Daily Archives

August 2, 2020

କରୋନା କାଳରେ ଅନ୍ନଦାତାଙ୍କ ପାଇଁ ଖୁସି ଆଣିଲା ପାଣିପାଗ ବିଭାଗ ଆକଳନ । ସ୍ୱାଭାବିକ୍ ଠାରୁ କମ୍ ବର୍ଷା ଚାଷୀଙ୍କ…

କନକ ବ୍ୟୁରୋ: କରୋନା ଭିତରେ ଚାଷୀଙ୍କ ପାଇଁ ଖୁସି ଖବର । ସ୍ୱାଭାବିକ୍ ଠାରୁ କମ୍ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଉଥିବା ବେଳେ ପାଣିପାଗ ବିଭାଗର ଆକଳନ ଚାଷୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି । ଆସନ୍ତା ୪ ତାରିଖରେ ଉତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ଆଇପିଏଲର ‘କରୋନା’ ପ୍ଲାନ୍ । ୨୬ ଅଗଷ୍ଟ ପରେ ଦୁବାଇ ଅଭିମୁଖେ ବାହାରିବେ ଦଳ । ସଂଧ୍ୟା ୭.୩୦ରେ ଆରମ୍ଭ ହେବ ମ୍ୟାଚ୍,…

କନକ ବ୍ୟୁରୋ : ଚଳିତବର୍ଷ ଆଇପିଏଲ୍ ଖେଳାଯିବା ନେଇ ଗ୍ରିନ୍ ସିଗନାଲ ଦେଇଛନ୍ତି ଭାରତ ସରକାର । ଆଇପିଏଲ୍ ଖେଳାଯିବା ନେଇ ଚୂଡାନ୍ତ ହୋଇଛି ଖେଳସୂଚି । ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । କାର୍ଯ୍ୟସୂଚି ଅନୁଯାୟୀ ସେପ୍ଟେମ୍ବର ୧୯ରୁ ୧୦ ନଭେମ୍ବର ମଧ୍ୟରେ ୟୁଏଇରେ ଏହି ମ୍ୟାଚ ଖେଳାଯିବ…

ଗଞ୍ଜାମରେ ଶହେ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଓଡ଼ିଶାରେ ୧୪ଶହ ୩୪ ନୂଆ ଆକ୍ରାନ୍ତ, ୧୦ ମୃତ । ସେପଟେ ଦେଶରେ ୧୭ ଲକ୍ଷ…

କନକ ବ୍ୟୁରୋ: ଗତ ୨୪ ଘଂଟାରେ ରାଜ୍ୟରେ ୧୪ ଶହ ୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୮ ଶହ ୮୯ ଏବଂ ସ୍ଥାନୀୟ ଅଂଚଳରୁ ୫ ଶହ ୪୫ ଆକ୍ରାନ୍ତ ରହିଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଧାରୁ…

କରୋନା ପଜିଟିଭ୍ ଝିଅଙ୍କ ସହ କୋଭିଡ୍ ହସ୍ପିଟାଲରେ ରହିବା ପରେ ବି ମା’ଙ୍କୁ ଛୁଇଁପାରିଲାନି ଭୁତାଣୁ । କରୋନାକୁ ହରାଇଲା…

କନକ ବ୍ୟୁରୋ : ୭-୮ ଦିନ ହେଲା ମହାମାରୀର ରୂପ ନେଇ କରୋନା ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଆସିଛି । ହେଲେ କରୋନା କାହାକୁ ଆକ୍ରାନ୍ତ କରିବ, କାହାକୁ ଛାଡିଦେବ, ଆଜି ବି କହିବା ମୁସ୍କିଲ୍ । କଟକର ଏକ ପରିବାରର ଏହି କରୋନା କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ୱାମୀ ଓ ଝିଅ…

ଶ୍ରୀମନ୍ଦିରରେ ରୀତିନୀତିରେ ଅନୁଷ୍ଠିତ ହେବ ଗହ୍ମାପୂର୍ଣ୍ଣିମା । ପାଟରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରୁଛନ୍ତି ପାଟରା…

କନକ ବ୍ୟୁରୋ : ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା । ଖାଲି ମଣିଷ ନୁହନ୍ତି ଭଗବାନ ମଧ୍ୟ ଏହି ସମ୍ପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ…