Daily Archives

October 4, 2020

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କୁ ବଦଳି ପାଇଁ ଦାବି କରିଥିଲା…

କନକ ବ୍ୟୁରୋ : ତିର୍ତ୍ତୋଲ ଉପନିର୍ବାଚନ ଉପରୁ ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଜିଲ୍ଲାପାଳଙ୍କୁ ନେଇ ଆପତ୍ତି ଉଠାଇଥିଲା କଂଗ୍ରେସ । ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ମଧ୍ୟ ହୋଇଥିଲା କଂଗ୍ରେସ । ଜଗତସିଂହପୁରର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ…

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଆଉ ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ହ୍ୱାଇଟ ହାଉସ ଅଧିକାରୀ କହିଲେ…

କନକ ବ୍ୟୁରୋ: ଆଗକୁ ନିର୍ବାଚନ ଆସୁଥିବା ବେଳେ ଆମେରିକା ରାଷ୍ଟ୍ରପତି କରୋନା ଆକ୍ରାନ୍ତ ହେବା ଖବର ଉପରେ ସାରା ବିଶ୍ୱର ନଜର ରହିଛି । ଆଉ ଏତିକି ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚିକିତ୍ସା ଦାୟୀତ୍ୱରେ ଥିବା ଡାକ୍ତରୀ ଟିମ୍ ଏକ ବଡ଼ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି- ଡୋନାଲ ଡ୍ରମ୍ପଙ୍କ…

ଓଡିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୧୦୮ ଆକ୍ରାନ୍ତ । ଏହାସହ ୨ଲକ୍ଷ ଟପିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୧୦୮ଜଣ କରୋନା ଆକ୍ରାନ୍ତ । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ଲକ୍ଷ ଟପିଛି । ତେବେ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୯୨, ପୁରୀରୁ ୫୫, ଯାଜପୁରରୁ ୨୧୨, ଅନୁଗୁଳରୁ…

କରୋନାରୁ ସୁସ୍ଥ ହେବା ପରେ ଆପଣ କେତେ ବିପଦ ମୁକ୍ତ ? ସୁସ୍ଥ ହେବା ପରେ ବି ରୁହନ୍ତୁ ସତର୍କ, ତିନି ସପ୍ତାହ ଜଗିରଖି…

କନକ ବ୍ୟୁରୋ: କରୋନାରୁ ସୁସ୍ଥ ହେବା ପରେ ଆପଣ କେତେ ବିପଦ ମୁକ୍ତ? କରୋନା ରୋଗରୁ ସୁସ୍ଥ ହେବା ପରେ ମଧ୍ୟ ପରବର୍ତୀ ୩ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ଏମିତି କି ଯେଉଁମାନଙ୍କର ଅନ୍ୟାନ୍ୟ ରୋଗ ଅଛି ସେମାନଙ୍କୁ ସତର୍କତା ଅବଲମ୍ବନ କରିବା ଜରୁରୀ । ଏଭଳି…

ସାରଜାହାରେ ସୁପର ଶୋ’ । ସନରାଇଜର୍ସକୁ ୩୪ ରନରେ ହରାଇଲା ମୁମ୍ବାଇ । ପଏଣ୍ଟ ଟେବୁଲରେ ହାସଲ କଲା ଶୀର୍ଷ ସ୍ଥାନ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ଦେଖିବାକୁ ମିଳିଛି ମୁମ୍ବାଇ ଇଣ୍ଡିଆନ୍ସର ସୁପର ଶୋ’ । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୨୫ ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟ୍ସମ୍ୟାନ ଓ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଏହି ମ୍ୟାଚରେ ମୁମ୍ବାଇ ବିଜୟ ହାସଲ କରିଛି । ଏହାସହ…

ଆଇପିଏଲ ଟକ୍କର : ଟସ୍ ଜିତି ପଞ୍ଜାବର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଚେନ୍ନାଇ ସୁପର କିଙ୍ଗସ୍ ।

କନକ ବ୍ୟୁରୋ : ଆଜିର ଦ୍ୱିତୀୟ ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ କିଙ୍ଗ୍ ଇଲେଭେନ ପଞ୍ଜାବ । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ପଞ୍ଜାବ ବ୍ୟାଟିଂ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ପଞ୍ଜାବର ଦୁଇ ଓପନର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ମୁମ୍ବାଇକୁ ଏହି…