Daily Archives

August 8, 2020

କଟକଣା ଭିତରେ କଟକରେ ହେବ ଗଣେଷ ପୂଜା ଓ ଦଶହରା । ସର୍ବସାଧାରଣ ସ୍ଥାନରେ ହେବ ନାହିଁ ମୁର୍ତ୍ତୀପୂଜା, ଶୋଭାଯାତ୍ରା ଉପରେ…

କନକ ବ୍ୟୁରୋ: କଟକଣା ଭିତରେ ଏଥର କଟକରେ ହେବ ଗଣେଷ ପୂଜା । ସର୍ବସାଧାରଣ ସ୍ଥାନରେ ହେବ ନାହିଁ ମୁର୍ତୀପୂଜା ଏବଂ ଶୋଭାଯାତ୍ରା ଉପରେ କଟକଣା ଲଗାଇଛି ପ୍ରଶାସନ । କୋଭିଡ୍ ସମୟରେ ଆଗକୁ ଆସୁଥିବା ଗଣେଶ ପୂଜା, ଦଶହରା ଏବଂ ବାଲିଯାତ୍ରା ଭଳି ବଡ଼ ବଡ଼ ଉତ୍ସବକୁ କେମିତି ପାଳନ କରାଯିବ ସେ ନେଇ ସୂଚନା…

ଦିନେ ମୃତ୍ୟୁକୁ ହରାଇଥିଲେ, ଏଥର କିନ୍ତୁ ଜିତିଗଲା ମୃତ୍ୟୁ । ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣବଳି ଦେଇଦେଲେ…

କନକ ବ୍ୟୁରୋ: କାଲିର କେରଳ ବିମାନ ଦୁର୍ଘଟଣାକୁ ନେଇ ଦେଶ କାନ୍ଦୁଥିବାବେଳେ ସାମ୍ନାକୁ ଆସିଛି ମୃତ ପାଇଲଟଙ୍କ ପ୍ରେରଣାଦାୟୀ ଜୀବନୀ କଥା । ୧୯୧ ଯାତ୍ରୀଙ୍କ ଜୀବନ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିବା ଦୀପକ ବସନ୍ତ ସାଠେଙ୍କ କାହାଣୀ ଜାଣିଲେ ଆପଣଙ୍କ ଛାତି କୁଣ୍ଢେମୋଟ ହୋଇଯିବା ସହ ଆଖି…

କାଳିଆ ଟଙ୍କା ଫେରାଇବାକୁ ନୋଟିସ୍ । ଅସ୍ତରଙ୍ଗରେ ୫୧୭ ଜଣ ଚାଷୀଙ୍କ ଘରକୁ ଗଲା କାଳିଆ ନୋଟିସ୍, କୃଷି କର୍ମଚାରୀଙ୍କୁ…

କନକ ବ୍ୟୁରୋ: ୫୧୭ ଜଣ ଚାଷୀଙ୍କୁ କାଳିଆ ନୋଟିସ୍ । ଅଯୋଗ୍ୟ ହିତାଧିକାରୀ ଦର୍ଶାଇ କାଳିଆ ଟଙ୍କା ଫେରାଇବା ପାଇଁ ନୋଟିସ ଜାରି କରାଯାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୩୧୭ ଜଣ ଓ କାକଟପୁରର ୨୧୮ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧ ହଜାର ୫୪୪ ଆକ୍ରାନ୍ତ । ସୁସ୍ଥ ସଂଖ୍ୟାରେ ୩୦ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର ରାଜ୍ୟରେ ବଢ଼ିବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା । କରୋନାରୁ ଆଜି ଏକାଥରେ ସୁସ୍ଥ ହୋଇଛନ୍ତି ୧ ହଜାର ୫୪୪ ଜଣ ଆକ୍ରାନ୍ତ । ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ବଢ଼ିବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା । 33 from Balasore 32 from Puri 31 from…

କାଲିଠୁ ପ୍ରବଳ ବର୍ଷିବ ! ଲଘୁଚାପ ପ୍ରଭାବରେ ଆସନ୍ତାକାଲି ରାଜ୍ୟରେ ବର୍ଷା ସମ୍ଭାବନା: ୧୦ ଜିଲ୍ଲାରେ ପ୍ରବଳ ଛେଚିବ,…

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ତିନି ଦିନ ଧରି ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି । ଆସନ୍ତାକାଲିଠାରୁ ଲଘୁଚାପ  ଯୋଗୁଁ ରାଜ୍ୟର…

ରିୟାଙ୍କୁ ନେଇ ବଢୁଛି ରହସ୍ୟ: ଇଡିର ଜେରାରେ ସିଧା ଉତର ଦେଲେ ନାହିଁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ; ମିଳୁନି ୧୫ କୋଟି…

କନକ ବ୍ୟୁରୋ: ଦିନକୁ ଦିନ ଜଟିଳ ହେଉଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ । ଏହା ପଛରେ ଟଙ୍କା ପଇସା କାରବାର ଥିବାର ସନ୍ଦେହ ଆସିବା ପରେ ଏନେଇ ତନାଘନା ଚଳାଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଗତକାଲି ଦୀର୍ଘ ୮ ଘଂଟାର ଜେରା ବେଳେ ମୁହଁ ଖୋଲି ନାହାନ୍ତି ସୁଶାନ୍ତଙ୍କ…