Daily Archives

August 12, 2020

ଦିନକୁ ଏକଲକ୍ଷ କରୋନା ପରୀକ୍ଷା କରିବା ପାଇଁ ଓଡିଶା ରଖିଛି ଲକ୍ଷ୍ୟ । ସପ୍ତାହକ ପରେ ଦିନକୁ ହେବ ୫୦ ହଜାର ପରୀକ୍ଷା :…

କନକ ବ୍ୟୁରୋ: ରାଜ୍ୟରେ ବଢ଼ି ଚାଲିଛି ନମୁନା ପରୀକ୍ଷା ସଂଖ୍ୟା, ହେଲେ ସେହି ତୁଳନାରେ ବଢ଼ୁନି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଅର୍ଥାତ ସଂକ୍ରମଣ ହାର ପ୍ରାୟ ସ୍ଥିର ରହିଛି । ଆଜି ସର୍ବାଧିକ ୩୨ ହଜାର ୩୨ହଜାର ୦୫୩ଟି ପରୀକ୍ଷା ହୋଇଥିବା ବେଳେ ୧୮୭୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଖୁବ୍…

ଟିଭି ଚ୍ୟାନେଲ-ପୁଲିସ ମଧ୍ୟରେ ଘନେଇଲା ବିବାଦ । ଅଡିଓ କ୍ସିପ୍ ଭାଇରାଲ ମାମଲାରେ ଗିରଫ ୨ଜଣଙ୍କୁ ବ୍ୟକ୍ତିଗତ…

କନକ ବ୍ୟୁରୋ: ଏକ ଘରୋଇ ଟିଭି ଚ୍ୟାନେଲର ଡିଜିଟାଲ ପ୍ଲାଟଫର୍ମରେ ଭାଇରାଲ ଅଡିଓ କ୍ଲିପ ପ୍ରସାରଣ ମାମଲାରେ ପୋଲିସ ଗିରଫ କରିଥିବା ଏହି ୨ଜଣଙ୍କୁ ଜାମିନ ମିଳିଛି । ୨ଜଣ ଜାମିନଦାର ଓ ୧୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦେଇଛନ୍ତି କୋର୍ଟ । ଭାଇରାଲ ଅଡିଓ କ୍ଲିପରେ ଏହି…

ମୁନ୍ନାଭାଇଙ୍କୁ ଆଉ ଏକ ଜୀବନ ଯୁଦ୍ଧ ଲଢ଼ିବାକୁ ହେବ । ଚଳଚ୍ଚିତ୍ର ଦୁନିଆରେ ସମସ୍ତଙ୍କୁ ମାତ୍ ଦେଇପାରୁଥିବା ଭେଟେରାନ…

କନକ ବ୍ୟୁରୋ: ହାଏ ଫ୍ରେଣ୍ଡସ୍ । ମୁଁ ମେଡିକାଲରେ ଚିକତ୍ସା ପାଇଁ ଏକ ଛୋଟ ବିରତି ନେଉଛି । ମୋ ପରିବାର ଓ ବନ୍ଧୁମାନେ ମୋ ସହିତ ଅଛନ୍ତି । ମୋର ଶୁଭେଚ୍ଛୁଙ୍କୁ ଅନୁରୋଧ, ସେମାନେ ଆଦୌ ବ୍ୟସ୍ତ ହୁଅନ୍ତ ନାହିଁ, କିମ୍ବା ବେଶୀ କିଛି ଭାବନ୍ତୁୁ ନାହିଁ । ଆପଣଙ୍କ ଶ୍ରଦ୍ଧା ଓ ଶୁଭେଚ୍ଛା ସହ ମୁଁ…

ଚର୍ଚ୍ଚାରେ ଋଷର କରୋନା ଟୀକା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା, ୨ ସପ୍ତାହରେ ଆରମ୍ଭ ହେବ ବ୍ୟାପକ ପ୍ରସ୍ତୁତି ।…

କନକ ବ୍ୟୁରୋ: ଋଷ ରାଷ୍ଟ୍ରପତି ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତି ହୋଇଥିବା ନେଇ ଘୋଷଣା କରିବା ପରେ ବୁଧବାର ଏହାର ପ୍ରଥମ ବ୍ୟାଚ ପ୍ରସ୍ତୁତିର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଋଷ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖାଏଲ ମୁରାସ୍କୋ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଭ୍ୟାକ୍ସିନ୍ର…

ଆମେରିକା ରାଜନୀତିକୁ ଓହ୍ଳାଇଲେ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହାରିସ୍  । ଉପରାଷ୍ଟ୍ରପତି ପ୍ରାର୍ଥୀ  ଘୋଷଣା କଲା…

କନକ ବ୍ୟୁରୋ : ଆମେରିକା ରାଜନୀତିରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା  । କମଳା ହାରିସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କଲା ଡେମୋକ୍ରାଟିକ୍ ଦଳ  । କମଳାଙ୍କ ନାଁକୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଣୋ କରିଛନ୍ତି ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧୬୭୩ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩୬ ହଜାର ୪୭୮କୁ ବୃଦ୍ଧି ।

କନକ ବ୍ୟୁରୋ: ରାଜ୍ୟ ୨୯ଟି ଜିଲ୍ଲାରୁ ଆଜି ୧୬୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩୬ ହଜାର ୪୭୮ରେ ପହଞ୍ଚିଛି ।…