୭୪ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଦେଶବାସୀଙ୍କ ପାଇଁ ଆରମ୍ଭ ହେବ ନାସନାଲ ଡିଜିଟାଲ ହେଲଥ…
କନକ ବ୍ୟୁରୋ: ୭୪ ତମ ସ୍ୱାଧୀନତା ଦିବସରେ ଦିଲ୍ଲୀ ଲାଲକିଲ୍ଲାରୁ ଦେଶବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୁବଶୀଘ୍ର ଦେଶରେ କାର୍ଯ୍ୟକାରୀ ହେବ ନାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ । ଏହି ଏନଡିଏଚଏମ୍ ଦେଶବାସୀଙ୍କ ସ୍ୱାସ୍ଥ୍ୟବସ୍ଥାର ଏକ ଡାଟାବେସ୍ ଭଳି…