Daily Archives

August 28, 2020

ରାଜ୍ୟକୁ କଲବଲ କଲାଣି ବନ୍ୟା । ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି, ତାଣ୍ଡବ ରଚୁଛି ବନ୍ୟାର ପ୍ରଖୋର ସ୍ରୋତ

(ଯାଜପୁର) ଯେଉଁଠି ଦୁଇ ମହଲା କୋଠା ଭୁଷୁଡି ଯାଉଛି, ସେଠି ମଣିଷ ତ’ ଅସହାୟ ମାତ୍ର । ବନ୍ୟା ପାଣିର ସ୍ରୋତରେ ତାସ୍ ଘର ଭଳି ଭାଙ୍ଗି ଯାଉଛି କୋଠାଘର । ଯେତେବେଳେ ସଂପୂର୍ଣ୍ଣ ଘର ଭୁଷୁଡି ଯାଉଛି, ସେଠି ଆସବାବପତ୍ର କଥା ଆଉ ପଚାରେ କିଏ । (ଯାଜପୁର) ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଜଳସ୍ତର…

ପାଣି ସୁଅରେ କଅଁଳା ଶିଶୁ । ଯାଜପୁର ବରୀରେ ମା ସହ ୨ ମାସର ଶିଶୁ କନ୍ୟାକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଟିମ, ଭଦ୍ରକ…

କନକ ବ୍ୟୁରୋ : ଜଳ ଭିତରେ ଜୀବନ, ଆଉ ପାଦେ ପାଦେ ବିପଦ । କୌଣସି ମୁହୁର୍ତରେ କିଛି ବି ଘଟିପାରେ । ଯାଜପୁର ବରୀ ଅଂଚଳରୁ ଆସିଥିବା ଏହି ଚିତ୍ର ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସେହି କାହାଣୀକୁ ମନେ ପକାଇ ଦେଉଛି । ସେଦିନ ଶ୍ରୀକୃଷ୍ଣଙ୍କୁ ମୁଣ୍ଡେଇ ନେଉଥିଲେ ବାସୁଦେବ, ଆଉ ଆଜି ଅଗ୍ନିଶମ…

ପ୍ରତିଦିନ ରାଜ୍ୟରେ ଭାଙ୍ଗୁଛି କରୋନା ରେକର୍ଡ । ଗତ ୨୪ ଘଂଟାରେ ୩୬୮୨ ନୂଆ ଆକ୍ରାନ୍ତ : ରାୟଗଡ଼ା ଓ ଗୁଣୁପୁର ଜେଲରେ ୨୧୮…

କନକ ବ୍ୟୁରୋ : ସକ୍ରୀୟ ସଂକ୍ରମିତ ସଂଖ୍ୟା ଦୃଷ୍ଟିରେ ଭାରତ ବର୍ତମାନ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ । ଏହି ତାଲିକାର ଶୀର୍ଷରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ସଂକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ୧୪ ହଜାରରୁ ଅଧିକ ରହିଥିବା ବେଳେ ଭାରତରେ ଏହି ସଂଖ୍ୟା ୭ ଲକ୍ଷ ୪୫ ହଜାର ୪୫୦ ବୋଲି…

ପୁରୀ ବଗଲା ଜମି ବିବାଦ ପ୍ରସଙ୍ଗ : କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ…

କନକ ବ୍ୟୁରୋ : ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଭେଟି ବଗଲା ଜମି ବିବାଦ ପ୍ରସଙ୍ଗରେ ଜଣାଇଛନ୍ତି ସମ୍ବିତ ପାତ୍ର । ବଗଲା ଧର୍ମଶାଳାକୁ…

ମହାନଦୀରେ ବଡ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲୁଛି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ : ୪୦ଟି…

କନକ ବ୍ୟୁରୋ : ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲୁଛି ହୀରାକୁଦ ଡ୍ୟାମ୍ର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲୁଛି । ବର୍ତମାନ ଜଳ ଭଣ୍ଡାରର ୪୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦର ଜଳସ୍ତର ରହିଛି ୬୨୫ ଦଶମିକ ୫୨ ଫୁଟ । ହୀରାକୁଦ ଡ୍ୟାମ ଭିତରକୁ ସେକେଣ୍ଡ ପ୍ରତି ୬…

ଭାରତ ଉପରେ ଆଖି ପକାଇବା ପଡ଼ିଲା ମହଙ୍ଗା । ପୁଣି ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର କଲା ସେନା, ନିପ୍ଧଚ୍ଛ ହେଲେ ଦୁଇ…

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନ୍ ଅଂଚଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଛନ୍ତି ୨ ଆତଙ୍କବାଦୀ । ଆଜି ଶୋପିଆଁ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ୨ଜଣ…