Daily Archives

August 26, 2020

ଲଗାଣ ବର୍ଷାରେ ଉତ୍ତର ଓଡିଶା ଉବୁଟୁବୁ । ପାଣି ବଢୁଥିବାରୁ ବିଚ୍ଛିନ୍ନ ହେଲା ଯୋଗାଯୋଗ । ଭଦ୍ରକ-ଯାଜପୁର,…

କନକ ବ୍ୟୁରୋ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସହରତଳି ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ବୈତରଣୀ ନଦୀର ଜଳ ନିଷ୍କାସିତ ଯୋଗୁଁ ଭଣ୍ଡାରିପୋଖରୀ ମାଳଦା ପଂଚାୟତର ସରତା ପୋଲ ବୁଡ଼ିଯାଇଛି। ଫଳରେ…

୨୦୦୦ ଟଙ୍କିଆ ନୋଟ୍ ଗଲା କୁଆଡେ ? ୨୦୧୯-୨୦ ଆର୍ଥିକ ବର୍ଷରେ ଛପା ହୋଇନାହିଁ ଗୋଟିଏ ହେଲେ ବି ନୂଆ ୨୦୦୦ ଟଙ୍କିଆ ନୋଟ୍ ।…

କନକ ବ୍ୟୁରୋ : କୁଆଡେ ଗଲା ୨୦୦୦ ଟଙ୍କିଆ ନୋଟ୍ । ୨୦୧୯-୨୦ ଆର୍ଥିକ ବର୍ଷରେ ଗୋଟିଏ ହେଲେ ବି ନୂଆ ୨୦୦୦ ଟଙ୍କିଆ ନୋଟ୍ ଛାପିନାହିଁ ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ନିଜ ବାର୍ଷିକ ରିପୋର୍ଟରେ କହିଛି ଯେ, ବିଗତ ବର୍ଷ ଗୁଡିକରେ ୨୦୦୦ ଟଙ୍କିଆ ନୋଟର ସର୍କୁଲେସନ ହ୍ରାସ ପାଇଛି । ୨୦୧୮…

ବାତ୍ୟା ସ୍ଥିତି ନେଇ ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ତିନିଜଣ ଆରଡିସିଙ୍କ ସହ ମୁଖ୍ୟଶାସନ ସଚିବଙ୍କ ଆଲୋଚନା । ବର୍ଷା…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ତିନିଜଣ ଆରଡିସିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟଶାସନ ସଚିବ । ରାତି ତମାମ ବିପଦପୂର୍ଣ୍ଣ ନଦୀ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାତି ଯାକ ପ୍ରଶାସନିକ ପାଟ୍ରୋଲିଂ ଜାରି ରଖିବାକୁ…

ଭାରତରେ ସୋନୁ, ଓଡ଼ିଶାରେ ସବ୍ୟ । ସୋନୁ ସୁଦଙ୍କ ପରି ସମସ୍ତଙ୍କ ହୃଦୟ ଜିଣୁଛନ୍ତି ଓଡ଼ିଶାର ସୁନା ପୁଅ ଅଭିନେତା ସବ୍ୟସାଚୀ…

କନକ ବ୍ୟୁରୋ : ଶ୍ରମିକଙ୍କ ଭଗବାନ ସୋନୁ ସୁଦଙ୍କ ପରି ବେସାହାରାଙ୍କ ବନ୍ଧୁ ସାଜିଛନ୍ତି ଅଭିନେତା ସବ୍ୟସାଚୀ । ଓଡ଼ିଶାର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସବ୍ୟଙ୍କୁ ସାହାଯ୍ୟର ଗୁହାରି କରୁଛି, ଦୁଃଖ ଦୂରେଇବାକୁ ଦେବଦୂତ ସାଜି ପହଞ୍ଚୁଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । କୋଟି କୋଟି…

ରାଜନୀତିରେ ପ୍ରସଙ୍ଗ ବନିଲା ନିଟ୍ ଓ ଜେଇଇ ମେନ ପରୀକ୍ଷା । ୭ ମୁଖ୍ୟମନ୍ତ୍ରୀଙ୍କ ସହିତ ସୋନିଆଙ୍କ ବୈଠକରେ ପରୀକ୍ଷା…

କନକ ବ୍ୟୁରୋ : ଜେଇଇ ଓ ନିଟ୍ ପରୀକ୍ଷାରେ ଲାଗିଛି ରାଜନୀତିର ରଙ୍ଗ । ଆଜି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବିରୋଧୀ ଶାସିତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ପରୀକ୍ଷା ଘୁଂଚାଇବାକୁ ଚାପ ପକାଇଛନ୍ତି । ନିଷ୍ପତି ନେଇଛନ୍ତି, ଯଦି କେନ୍ଦ୍ର ସରକାର ପରୀକ୍ଷା ନଘୁଂଚାନ୍ତି ତେବେ ସେମାନେ…

ମୋଟ ସଂକ୍ରମଣରେ ଚୀନକୁ ଟପିଲା ଓଡିଶା । ରାଜ୍ୟରେ ଗତ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୩,୩୭୧ ପଜିଟିଭ୍ । ଆଜି ସୁସ୍ଥରେ ବି…

କନକ ବ୍ୟୁରୋ : ଆଜି କରୋନା ସଂକ୍ରମଣରେ ଚୀନକୁ ଟପି ଯାଇଛି ଓଡିଶା । ମୋଟ ସଂକ୍ରମଣ ସଂଖ୍ୟା ୮୭ ହଜାର ୬୦୨ ରହିଛି । ଆଜି ରେକର୍ଡ ସଂଖ୍ୟକ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରେକର୍ଡ ସଂଖ୍ୟକ ସୁ୍ସ୍ଥ ମଧ୍ୟ ହୋଇଛନ୍ତି । ଗତ ୨୪ ଘଂଟାରେ ୩ହଜାର ୩୭୧ ପଜିଟିଭ ଯୋଡି ହୋଇଛନ୍ତି । ତେବେ…