Daily Archives

August 29, 2020

ବନ୍ୟା ଏମିତି ତାଣ୍ଡବ ରଚିଛି, ଲୋକଙ୍କ ଦୁର୍ଦ୍ଦଶା ଦେଖିଲେ ଆଖିରେ ଲୁହ ଆସିଯିବ । ଦେଖନ୍ତୁ ରାଜ୍ୟରେ ବିଭିନ୍ନ ଅଂଚଳରେ…

କନକ ବ୍ୟୁରୋ: ଅନ୍ଧାର ରାତିରେ ଜୀବନ ବଂଚାଇବା ପାଇଁ ଆକୁଳ ନିବେଦନ କରୁଛନ୍ତି ପରିବାର ମୁରବୀ । ସାଥୀରେ ବୃଦ୍ଧ ବାପା ଏବଂ କୁନି କୁନି ପିଲା । ବନ୍ୟା ପାଣି ମାଡ଼ି ଆସିବାରୁ ପୁରା ଏବେ ପରିବାର ଜଳବନ୍ଦୀ । ମୁକ୍ତି ପାଇବାର ବାଟ ଯେତେବେଳେ ବନ୍ଦ ହୋଇ ଯାଇଛି, ବାଧ୍ୟ ହୋଇ ପ୍ରଶାସନକୁ ଉଦ୍ଧାର…

ମହାନଦୀରେ ବନ୍ୟା ସ୍ଥିତି ନେଇ ସତର୍କ କଲେ ସରକାର । ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ…

କନକ ବ୍ୟୁରୋ: ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାରରେ ଘଂଟାକୁ ୮ ସେଂଟିମିଟର ବଢୁଛି ଜଳସ୍ତର । ଏହି ପାଣି ଆସନ୍ତାକାଲି ମୁଣ୍ଡୁଳିରେ ପହଂଚିବା ପରେ ମହାନଦୀ ଅବବାହିକା ଏବଂ ଉପକୂଳ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨,୮୮୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭୦ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୨,୮୮୮ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ରାୟଗଡ଼ା ଜିଲ୍ଲାରୁ ଆଜି ସର୍ବାଧିକ ୪୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୪୧୦, ଗଂଜାମରୁ ୨୧୭,…

ଆପଣଙ୍କ ସାଥିରେ ଆପଣଙ୍କ ଚ୍ୟାନେଲ । ବିପଦ ବେଳାରେ ବନ୍ୟା ପ୍ରଭାବିତ ପ୍ରତି ଅଂଚଳରେ ପହଂଚିଲା କନକ୍ ନ୍ୟୁଜ୍ ଟିମ୍ ।…

କନକ ବ୍ୟୁରୋ: ଉପରମୁଣ୍ଡରେ ବର୍ଷା ହେଲା, ଆଉ ଉଛୁଳିଲା ତଳମୁଣ୍ଡ । କେଉଁଠି ଗାଁଦାଣ୍ଡରେ ଲହଡି ଭାଙ୍ଗିଲା ବନ୍ୟା ପାଣି ତ ଆଉ କେଉଁଠି ଲୋକଙ୍କ ଆଖି ଆଗରେ ଭାସି ଗଲା କୋଠାଘର । ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ପହଂଚିଛି ଟିମ୍ କନକ ନ୍ୟୁଜ । ଗାଁ ଗାଁରେ ବନ୍ୟା ବିପନ୍ନଙ୍କ ପାଖରେ ପହଂଚିଲା କନକ…

ଆସିଲା ଅନଲକ-୪.୦ ଗାଇଡଲାଇନ । ସେପ୍ଟେମ୍ବର ୩୦ ଯାଏଁ ଗାଇଡଲାଇନ ଜାରି, ଜାଣନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ?

କନକ ବ୍ୟୁରୋ : ଆସିଲା ଅନଲକ୍-୪ର ଗାଇଡଲାଇନ । ସେପ୍ଟେମ୍ବର ୩୦ ଯାଏଁ କଣ କଟକଣା ରହିବ ଓ କଣ କୋହଳ ରହିବ ସେନେଇ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଅନଲକ୍-୪ରେ ବନ୍ଦ ରହିବ ସିନେମା ହଲ ଓ ସୁଇମିଂ ପୁଲ । ସେପ୍ଟେମ୍ବର ୨୧ରୁ ସାଧାରଣ ସମାବେଶକୁ ଅନୁମତି ଦିଆଯାଇଛି । ତେବେ ସମାବେଶରେ…

କରୋନା ଯୋଦ୍ଧାଙ୍କୁ ସଲାମ୍ । ରାଉରକେଲାର ଡାକ୍ତର ରାମବିହାରୀ ମହାପାତ୍ରଙ୍କୁ ଗାର୍ଡ ଅପ୍ ଅର୍ନର ସହ ଦିଆଗଲା ଅନ୍ତିମ…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ସମ୍ମାନ । ରାଉରକେଲା ସହରର ଜଣାଶୁଣା ଚିକିତ୍ସକ ଡାକ୍ତର ରାହସବିହାରୀ ମହାପାତ୍ର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଥାନୀୟ ବେଦବ୍ୟାସ ଘଟାରେ ପୁଲିସ ପକ୍ଷରୁ ସଲାମୀ ଦେଇ ଅନ୍ତିମ ବିଦାୟ ଦିଆଯାଇଛି । ଗତ…