Daily Archives

August 9, 2020

ମୋଦିଙ୍କୁ ଘେରିଲେ ରାହୁଲ । କହିଲେ, ୨ କୋଟି ଚାକିରି ଦେବେ କହିଥିଲେ ପ୍ରଧାନମନ୍ତ୍ରୀ, ହେଲେ ହରାଇଲେ ୧୪ କୋଟି…

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଦେଶର ଯୁବକମାନଙ୍କ ପାଖରେ ନିଯୁକ୍ତି ନଥିବାକୁ ନେଇ ସେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ନିଜ ଟ୍ୱିଟରରେ ପ୍ରକାଶିତ ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି,…

ବୁଲା କୁକୁରଙ୍କ ସହ ଜନ୍ମଦିନ ପାଳିଲେ, କେକ୍ କାଟି ହାତରେ ଖୁଆଇଲେ ପଶୁପ୍ରେମୀ । ସମାଜ ଘୃଣା କରୁଥିବା ପଶୁକୁ…

କନକ ବ୍ୟୁରୋ: କୁକୁରଙ୍କ ସହ ଜନ୍ମଦିନ ପାଳନ । ବର୍ଷା ଭିଜା ରାତିରେ ବୁଲା କୁକୁରଙ୍କ ସହ ବର୍ଥଡେ ପାଳିଲେ ପଶୁପ୍ରେମୀ । ଯେତେବେଳେ ଏ ସମାଜ, ଏ ମଣିଷ ବୁଲା କୁକୁରଙ୍କୁ ଘୃଣା ଚକ୍ଷୁରେ ଦେଖଛି, ଦୂର ଦୂର ଖିନ୍ ଖିନ୍ କରୁଛି ଠିକ୍ ସେତିକି ବେଳେ ରାସ୍ତାରେ ବୁଲୁଥିବା କୁକୁରଙ୍କ ଜନ୍ମଦିନ ପାଳନ…

ପରିବାର ସହ ନଥିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭଲ ସମ୍ପର୍କ । ବଡ଼ ବୟାନ ରଖିଲେ ଶିବସେନା ନେତା ସଞ୍ଜୟ ରାଉତ ।

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । ଏହା ବାବଦରେ ଶିବସେନା ନେତା ସଞ୍ଜୟ ରାଓତ ମୁଖପତ୍ର ସାମନାରେ ଅନେକ ଅଭିଯୋଗ କରିଛନ୍ତି । ସଞ୍ଜୟ ରାଓତ ବିହାର ପୁଲିସ ଏବଂ କେନ୍ଦ୍ରକୁ ମହାରାଷ୍ଟ୍ର ସରକାରଙ୍କ…

ବିହାରରେ ବନ୍ୟାର କରାଳ ରୂପ । ଜୀବନ ଜୀବିକା ଉପରେ ଦାଉ ସାଧିଲା ବନ୍ୟା । ୭୩ଲକ୍ଷ ଲୋକ ବନ୍ୟା ପ୍ରଭାବିତ, ୧୨୨୩…

କନକ ବ୍ୟୁରୋ : ବିହାରରେ ବନ୍ୟାର କରାଳ ରୂପ । ଜୀବନ ଜୀବିକା ଉପରେ ଦାଉ ସାଧିଲା ବନ୍ୟା । ବନ୍ୟା କେତେ ଭୟଙ୍କର ହୋଇପାରେ ବିହାରର ଦୃଶ୍ୟକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ । ଘର ଦ୍ୱାର ଚାଷଜମି ସବୁ ପାଣିରେ ବୁଡି ରହିଛି । ଜୀବନ ବିକଳରେ ଲୋକେ ଘର ଦ୍ୱାର ଛାଡିଛନ୍ତି । ହଜାର ହଜାର…

ବାଉଁଶ କାରିଗରଙ୍କୁ କାଳ ହେଳା କରୋନା । କଟକଣା ଭିତରେ ଗାଁ ଗାଁ ବୁଲି ବେପାର କରିପାରୁନାହାନ୍ତି ନିଆଳିର ବାଉଁଶ…

କନକ ବ୍ୟୁରୋ : ଦିନରାତି ପରିଶ୍ରମ କରି ବାଉଁଶରୁ ତିଆରି କରୁଛନ୍ତି ହେଲେ ତାଲାବନ୍ଦ ପାଇଁ ବାଉଁଶ ତିଆରି ସାମଗ୍ରୀ ବିକ୍ରି ହେଉନଥିବାରୁ ରୋଜଗାର ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି ବାଉଁଶ କାରିଗର । କାନ୍ଥରେ ଟଙ୍ଗା ହୋଇଛି କ୍ୟାଲେଣ୍ଡର, ଦିନ ଗଣୁଛି ବାଉଁଶ ପାତିଆ କାରିଗର । ଦିନେ ନୁହେଁ…

ଗଞ୍ଜାମରେ କମୁଛି, ଖୋର୍ଦ୍ଧାରେ ବଢୁଛି । ଚିନ୍ତା ବଢାଉଛି ୭ଟି ଜିଲ୍ଲା । ଅଗଷ୍ଟରେ ଉପରମୁହାଁ କରୋନା ମିଟର, ୯ ଦିନରେ…

କନକ ବ୍ୟୁରୋ : ରାଜ୍ୟରେ ଆଜି ୧୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଡ କଥା ହେଉଛି ଯେ, ଗତ ୨୪ ଘଂଟାରେ ପ୍ରଥମ ଥର ପାଇଁ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାରି ଭିତରେ ଆଜି ରାଜ୍ୟରେ କରୋନାର ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଆଜି ଗଂଜାମକୁ ଡେଇଁ…