Daily Archives

August 21, 2020

ଗାଁ ରାସ୍ତାରେ ଚାଲିଛି ବନ୍ୟା ପାଣି । ୧୦ ଦିନ ହେବ ନଦୀର ଭ୍ରମ ସୃଷ୍ଟି କରୁଛି ମାଲକାନଗିରି ମୋଟୁ ବିନାୟକପୁର ରାସ୍ତା…

କନକ ବ୍ୟୁରୋ: ଗାଁ ରାସ୍ତାରେ ଚାଲିଛି ବନ୍ୟା ପାଣି । ଗତ ୧୦ ଦିନ ଧରି ମାଲକାନଗିରି ମୋଟୁ ବିନାୟକପୁର ରାସ୍ତା ଏବେ ନଦୀ ଭ୍ରମ ସୃଷ୍ଟି କରିଛି । ଜିଲ୍ଳାରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ମୋଟୁ ଅଂଚଳରେ ଏବେ ବି ସ୍ଥିତି ସଂଗୀନ ରହିିଛି । ମୋଟୁ ତହସିଲ ଅନ୍ତର୍ଗତ ଆଲମା, ପେଟା…

ଭବାନୀପାଟଣାରେ ଲୋକଙ୍କୁ ନୟାନ୍ତ କଲା ଭାଲୁ । ଭାଲୁ ଆକ୍ରମଣରେ ୬ ଆହତ, ଜଙ୍ଗଲି ଜନ୍ତୁକୁ କାବୁ କରିବା ପାଇଁ ବନ ବିଭାଗର…

କନକ ବ୍ୟୁରୋ: ଘାଇଲା କଲା ଭବାନୀପାଟଣାର ଭାଲୁ । ସହର ଭିତରେ ଜଙ୍ଗଲି ଭାଲୁର ହଙ୍ଗାମା । ସବୁ କିଛି ସ୍ୱାଭାବିକ୍ ଚାଲିଥିବ ଆଉ ଯଦି ଜଙ୍ଗଲି ଜନ୍ତୁ ସହର ଭିତରକୁ ଚାଲିବ ତେବେ ସ୍ଥିତି କ’ଣ ହୁଏ ଇଏ ହେଉଛି ତାର ଚିତ୍ର । ଭାଲକୁ ଦେଖି ଲୋକ ଛାନିଆ, ଲୋକଙ୍କୁ ଦେଖି ଭାଲୁ ଛାନିଆ । ଆଉ ଏହାରି…

ପ୍ରବଳ ବର୍ଷିଲା, ମନ୍ଦିର ବୁଡିଲା, ଘର ବୁଡିଲା । ରାସ୍ତାରେ ଚାଲିଲା ଡଙ୍ଗା, ଉପକୂଳରୁ ଉତ୍ତର, ସବୁଠି ବନ୍ୟା…

କନକ ବ୍ୟୁରୋ: ବନ୍ୟା ବିଭୀଷିକାର ଏହି ଚିତ୍ର କାହାରିକୁ ବି ବିବ୍ରତ କରିଦେବ । କୋରାପୁଟ ଜିଲ୍ଲାର ସୁର୍ଲି, କୋଲାବ ଓ ସାବେରୀ ନଦୀରେ ଜଳସ୍ତର ବଢ଼ିବା ସହ ଦୁର୍ବିସହ ହୋଇଯାଇଛି ତଳିଆ ଅଂଚଳର ଜୀବନଯାତ୍ରା । ସାବେରୀ ନଦୀର ଜଳ ସ୍ତର ବଢିବା ଯୋଗୁଁ ନଦୀ କୂଳରେ ଥିବା ଘର ଓ ମନ୍ଦିର ସବୁ କିଛି…

ମାଥିଲିରେ କାହିଁକି ସ୍ୱାମୀଙ୍କ ମୁହଁରେ ମୁଖାଗ୍ନୀ ଦେଇଥିଲେ ସ୍ତ୍ରୀ । କନକ ନ୍ୟୁଜରେ ବଖାଣିଲେ ପୁରା…

କନକ ବ୍ୟୁରୋ: ସେ ଶବ କାନେ୍ଧଇଲେ, ନିଜେ ମୁଖାଗ୍ନି ଦେଲେ । ଏହି ବୟାନ କୌଣସି ସାଧାରଣ ମହିଳା ଦେବା ହୁଏତ ବିରଳ । କାରଣ, ଏଥିପାଇଁ ସାହସ ଦରକାର, ସମାଜର ପରମ୍ପରାକୁ ଆହ୍ୱାନ ଦେବାର ସମର୍ଥ୍ୟ ଥିବା ଦରକାର । ଚିନ୍ତା କରିବାକୁ ବାଧ୍ୟ କରିବ ମହାମାରୀବେଳେ ମାଥିଲିର କରୁଣ କାହାଣୀ । ସ୍ୱାମୀ…

ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧,୯୨୭ ସୁସ୍ଥ । ୫୦…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୧,୯୨୭ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧାରୁ ସର୍ବାଧିକ ୨୪୬, ଗଞ୍ଜାମରୁ ୧୯୦, ନୟାଗଡ଼ ୧୫୧, ରାୟଗଡ଼ାରୁ ୧୪୬, ସୁନ୍ଦରଗଡ଼ରୁ ୧୦୮, କନ୍ଧମାଳରୁ ୧୦୧, ଢ଼େଙ୍କାନାଳରୁ…

ଆମେ ଶତ୍ରୁ ନୁହେଁ ସାଙ୍ଗ… ଭାଙ୍ଗିଲା ଯୁଗ ଯୁଗର ଶତ୍ରୁତାର ସମ୍ପର୍କ । ଖାଦ୍ୟ-ଖାଦକର ଶୃଙ୍ଖଳ ଛିଡାଇ ବନ୍ଧୁତାର…

କନକ ବ୍ୟୁରୋ: ମିତ ବସିଛି ମୁଁ ମୂଷା ସାଥୀରେ । ବିଲେଇ ପାଲଟିଲା ମୂଷାର ବନ୍ଧୁ । ଶତ୍ରୁ ଯେବେ ସାଙ୍ଗ ସାଜେ, ପରମ ଶତ୍ରୁ ସହ ଯେବେ ସଙ୍ଗାତ ବସେ ସେବେ ଦେଖିବାକୁ ମିଳେ ଏମିତି ବିରଳ ଦୃଶ୍ୟ । ଏଠି ଖାଦ୍ୟକୁ ଖାଉନି ଖାଦକ, ମୂଷାକୁ ମାରୁନି ବିଲେଇ । ଖାଦ୍ୟ-ଖାଦକର ଚିରାଚରିତ ପ୍ରଥାରେ ଲାଗିଛି…