Daily Archives

August 4, 2020

ଲେବାନନରେ ଭୟଙ୍କର ବିସ୍ଫୋରଣ । ଛାତିଥରା ବିସ୍ଫୋରଣରେ ଆକାଶକୁ ଉଠିଗଲା ସମୁଦ୍ର ପାଣି, ଦୋହଲିଗଲା ବଡ ବଡ ବିଲ୍ଡିଂ ।…

କନକ ବ୍ୟୁରୋ: ଲେବାନନରେ ଭୟଙ୍କର ବିସ୍ଫୋରଣ । ଲେବାନନର ରାଜଧାନୀ ବେରୁଟରେ ଭୟାନକ ବିସ୍ଫୋରଣ । ବନ୍ଦର ଅଞ୍ଚଳରେ ଘଟିଥିବା ବିସ୍ପୋରଣରେ ଶତାଧିକ ଲୋକ ଆହତ । ତେବେ ବିସ୍ଫୋରଣରେ କେତେ ଲୋକଙ୍କ ଜୀବନହାନୀ ହୋଇଛି ଏଯାଏଁ କୌଣସି ସୂଚନା ନାହିଁ । କି ବିସ୍ଫୋରଣ କେମିତି ହେଲା ସ୍ପଷ୍ଟ ଜଣାପଡିନି ।…

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । କାଲି ସଂଧ୍ୟାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନ…

କନକ ବ୍ୟୁରୋ: କରୋନା ବିରୋଧରେ କଷ୍ଟକର ଲଢ଼େଇ କରୁଥିବା କୋଭିଡ୍ ଯୋଦ୍ଧାମାନଙ୍କ ସମ୍ମାନରେ ୧ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସଂଧ୍ୟା ୬ଟାରେ ଯିଏ ଯେଉଁଠି ଥାଉ ନା କାହିଁକି ୧ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ନିବେଦନ…

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୧୪୦୯ କରୋନା ଆକ୍ରାନ୍ତ । ଗଞ୍ଜାମରୁ ସର୍ବାଧିକ

କନକ ବୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୧୪୦୯ କରୋନା ଆକ୍ରାନ୍ତ । ରାଜ୍ୟର ୨୮ଟି ଜିଲ୍ଲାରୁ ଆଜି ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ…

ମରିଗଲା ମାନବିକତା । ଅଟୋରେ ୯ ଘଣ୍ଟା ଧରି ପଡିରହିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ମରଶରୀର, କରୋନା ସନ୍ଦେହରେ ପାଖ ମାଡିଲେ…

କନକ ବ୍ୟୁରୋ : ଅଟୋରେ ୯ ଘଂଟା ଧରି ପଡିରହିଲା ମରଶରୀର । ଗଂଜାମ ଜିଲ୍ଲା ଭଂଜନଗରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । କରୋନା ଆଶଙ୍କା କରି ଭୟରେ କେହି ଛୁଇଁଲେନି । ମୃତ ଶିକ୍ଷକଙ୍କ ମରଶରୀରକୁ ଅଟୋରୁ ଓହ୍ଲାଇ ଘର ବାରଣ୍ଡାକୁ ନେବାକୁ ପତ୍ନୀ କେତେ କାକୁତି ମିନତି କଲେ ବି କେହି ପାଖ ମାଡିଲେନି…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍ ଚିହ୍ନଟ । ଚିକିତ୍ସା ପାଇଁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ : କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, କୋଭିଡ୍ ୧୯ ଲକ୍ଷଣ ଦେଖାଯିବା ପରେ ମୁଁ ଟେଷ୍ଟ କରାଇଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ଆସିଛି ।  ଡାକ୍ତରଙ୍କ ପରାମର୍ଶ…

ଅଗଷ୍ଟ ମାସରେ ଓଡ଼ିଶାରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ୫୦ହଜାର କରୋନା ସଂକ୍ରମଣ ବଢିବା ନେଇ ଆକଳନ କଲେ ଡାକ୍ତର ଜୟନ୍ତ…

କନକ ବ୍ୟୁରୋ: ଅଗଷ୍ଟ ମାସରେ ୩୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ କରୋନା ସଂକ୍ରମଣ ବଢ଼ିପାରେ ବୋଲି ଆକଳନ କରିଛନ୍ତିି ବିଶେଷଜ୍ଞ । ଏହା ସହ ମାସ ଶେଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଟପିପାରେ ବୋଲି ଆଶଙ୍କା କରାଯାଉଛି । ମଝି ଜୁଲାଇରୁ ଯେପରି ଭାବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା…