସାଜିଥିଲା ବ୍ୟାଙ୍କ୍…

କନକ ବ୍ୟୁରୋ : ବ୍ୟାଙ୍କରେ ସବୁ କିଛି ସ୍ୱାଭାବିକ ଚାଲିଥିଲା । ଆଉ ଠିକ୍ ଏତିକି ବେଳେ ଫିଲ୍ମି ଷ୍ଟାଇଲରେ ବ୍ୟାଙ୍କରେ ପ୍ରବେଶ କରିଥିଲା ଲୁଟେରା । ମୁଣ୍ଡରେ ହେଲମେଟ୍, ହାତରେ ବନ୍ଧୁକ । ଗନ୍ ପଏଂଟରେ ଥିଲେ ବ୍ୟାଙ୍କ କର୍ମଚାରୀ । ଆଉ ଏହି ଆତଙ୍କର ମାହୋଲର ଭିତରେ ଲୁଟ୍ କରି କମ୍ପଟ୍ ମାରିଲା…