Daily Archives

August 6, 2020

ଓଡ଼ିଆ ପୁଅ ଗିରୀଶ ମୁର୍ମୁ ହେଲେ ଦେଶର ନୂଆ ସିଏଜି । ଗତକାଲି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଦେଇଥିଲେ ଇସ୍ତଫା ।

କନକ ବ୍ୟୁରୋ : ଓଡ଼ିଆ ପୁଅ ହେଲେ ଦେଶର ନୂଆ ସିଏଜି । ଗତକାଲି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆଜି ଦେଶର ସିଏଜି ଭାବେ ନିଯୁକ୍ତ କରାଯାଇଛି । ରାଜୀବଙ୍କ ମେହେର୍ଷିଙ୍କ ସ୍ଥାନରେ ଗିରିଶଙ୍କୁ ନିଯୁକ୍ତ କରାଯାଇଛି । ଜମ୍ମୁକାଶ୍ମୀର…

ଭାଇ ଫେରୁନି, ଲୁହ ଶୁଖୁନି… ଭାଇ ତୁ କେଉଁଠି ଅଛୁ, କେବେ ଫେରିବୁ ? ରାକ୍ଷୀ ରହିଛି, ଆଖି ବି ଭିଜୁଛି, ହେଲେ ଭାଇ…

କନକ ବ୍ୟୁରୋ: ରାକ୍ଷୀ ପାଇଁ ଥାଳି ସଜା ହୋଇଥିଲା । ଚାଉଳ ଥିଲା, ଫୁଲ ସିନ୍ଦୂର ରହିଥିଲା ଆଉ ୪ଟି ନୂଆ ରାକ୍ଷୀ ନେଇ ଭଉଣୀ ଅପେକ୍ଷା କରିଥିଲା । ଭାଇ ଆସିବ, ତା ଗେହ୍ଲୀ ଭଉଣୀ ଭାଇକୁ ଦୁଆର ମୁହଁରୁ ଟାଣି ଆଣି ଖଟ ଉପରେ ବସାଇ ଦେବ ଆଉ ଭାଇ ହାତରେ ଗୋଟେ ପରେ ଗୋଟେ କରି ଚାରି ଚାରିଟି ରାକ୍ଷୀ…

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା : ଗର୍ଲଫ୍ରେଣ୍ଡ ରିୟାଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ, ଖୁବଶୀଘ୍ର ଫିଟିବ…

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ନିଜ ହାତକୁ ନେଇଛି ସିବିଆଇ । ଆଜି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ବ୍ୟକ୍ତିଗତ ସହାୟକ ନାମରେ ସିବିଆଇ ଏଫଆଇଆର ରୁଜୁ କରିଛି । ଏଥିସହ ଏହି ମାମଲାର ତଦନ୍ତ କରୁଥିବ ବିହାର ପୋଲିସ ସହିତ…

ଅଯୋଧ୍ୟାରେ ରାମମନ୍ଦିରର ଭୂମିପୂଜନ ଉତ୍ସବ ଦେଖିବା ପାଇଁ ଅଟକିଗଲା ପୂରା ପୃଥିବୀ । ଆମେରିକା ଓ ଇଂଲଣ୍ଡରେ ଦେଖୁଥିଲେ…

କନକ ବ୍ୟୁରୋ : ଅଯୋଧ୍ୟା ଉପରେ ଅଟକିଗଲା ସାରା ବିଶ୍ୱର ନଜର । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବୁଧବାର ହୋଇଥିବା ଭୂମି ପୂଜନ ସମାରୋହର ସାକ୍ଷୀ ବନିଛନ୍ତି ବିଶ୍ୱର ଅନେକ ଦେଶ । ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ ଦେଖିଛନ୍ତି ଆମେରିକା, ଇଂଲଣ୍ଡ, ଫ୍ରାନ୍ସ,…

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ନାରା । ରାମମନ୍ଦିର ଭୂମିପୂଜନ ଉତ୍ସବରେ କାହିଁକି ଜୟ ଶ୍ରୀରାମ ବଦଳରେ ଜୟ ସିଆ ରାମ…

କନକ ବ୍ୟୁରୋ : ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶ୍ରୀ ରାମ ବଦଳରେ ଜୟ ସିଆ ରାମ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏଭଳି ନାରାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ନାରା । ଜୟ ଶ୍ରୀରାମ ନୁହେଁ, ଜୟ ସିଆ…

ଦେହସାରା ଖାଲି ରାମ ହିଁ ରାମ… ରାମ ନାଁରେ ସକାଳ ପାହେ, ରାମ ନାଁରେ ସଞ୍ଜ ସରେ… ଭାରତରେ ଏମିତି କିଛି ଗାଁ…

କନକ ବ୍ୟୁରୋ: ରାମମୟ ହୋଇ ଉଠିଛି ସାରା ଦେଶ । ପ୍ରଭୁ ରାମଙ୍କ ଭକ୍ତିର ଭାବସାଗରେ ବୁଡିଛି ସାରା ଭାରତ । ରାମଲାଲଙ୍କ ପାଇଁ ଅଯୋଧ୍ୟାରୁ ଆମେରିକା ଯେତେବେଳେ ରାମ ନାମ ଜପିଛି, ଭୂମିପୂଜା ପରେ ଦେଉଳ ପାଇଁ ଅପେକ୍ଷା କରିଛି ଠିକ ସେତିକି ବେଳେ ସାମ୍ନାକୁ ଆସିଛି ଏଭଳି ଏକ ସଂପ୍ରଦାୟର କାହାଣୀ ।…