Daily Archives

August 30, 2020

ଆସନ୍ତାକାଲି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଅନୁଧ୍ୟାନ ପରେ କରିବେ ସ୍ଥିତିର ସମୀକ୍ଷା,…

ବନ୍ୟା ପରିସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିବେ । ଲଗାତର ତିନୋଟି ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବାରୁ ଓଡିଶାର ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ,…

ହୀରାକୁଦର ଜଳସ୍ତର ବଢ଼ି ମାଡ଼ି ଚାଲିଲା କୂଳ । ବନ୍ୟା ଘେରରେ ଗାଁ, ନଦୀ ଭ୍ରମ ସୃଷ୍ଟି କରୁଛି ଚାଷ ଜମି ।

କନକ ବ୍ୟୁରୋ: ହୀରାକୁଦ ଡ୍ୟାମ୍, କାହା ପାଇଁ ବିଦ୍ୟୁତର ଉତ୍ସ ତ’ ଆଉ କାହା ପାଇଁ ଜଳ ସେଚନର ସ୍ରୋତ । ଆଉ କିଏ କିଏ କୁହନ୍ତି, ଓଡ଼ିଶାକୁ ବନ୍ୟା ଦାଉରୁ ବଂଚାଉଥିବା ନଦୀବନ୍ଧ । ହେଲେ, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଲୋକଙ୍କ ପାଇଁ କ’ଣ ନିଜେ ଦେଖି ନିଅନ୍ତୁ । ଗାଁ ଦାଣ୍ଡରେ ୬ରୁ ୧୦ ଫୁଟ୍…

ଅନଲକ-୪ ପାଇଁ କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାକୁ ଅପେକ୍ଷା । ଆଉ ହେବ ନାହିଁ କି ଲକଡାଉନ କି…

କନକ ବ୍ୟୁରୋ: ମହାମାରୀ କରୋନାର ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଜାରି କରିଥିବା କଟକଣା ନିୟମରେ ବଡ ଧରଣର ପରିବର୍ତନ କରିଛନ୍ତି । ସେପ୍ଟେମ୍ବର ୧ରୁ ସାରାଦେଶରେ ଲାଗୁହେବ ଅନଲକ ଫୋର । ଏଥିପାଇଁ ଜାରି ଗାଇଡଲାଇନରେ କୁହାଯାଇଛି- କେନ୍ଦ୍ରର ଅନଲକ ୪.୦ ଗାଇଡଲାଇନ୍ - କଂଟେନମେଂଟ ଜୋନ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨,୫୧୯ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭୩ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୨,୫୧୯ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ୨୧୬ ଜଣ, ପୁରୀ ଜିଲ୍ଲାରୁ ୨୧୦ ଜଣ,…

ବନ୍ୟାର ଆଁ ଭିତରେ ବାଙ୍କୀ । ଉବୁଟୁବୁ ହେଲା କେନ୍ଦ୍ରାପଡ଼ା, ପାଣିଘେରରେ ହଜାର ହଜାର ଲୋକ । ତିର୍ତ୍ତୋଲ ଓ ପାରାଦୀପରେ…

କନକ ବ୍ୟୁରୋ: ପ୍ରଳୟଙ୍କରୀ ବନ୍ୟାର ଆଁ ଭିତରେ ପୁରା ଗାଁ । ବନ୍ୟା ଜଳରେ ଉବୁଟୁବୁ ହେଉଛି ବାଙ୍କୀ । ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ୧୫ଟି ପଂଚାୟତର ଶତାଧିକ ଗାଁ । ପାଣି ଘେରରେ ଭୋକ ଉପାସରେ ଅଛନ୍ତି ଲୋକେ । ଗାଁ ଦାଣ୍ଡରେ ବେକେ ପାଣି ଆଉ ତାଭିତରେ ଚାଲିଛି ଜୀବନ ସହ ସଂଘର୍ଷ । ପାଣିରେ…

ଭୟଙ୍କର ରୂପ ନେବ ନାହିଁ ମହାନଦୀର ବନ୍ୟା, ଛତିିଶଗଡ଼ରେ ବର୍ଷା ବନ୍ଦ । ଉପରମଣ୍ଡରୁ ହୀରାକୁଦକୁ କମିଲା ଜଳପ୍ରବାହ । ହେଲେ…

କନକ ବ୍ୟୁରୋ: ବିଜୁଳି ବେଗରେ ମାଡ଼ି ଆସୁଥିବା ବନ୍ୟା ପାଣି ହୀରାକୁଦ ଡ୍ୟାମ୍ର ତଳିଆ ଅଂଚଳରେ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି । ହେଲେ ଆଶ୍ୱସ୍ତିର କଥା ହେଉଛି, ଉପର ମୁଣ୍ଡରେ ବର୍ଷା କମୁଛି । ତେଣୁ ଅତି ଆବଶ୍ୟକ ନହେଲେ ଡ୍ୟାମ୍ରୁ ଆଉ ଗେଟ୍ ଖେଳିବ ନାହିଁ । ଆଉ ଏପଟେ ମୁଣ୍ଡଳୀରେ ପହଂଚି ସାରିଛି…