Daily Archives

August 1, 2020

ଚୀନ୍ ଛାଡି ପାରୁନି ବିସ୍ତାରବାଦ ନୀତି । ଭାରତ ପରେ ଅଷ୍ଟ୍ରେଲିଆକୁ ଘେରିବାକୁ ଦକ୍ଷିଣ ଚୀନ୍ ସାଗରରେ ବଢାଇଲାଣି…

କନକ ବ୍ୟୁରୋ: ଚୀନ୍ ଓ ଅଷ୍ଟ୍ରେଲିଆର ଭାରତକୁ ଥିବା ରାଷ୍ଟ୍ରଦୂତଙ୍କ ମଧ୍ୟରେ ଟୁଇଟରକୁ ନେଇ ବିବାଦ । ଆଉ ଏହି ବିବାଦ ପଛରେ ରହିଛି ଦକ୍ଷିଣ ଚୀନ୍ ସାଗର । ସମୁଦ୍ର ସୀମାକୁ ନେଇ ଆମେରିକା କରିଥିବା ଆଇନକୁ ମାନିବାକୁ ସିଧାସଳଖ ମନା କରିଦେଇଛି ଚୀନ୍ । କେବଳ ସେତିକି ନୁହଁ ଦକ୍ଷିଣ ଚୀନ୍ ସାଗରରେ…

ଭୁବନେଶ୍ୱରବାସୀଙ୍କ ପାଇଁ ଖୁସି ଖବର । ବିଏମସି କଲା ବଡ ଘୋଷଣା । ରାଜଧାନୀରେ ଖୋଲିବ ସପିଂ ମଲ୍ । ସର୍ତ୍ତ ପାଳିବାକୁ…

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ବଡ ଖବର । ରାଜଧାନୀରେ ଖୋଲିବ ସପିଂ ମଲ୍ । ଭୁବନେଶ୍ୱରରେ ସପିଂ ମଲ୍ ଖୋଲିବା ନେଇ ବିଏମସିର ଅନୁମତି । କରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଭୁବନେଶ୍ୱରର ସବୁ ମଲ୍ । ତେବେ ବିଏମସିର ବଡ ନିଷ୍ପତ୍ତି ପରେ ଖୋଲିବ ସପିଂ ମଲ । ତେବେ ମଲ୍ ପରିସରରେ…

କରୋନା କରୁଛି ସାମାଜିକ ବାସନ୍ଦ, ରୋଗରୁ ସୁସ୍ଥ ହେବା ପରେ ବି ସ୍ୱାଭାବିକ ଭାବେ ଗ୍ରହଣ କରୁନି ସମାଜ । ଡାକ୍ତର କହିଲେ,…

କନକ ବ୍ୟୁରୋ: ସମାଜରେ ଲୋକଙ୍କୁ କରୋନାର ଭୟ ଏମିତି ଘାରିଛି ଯେ, କୋଭିଡ ହସପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ବି ଆଶା ଆଶଙ୍କାରେ ରହୁଛନ୍ତି ଆକ୍ରାନ୍ତ । କୋଭିଡ୍ ହସପିଟାଲରେ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆକ୍ରାନ୍ତଙ୍କୁ ସୁସ୍ଥ ଦର୍ଶାଇ ଘରକୁ ପଠାଯାଉଛି । ହେଲେ ସମାଜ ପାଇଁ ଯେପରି ସେମାନେ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ଡିଜିଙ୍କ ବଡ ବୟାନ୍ । ରିୟା ଚକ୍ରବର୍ତୀଙ୍କ ଟେର୍ ପାଉନି ବିହାର ପୁଲିସ…

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛି ବିହାର ପୁଲିସ । ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ସାଙ୍ଗ, ସଂପର୍କୀୟଙ୍କୁ ଜେରା କରିଥିବା ବେଳେ ସୁଶାନ୍ତଙ୍କ ଗାର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତି ଠିକଣା ପାଉ ନାହିଁ ମୁମ୍ବାଇ ପୁଲିସ । ଗିରଫ ଏଡାଇବାକୁ ସେ ବାରମ୍ବାର…

ଚାହୁଁ ଚାହୁଁ ଓଲଟି ପଡିଲା କ୍ରେନ୍ । ଚାଲିଗଲା ୧୧ ଶ୍ରମିକଙ୍କ ଜୀବନ, ଆନ୍ଧ୍ରପ୍ରଦେଶ ବିଶାଖପାଟଣାରୁ ଆସିଲା ଅଭାବନୀୟ…

କନକ ବ୍ୟୁରୋ: ଚାହୁଁ ଚାହୁଁ ଖସି ପଡିଲା କ୍ରେନ । ନିମିଷକରେ ତାସ ଘର ଭଳି ଖଣ୍ଡ ଖଣ୍ଡ ହୋଇ ଭୁଶୁଡିପଡିଲା । ଆନ୍ଧ୍ରପ୍ରଦେଶରେ ବିଶାଖପାଟଣାର ସିପ୍ ୟାର୍ଡରେ ଘଟିଛି ଏହି ଦୁର୍ଘଟଣା । ଅଚାନକ ବିଶାଳକାୟ କ୍ରେନ ଭୁଶୁଡି ପଡିବାରୁ ଘଟଣା ସ୍ଥଳରେ ୧୧ଜଣ ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଆହତ…

ସାରାଦେଶରେ ୧୦ପ୍ରତିଶତ କମ୍ ବର୍ଷା । ଜଳଭାବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗଜା ମରୁଡି ଆଶଙ୍କା । ଜଳି ଯାଉଛି ଧାନ…

କନକ ବ୍ୟୁରୋ: ଯେଉଁ ସମୟରେ ବିଲବାଡି ବର୍ଷାଜଳରେ ଭାସିବା କଥା, ସେ ସମୟରେ ବର୍ଷାର ଦେଖାନାହିଁ । କେନାଲରେ ପାଣି ନାହିଁ । ପୋଖରୀ, ଗାଡିଆ ଶୁଖିଲା ପଡିଛି । ବର୍ଷା ଉଭାନ ହେତୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀ ହା ହା କାର ଡାକିଲେଣି । ପରିସ୍ଥିତି ଏପରି ହୋଇଛି ଆଉ ଗୋଟେ ସପ୍ତାହ ମଧ୍ୟରେ…