Daily Archives

August 20, 2020

କେଉଁ ସହର ଦେଶର ସବୁଠାରୁ ଅପରିଷ୍କାର? ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାର ସ୍ଥାନ କେଉଁଠି?

କନକ ବ୍ୟୁରୋ :  ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ପ୍ରତିଯୋଗିତାରେ ପୁଣି ଥରେ ଶୀର୍ଷ ସ୍ଥାନରେ ରହିଛି ମଧ୍ୟପ୍ରଦେଶର ଇନ୍ଦୋର। ଲଗାତର ଚତୁର୍ଥ ଥର ପାଇଁ ଇନ୍ଦୋର ଏହି ସ୍ଥାନରେ ରହିଛି। ଏହି ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଗୁଜୁରାଟର ସୁରଟ ଓ ତୃତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ରର ନବି…

ପିପିଇ କିଟ୍ ପିନ୍ଧି ମଶାଣୀରେ ମୃତ ସ୍ୱାମୀଙ୍କ ମୁହଁରେ ମୁଖାଗ୍ନୀ ଦେଲେ ସ୍ତ୍ରୀ, ମହାମାରୀବେଳେ ମାଥିଲିରୁ ଆସିଲା ହୃଦୟ…

କନକ ବ୍ୟୁରୋ: କରୋନାର କରୁଣ ସ୍ଥିତି । ଭୂତାଣୁ ସଂକ୍ରମଣରେ ଚାଲିଗଲା ସ୍ୱାମୀଙ୍କ ଜୀବନ । କରୋନାରେ ମୃତ୍ୟୁ ହୋଇଥିବାରୁ ପାଖକୁ ଆସିଲେନି ସମ୍ପକୀୟ କି ଗ୍ରାମବାସୀ । ଶେଷରେ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ । ପିପିଟି କିଟ୍ ପିନ୍ଧି ଦାହ ସଂସ୍କାରର ପରମ୍ପରାକୁ ସମ୍ପୂର୍ଣ୍ଣ କରିବାକୁ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧ ହଜାର ୬୪୧ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪୮ ହଜାର ୫୭୬କୁ…

କନକ ବ୍ୟୁରୋ: ଟେଷ୍ଟିଂ ବଢୁଛି, ପଜିଟିଭ୍ ବି ବଢୁଛି । ହେଲେ ତାହାରି ଭିତରେ ବଢ଼ି ଚାଲିଛି ସୁସ୍ଥଙ୍କ ସଂଖ୍ୟା । ତେବେ ଓଡ଼ିଶା ପାଇଁ ଖୁସି ଖବର । ବଢ଼ି ଚାଲିଛି ସୁସ୍ଥ ସଂଖ୍ୟା । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୧ ହଜାର ୬୪୧ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଂଜାମ ଜିଲ୍ଲାରୁ…

ବଡ଼ ବଡ଼ ନାଁ କରା ସରକାରୀ କଲେଜରେ ଯୁକ୍ତ ଦୁଇ ରେଜଲ୍ଟକୁ ନେଇ ଆସିଲା ଚିନ୍ତାଜନକ ଚିତ୍ର । ଘରୋଇ କଲେଜ୍ ତୁଳନାରେ…

କନକ ବ୍ୟୁରୋ: ରାଜ୍ୟରେ ନାଁରେ ଆଗୁଆ, ଫଳରେ ପଛୁଆ । ଯୁକ୍ତ ଦୁଇ ଫଳକୁ ଦେଖିଲେ ସରକାରୀ କଲେଜର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସୁଛି । କାରଣ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଫଳରେ ଆଗରେ ଅଛନ୍ତି ଘରୋଇ କଲେଜ । କଟକ, ଭୁବନେଶ୍ୱରରେ ଥିବା ପ୍ରମୁଖ ସରକାରୀ କଲେଜର ଫଳ କିନ୍ତୁ ଚିନ୍ତାଜନକ…

ଘରେ ଘରେ ପଶିଲା ପାଣି, ମାଲକାନଗିରିରେ ସତର୍କତା ଜାରି । ଲଗାଣ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହେବା…

କନକ ବ୍ୟୁରୋ: ସାରା ରାଜ୍ୟରୁ ଆସୁଛି ବନ୍ୟା ବିତ୍ପାତର ଚିତ୍ର । କନ୍ଧମାଳରୁ କେନ୍ଦ୍ରାପଡ଼ା, ନିମାପଡ଼ାରୁ ନବରଙ୍ଗପୁର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ବନ୍ୟା ସ୍ଥିତି ସଂଗୀନ ହୋଇଛି । କିଛି ସ୍ଥାନରେ ଜଳସ୍ତର କମୁଛି ହେଲେ ସଂକଟ ବଢ଼ିବାରେ ଲାଗିଛି । ଆଉ ଏପଟେ ରାଜ୍ୟ ସରକାର ବନ୍ୟାସ୍ଥିତି…

ଭାରତ-ଚୀନ ସୀମାରେ ସବୁଠୁ ଘାତକ ବିମାନ ଉଡାଇପାରେ ଆମେରିକା! ପରମାଣୁ ଅସ୍ତ୍ରରେ ସଜ୍ଜିତ ଏହି ବିମାନ ଶତ୍ରୁକୁ ନିପାତ…

କନକ ବ୍ୟୁରୋ : ଭାରତ-ଚୀନ୍ ସୀମା ଲଦାଖରେ ଡ୍ରାଗନବାହିନୀର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ଆମେରିକା ନୂଆ ଷ୍ଟ୍ରାଟେଜି ଆପଣାଇଛି । ଚୀନର ଦାଦାଗିରି ବିରୋଧରେ ଭାରତର ସାଥ୍ ଦେଇଛି ଆମେରିକା । ଏଭଳି ସ୍ଥିତିରେ ଆମେରିକା ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ବେଜିଂକୁ…