Daily Archives

August 19, 2020

ଏମିତି ଏକ ଆଷ୍ଟ୍ରଏଡ, ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ କରିଦେଇପାରେ କୋଟିପତି । ଗବେଷଣା ପାଇଁ ସ୍ପେଶକ୍ରାଫ୍ଟ ପଠାଇବ…

କନକ ବ୍ୟୁରୋ : ବେଳେ ବେଳେ ବୈଜ୍ଞାନିକଙ୍କୁ ମହାକାଶରେ ଏମିତି କିଛି ସାମଗ୍ରୀ ମିଳିଯାଏ ଯାହା ପୂରା ବିଶ୍ୱବାସୀଙ୍କୁ ଚକିତ କରିଦିଏ । ଆଉ ଏଭଳି ଏକ ସାମଗ୍ରୀ ବାବଦରେ ନାସା ସୂଚନା ଦେଇଛି ।  ନାସା ଏଭଳି ଏକ ଆଷ୍ଟ୍ରଏଡ ଉପରେ ଗବେଷଣା କରିବାକୁ ଯାଉଛି ଯାହା ପୃଥିବୀର ପ୍ରତିଟି ଲୋକକୁ କୋଟିପତି…

ଭାରତ ବିରୋଧରେ ସାଂଘାତିକ ଷଡଯନ୍ତ୍ର ରଚୁଛି ଚୀନ୍ । ସିକ୍ରେଟ ୟୁନିଟ ଆକ୍ଟିଭ କଲା ଡ୍ରାଗନବାହିନୀ । ୬୧୩୯୮ ଜରିଆରେ…

କନକ ବ୍ୟୁରୋ : କିଛି ଦିନ ଚୁପ୍ ବସିବା ପରେ ପୁଣିଥରେ ଚୀନ୍ କରୁଛି ସାଂଘାତିକ ଷଡଯନ୍ତ୍ର । ଅଚାନକ ଚୀନ୍ ସେନା ନିଜର ସିକ୍ରେଟ ୟୁନିଟକୁ ଆକ୍ଟିଭ କରିଛି ଯାହା ପୂରା ବିଶ୍ୱରେ ପୂର୍ବରୁ ବଦନାମ । ଏହା ଏମିତି ଏକ ସିକ୍ରେଟ ୟୁନିଟ ଯିଏ ନା ସାମ୍ନାରୁ ନା ଅସ୍ତ୍ରରେ ଲଢିଥାନ୍ତି । ବରଂ କୌଣସି ଏକ…

ଫେରାର ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନୂଆ ଘୋଷଣା । ଦୁଷ୍କର୍ମ ଅଭିଯୋଗରେ  ଜଡିତ ଭଣ୍ଡ ବାବାଙ୍କ ନିଜସ୍ୱ…

କନକ ବ୍ୟୁରୋ : ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନୂଆ ବ୍ୟାଙ୍କ । ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧରେ ଜଡିତ ଏହି ଭଣ୍ଡ ବାବା ଭାରତ ଛାଡି ଫେରାର ହେବା ପରେ ନିଜର ସ୍ୱତନ୍ତ୍ର ଦେଶ ଗଢିଥିବା ଦାବି କରିଥିଲେ । ଏବେ ବ୍ୟାଙ୍କ ଖୋଲିବା ନେଇ ଘୋଷଣା କରିଛନ୍ତି । ନିଜସ୍ୱ କେନ୍ଦ୍ରୀୟ…

ଚୀନର ବଡ ଦାବି । ଡିସେମ୍ବର ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ କରୋନା ଟିକା, ବର୍ଷକୁ ୨୨ କୋଟି ଡୋଜ ପ୍ରସ୍ତୁତ କରିବାକୁ…

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଟିକା ପ୍ରସ୍ତୁତ ପାଇଁ ଅନେକ ଦେଶ ପ୍ରୟାସ କରୁଥିବା ବେଳେ ଚୀନ୍ ଏକ ବଡ ଦାବି କରିଛି । ଚୀନର ସରକାରୀ କମ୍ପାନୀ ସିନୋଫାର୍ମ ପ୍ରସ୍ତୁତ କରୁଥିବା ଭୋଡିଡ-୧୯ ଟିକା ଡିସେମ୍ବର ଶେଷ ସୁଦ୍ଧାର ବଜାରରେ ଉପଲବ୍ଧ ହେବ ବୋଲି କହିଛି ଚୀନ୍ । ଏବଂ ଏହାର ୨ଟି ଡୋଜର…

ଅଣଗାନ୍ଧୀ ପରିବାରର ସଦସ୍ୟ ବି ହୋଇପାରିବେ କଂଗ୍ରେସ ଅଧ୍ୟକ୍ଷ ।  ରାହୁଲଙ୍କ ବୟାନରେ ସହମତି ପ୍ରକାଶ କଲେ ପ୍ରିୟଙ୍କା,…

କନକ ବ୍ୟୁରୋ : ଅଣ-ଗାନ୍ଧୀ ପରିବାରର ସଦସ୍ୟ ବି ହୋଇପାରିବେ କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କା  ଗାନ୍ଧୀ ଭଦ୍ରା ମଧ୍ୟ ସମାନ କଥା କହିଛନ୍ତି । ୨୦୧୯ ନିର୍ବାଚନରେ ଯେତେବେଳେ କଂଗ୍ରେସର ଶୋଚନୀୟ ପରାଜୟ ହେଲା ସେହି ସମୟରେ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା…

ଓଡିଶା ବିଧାୟକଙ୍କ ଚାଷ କାମକୁ ପ୍ରଶଂସା କରି ଟ୍ୱିଟ୍ କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଲେଖିଲେ, ପ୍ରେରଣା ଦେଉଛି…

କନକ ବ୍ୟୁରୋ : ଓଡିଶା ବିଧାୟକ ମନୋହର ରନ୍ଧାରୀଙ୍କ ଚାଷ କାମକୁ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭେଙ୍କେୟା ନାଇଡୁ ଟ୍ୱିଟ୍ କରି ଲେଖିଛନ୍ତି, ଓଡିଶାର ବିଧାୟକଙ୍କ କାମ ପ୍ରେରଣାଦାୟୀ । ସେପଟେ ଉପରାଷ୍ଟ୍ରପତିଙ୍କ ପ୍ରଶଂସା ପୂର୍ଣ୍ଣ…