Daily Archives

August 18, 2020

ବଢୁଛି ହୀରାକୁଦ ଜଳସ୍ତର । ବର୍ତ୍ତମାନ ହୀରାକୁଦର ୧୮ଟି ଗେଟ୍ ଖୋଲା, ଜଳସ୍ତର ରହିଛି ୬୧୫.୭ ଫୁଟ୍…

କନକ ବ୍ୟୁରୋ: ଗତ ୨୪ ଘଣ୍ଟାରେ ଉପର ମୁଣ୍ଡରେ ବର୍ଷା ହ୍ରାସ ପରେ ମଙ୍ଗଳବାର ଦିନ ୨ଟା ବେଳକୁ ହୀରାକୁଦର ୨ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୧୮ଟି ଗେଟ୍ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି । ମଙ୍ଗଳବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ସାମାନ୍ୟ ହ୍ରାସ ପାଇ ୬୧୫.୬୯ ଫୁଟ୍‌ରେ…

ସୀମାରେ ସ୍ଥିତି ନସୁଧୁରିଲେ ଚୀନ୍ ଉପରେ ଆର୍ଥିକ ପ୍ରହାର କରିପାରେ ଭାରତ । ଲଦାଖରେ ଚୀନ୍ ସେନାର କାର୍ଯ୍ୟାନୁଷ୍ଠାନ ଓ…

କନକ ବ୍ୟୁରୋ : ସୀମାରେ ସ୍ଥିତି ନସୁଧୁରିଲେ ଚୀନ୍ ଉପରେ ଆର୍ଥିକ ପ୍ରହାର କରିପାରେ ଭାରତ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଚୀନ୍ ଷ୍ଟଡି ଗ୍ରୁପ ସୋମବାର ଦିନ ଲଦାଖରେ ଚୀନ୍ ସେନାର କାର୍ଯ୍ୟାନୁଷ୍ଠାନ ଓ ଅକ୍ସାଇ ଚୀନରେ ପିଏଲଏର ଉପସ୍ଥିତି ନେଇ ଆଲୋଚନା କରିଛି ।…

ଫେସବୁକକୁ ନେଇ ଭାରତୀୟ ରାଜନୀତିରେ ହଇଚଇ । ଆମେରିକା ଗଣମାଧ୍ୟମ ରିପୋର୍ଟକୁ ନେଇ ତଦନ୍ତ କରିବାକୁ ଫେସବୁକକୁ ଚିଠି…

କନକ ବ୍ୟୁରୋ : ୱାର୍ଲଡ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟକୁ ନେଇ ଭାରତୀୟ ରାଜନୀତିରେ ହଇଚଇ । ଫେସବୁକର ନିରପେକ୍ଷତାକୁ ନେଇ ଉଠିଥିବା ବିବାଦ ଥମିବାର ନାଁ ଧରୁନାହିଁ । ଏହାର ତଦନ୍ତ ପାଇଁ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଛି କଂଗ୍ରେସ । ସେପଟେ ରାହୁଲ ଗାନ୍ଧୀ କହିଛନ୍ତି ଫେକ…

କରୋନାର ଅନ୍ତ କେଉଁଠି ? ସୃଷ୍ଟି ହେବ କି ସମୂହ ପ୍ରତିରୋଧକ ଶକ୍ତି, କେତେ ପ୍ରତିଶତ ଆକ୍ରାନ୍ତ ହେଲେ ସୃଷ୍ଟି ହେବ…

କନକ ବ୍ୟୁରୋ: କିଛି ଏହି ଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କାରଣ କେତେ ପ୍ରତିଶତ ଲୋକେ କରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇଗଲେ ହର୍ଡ ଇମ୍ୟୁନିଟି ବା ସମୂହ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ ସେନେଇ କିଛି ନିଶ୍ଚିତ ଉତର ନାହିଁ । ତେବେ ଏହି ପରିସ୍ଥିତି କେମିତି ହୋଇପାରେ ।…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧ ହଜାର ୫୩୫ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪୫ ହଜାର ୩୧୪କୁ…

କନକ ବ୍ୟୁରୋ: ଟେଷ୍ଟିଂ ବଢୁଛି, ପଜିଟିଭ୍ ବି ବଢୁଛି । ହେଲେ ତାହାରି ଭିତରେ ବଢ଼ି ଚାଲିଛି ସୁସ୍ଥଙ୍କ ସଂଖ୍ୟା । ତେବେ ଓଡ଼ିଶା ପାଇଁ ଖୁସି ଖବର । ବଢ଼ି ଚାଲିଛି ସୁସ୍ଥ ସଂଖ୍ୟା । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୧ ହଜାର ୫୩୫ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା…

ପାକିସ୍ତାନୀଙ୍କ ମୁହଁରେ ମାହିଙ୍କ ପ୍ରଂଶସା । ଚେନ୍ନାଇର ଚେପକ ଷ୍ଟାଡିୟମରେ ବିଦାୟୀ ମ୍ୟାଚ୍ ଖେଳିପାରନ୍ତି ଧୋନୀ,…

କନକ ବ୍ୟୁରୋ : ଅବସର ପରେ ବି ଚର୍ଚ୍ଚାରେ ମହେନ୍ଦ୍ର ସିଂ ଧୋନୀ । ଅଗଷ୍ଟ ୧୫ରେ ଧୋନୀଙ୍କ ଅବସର ଘୋଷଣା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାରି ଭିତରେ ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ କହିଛନ୍ତି, ଚେନ୍ନାଇର ଚେପକ ଷ୍ଟାଡିୟମରେ ବିଦାୟୀ ମ୍ୟାଚ ଖେଳିପାରନ୍ତି ଧୋନୀ । ସେପଟେ…