Daily Archives

August 3, 2020

ରାକ୍ଷୀ ପୂର୍ଣ୍ଣିମାରେ ଲିଭିଗଲା ଭାଇ ଭଉଣୀଙ୍କ ଜୀବନ ଦୀପ । ସମ୍ପର୍କର ସୂତା ବନ୍ଧା ସରିବା ପରେ ବଜ୍ରାଘାତରେ…

କନକ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମାରେ ଲିଭିଗଲା ଭାଇ ଭଉଣୀଙ୍କ ଜୀବନ ଦୀପ । ସମ୍ପର୍କର ଖିଅ ବନ୍ଧା ହେବା ଆଗରୁ ଛିଡିଗଲା ସ୍ନେହର ସୂତା । ଭାଇ ଥିଲା, ଭଉଣୀ ବି ଥିଲା ହେଲେ ଭାଗ୍ୟ ଖେଳିଲା ବିଚିତ୍ର ଖେଳ । ରାକ୍ଷୀ ବାନ୍ଧି ସାରି ଭାଇ ଭଉଣୀ ଯେତେବେଳେ ଖୁସି ମଜା କରୁଥିଲେ ଠିକ ସେତିକି ବେଳେ…

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ଖୋଲୁନି ପରଦା । କ୍ରାଇମବ୍ରାଂଚକୁ ବି ମିଳୁନି ଠୋସ ଆଧାର, ଡାଏରୀରେ…

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କାହା ଆଡକୁ ଅଙ୍ଗୁଳି ଉଠାଇବ କ୍ରାଇମବ୍ରାଂଚ, ସେନେଇ ଦ୍ୱନ୍ଦ୍ୱରେ ପଡିଯାଇଛି । କାରଣ ମୃତ୍ୟୁ ପୂର୍ବରୁ ଆଦିତ୍ୟ ଲେଖିଥିବା ସୁଇସାଇଡ୍ ନୋଟରେ, ବିକାଶ, ପପୁ ଏବଂ ବିଦ୍ୟାଶ୍ରୀଙ୍କୁ କ୍ଲିନଚିଟ୍ ମିଳିସାରିଛି । ଏହି ସୁଇସାଇଡ୍ ନୋଟକୁ…

ଆଗ ଆସିପାରେ ଋଷିଆ ଟୀକା ! ସେପ୍ଟେମ୍ବରରେ ଆରମ୍ଭ ହେବ ଦୈନିକ ଉତ୍ପାଦନ । ଅକ୍ଟୋବରରୁ ଆରମ୍ଭ ହୋଇପାରେ ଗଣ ଟୀକାକରଣ,…

କନକ ବ୍ୟୁରୋ: କରୋନା ଟିକା ଆଗ କିଏ ଆଣିବ ଏହାକୁ ନେଇ ବଡ ବଡ ଦେଶ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଋଷିଆରୁ ଆସିଛି ଭଲ ଖବର । ଆସନ୍ତା ମାସ ସେପ୍ଟେମ୍ବରରୁ ଋଷିଆ ପ୍ରଚୁର ପରିମାଣରେ କୋଭିଡ ଟିକା ପ୍ରସ୍ତୁତ କରିବାକୁ ଯାଉଛି । ଏହି ଟିକାର ନାଁ ହେଉଛି ଗାମେଲିଆ ଟିକା । ଏନେଇ ଋଷିଆ…

ଆସିଲା ଭୁବନେଶ୍ୱରର ସେରୋ ସର୍ଭେ ରିପୋର୍ଟ । ଜୁନ ମାସରେ ମାତ୍ର ୧ ଦଶମିକ ୪ ପ୍ରତିଶତ ଲୋକଙ୍କ ଠାରେ ସୃଷ୍ଟି ହୋଇଛି…

କନକ ବ୍ୟୁରୋ: ହର୍ଡ ଇମ୍ୟୁନିଟି ବହୁ ପଛରେ ଭୁବନେଶ୍ୱର । ଶହେ ଜଣରେ ମାତ୍ର ଦେଢ଼ ଜଣଙ୍କର ରହିଛି କରୋନା ପ୍ରତିରୋଧ ଶକ୍ତି । ଭୁବନେଶ୍ୱରରେ ହୋଇଥିବା ସେରୋଲୋଜିକାଲ୍ ସର୍ଭେରୁ ଆସିଛି ଏପରି କିଛି ତଥ୍ୟ । ସାଧାରଣ ବର୍ଗ ନମୁନାରେ ଯେପରି ତଥ୍ୟ ଆସିଥିଲା, ହାଇରିସ୍କ ଗ୍ରୁପ୍ ବା ଅତି ସମ୍ବେଦନଶୀଳ…

ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ଏଯାବତ୍ ଦିନକରେ ସର୍ବାଧିକ  ୧ ହଜାର ୧୧୯ କରୋନା ଆକ୍ରାନ୍ତ ସୁସ୍ଥ । ମୋଟ୍…

କନକ ବ୍ୟୁରୋ: ଓଡ଼ିଶାକ କରୁଛି କରୋନା ମୁକାବିଲା, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓଡ଼ିଶା ପାଇଁ ଖୁସି ଖବର । ଦିନକରେ ସର୍ବାଧିକ କରୋନାରୁ ସୁସ୍ଥ ହେଲେ ୧ ହଜାର ୧୧୯ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨୩ ହଜାର ୭୩କୁ ବୃଦ୍ଧି ।  ଏନେଇ ସୂଚନା…

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । କରୋନାରୁ ଏକାଥରେ ୧୦୭ ଆକ୍ରାନ୍ତ ସୁସ୍ଥ , ମୋଟ୍ ସୁସ୍ଥ ସଂଖ୍ୟା ୧୭୯୮କୁ…

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ସ୍ମାର୍ଟସିଟିରୁ ଏକାଥରେ ସୁସ୍ଥ ହୋଇଛନ୍ତି ୧୦୭ ଜଣ ଆକ୍ରାନ୍ତ । ତେବେ ଆଜିର ସୁସ୍ଥଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୭୯୮କୁ ବୃଦ୍ଧି ପାଇଛି । ତେବେ ଅନ୍ୟପଟେ ଆଜି ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର…