Daily Archives

August 28, 2020

ଓଡ଼ିଶାର ବନ୍ୟା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା । ୧୦ଟି ଜିଲ୍ଲାର ୧ ହଜାର ୨୭୬ଟି ଗାଁ ବନ୍ୟାରେ ହୋଇଛି ପ୍ରଭାବିତ…

କନକ ବ୍ୟୁରୋ: ରାଜ୍ୟର ବନ୍ୟା ସ୍ଥିତି ନେଇ ତାଜା ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ସୂଚନା ଅନୁସାରେ ରାଜ୍ୟର ୧୦ଟି ଜିଲ୍ଲାର ୧ ହଜାର ୨୭୬ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ମୋଟ୍ ୪ ଲକ୍ଷ ୧୫ ହଜାର ୮୧୭ ଜଣ ଲୋକ ବନ୍ୟା ଯୋଗୁଁ କ୍ଷତିଗସ୍ତ ହୋଇଛନ୍ତି । ସେହିପରି ୫୫୨ଟି…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨,୫୦୩ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୭ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୨,୫୦୩ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୩୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୨୮୧ ଜଣ, ଗଂଜାମ ଜିଲ୍ଲାରୁ…

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଘୋଷଣା । ମାଗଣା ଯାଆସ କରିବେ ପରୀକ୍ଷାର୍ଥୀ । ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ପାଇଁ…

କନକ ବୁାରୋ: ଜେଇଇ ପରୀକ୍ଷା ନେଇ ବଡ ଘୋଷଣା । ମାଗଣାରେ ଯିବେ ଜେଇଇ ପରୀକ୍ଷାର୍ଥୀ । ଜେଇଇ ପରୀକ୍ଷାର୍ଥୀଙ୍କୁ ସରକାର ଯୋଗାଇବେ ସୁବିଧା । ଯାତାୟତ ଖର୍ଚ୍ଚ ସହ ରହିବା ବ୍ୟବସ୍ଥା କରିବା ନେଇ ସରକାରଙ୍କ ବଡ ଘୋଷଣା । ମାଗଣାରେ ସେମାନଙ୍କୁ ନେବାଆଣିବା କରାଯିବାକୁ ସରକାରଙ୍କ ଘୋଷଣା । ଆଡମିଟ…

ପୁଣି ପ୍ରବଳ ବର୍ଷିବ ! ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ସେପ୍ଟେମ୍ବର ୧ ତାରିଖରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଏହି ସମୟରେ ଉତର ଓଡିଶା ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆଶଙ୍କା ରହିଛି । ତେବେ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି କରିଛି ଆଂଚଳିକ ପାଣିପାଗ…

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ପପୁ ଓ ବିକାଶଙ୍କ ସମତେ ୩ ଜଣଙ୍କର ହେଲା ଲାଏ ଡିଟେକସନ ଟେଷ୍ଟ ।…

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କ ଲାଇ ଡିଟେକସନ୍ ଟେଷ୍ଟ ସରିଛି । ତେବେ ପପୁଙ୍କୁ ୨୫ ପ୍ରଶ୍ନ ପଚରାଯାଇଥିବା ବେଳେ ବିକାଶଙ୍କୁ ୧୫ଟି ପ୍ରଶ୍ନ ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଅଧିକାରୀ । ବିଶେଷ କରି ଆଦିତ୍ୟଙ୍କ ମୃତ୍ୟୁ…

ପ୍ରଥମ ଥର ପାଇଁ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆଙ୍କୁ ଜେରା କଲା ସିବିଆଇ । ରିଆଙ୍କ ଭାଇ ଓ ସହଯୋଗୀଙ୍କୁ ବି ଘଂଟା ଘଂଟା…

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତନାଘନା ଜାର ରଖିଛି ସିବିଆଇ । ଏହି ମାମଲାର ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତିଙ୍କୁ ପଚରା ଉଚରା କରିଛି ସିବିଆଇ । ଗତକାଲି ରିୟା ଚକ୍ରବର୍ତିଙ୍କ ଭାଇ ସୌଭିକ ଚକ୍ରବର୍ତିଙ୍କୁ ୧୪ ଘଂଟା କାଳ ପଚରା ଉଚରା କରିଥିଲା ସିବିଆଇ ।…