Daily Archives

August 5, 2020

କିଏ କରିବ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ । ସୁପ୍ରିମକୋର୍ଟରେ ଅଟକିଲା ଶୁଣାଣି, କେତେ ବାଟ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଆଗାମୀ ଶୁଣାଣି ପରେ ସ୍ପଷ୍ଟ ହେବ , ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର କିଏ କରିବ ତଦନ୍ତ । ସିବିଆଇ , ମୁମ୍ୱାଇ ପୋଲିସ ଏବଂ ବିହାର ପୋଲିସ ମଧ୍ୟରୁ କିଏ ଏହାର ତଦନ୍ତ କରିବ ତାହା ଆଗାମୀ ତାରିଖରେ ଜଣାପଡିବ । ସର୍ବୋ ଚ୍ଚ ଅଦାଲତରେ…

ସତ ହେଲା ଜିଲ୍ଲାପାଳଙ୍କ ଆକଳନ । ଗଞ୍ଜାମରେ ଖସିଲା କରୋନା ଗ୍ରାଫ୍, ଗଂଜାମ ଜିଲ୍ଲାପାଳ କହିଲେ ଟ୍ରେସିଂ, ଟେଷ୍ଟିଂ ଓ…

କନକ ବ୍ୟୁରୋ: ଓଡ଼ିଶାର ହଟସ୍ପଟ ବା କରୋନାର ଗଡ଼ କୁହାଯାଉଥିବା ଗଞ୍ଜାମରେ ସ୍ଥିତି ଏବେ ବି ଜଟିଳ ରହିଛି । ତେବେ ଗତ ୧୫ ଦିନରେ ଗଂଜାମ ଜିଲ୍ଲାରେ କିପରି ବଢିଛି କରୋନା? ଜୁଲାଇ ୨୦ – ୨୩୯ ଆକ୍ରାନ୍ତ ଚିହ୍ନଟ ଜୁଲାଇ ୨୪ – ୭୩୨ ଜୁଲାଇ ୨୭ – ୪୯୧ ଜୁଲାଇ ୩୧ – ୩୬୮ ଅଗଷ୍ଟ ୨ – ୩୨୦ ଅଗଷ୍ଟ…

ଆଶ୍ଚର୍ଯ୍ୟ ହେଲେ ବି ସତ ! ଓଡ଼ିଶାରେ ଫୁଟିଲା ବିରଳ ପଦ୍ମ, ୨ଶହ କି ୩ଶହ ନୁହେଁ ୧ ହଜାର ପାଖୁଡ଼ା ପଦ୍ମକୁ ନେଇ ଚର୍ଚ୍ଚା,…

କନକ ବ୍ୟୁରୋ: ସମ୍ବଲପୁରରେ ଫୁଟିଛି ବିରଳ ପ୍ରଜାତିର ପଦ୍ମ ଫୁଲ । ଦୀର୍ଘ ଦିନର ପରିଶ୍ରମ ପରେ ସମ୍ବଲପୁରେ ଫୁଟିଛି ୧୦୦୦ ହଜାର ପାଖୁଡା ବିଶିଷ୍ଟ ପଦ୍ମଫୁଲ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପଦ୍ମଫୁଲକୁ ସାଧାରଣତଃ ଶହେ କିମ୍ବା ଦୁଇ ଶହ ପାଖୁଡା ଥିବା ଆମେ ଜାଣିଥାଉଁ । ହେଲେ…

ଭବ୍ୟ ରାମମନ୍ଦିର ପାଇଁ ଅଯୋଧ୍ୟାରେ ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ । ରୁପା ଇଟା ସ୍ଥାପନ କରି ମନ୍ଦିର ନିର୍ମାଣର…

କନକ ବ୍ୟୁରୋ: ପ୍ରାୟ ତିନି ଦଶନ୍ଧି ତଳେ ଦେଶବାସୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ ହେଉଥିଲା । ଆଉ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ମହାପ୍ରଭୁ ଶ୍ରୀରାମଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଅଁ ପଡୁଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମି…

ଆଇଏଏସ୍ ପରୀକ୍ଷାରେ କ’ଣ ପଚାରା ଯାଇଥିଲା ପ୍ରଶ୍ନ? କିପରି ଉତର ଦେଇଥିଲେ କୃତି ପରୀକ୍ଷାର୍ଥୀ, କନକ ନ୍ୟୁଜ ଆଗରେ…

କନକ ବ୍ୟୁରୋ: ୨୦୧୯ ୟୁପିଏସସି ପରୀକ୍ଷାର ଚାଲିଥିଲା ମୌଖିକ ପ୍ରଶ୍ନୋତର । ଇଏ ହେଉଛି ତାର ଏକ ସାଙ୍କେତିକ ଚିତ୍ର । ଦେଖନ୍ତୁ ଟପ-୧୦ରେ ସ୍ଥାନ ପାଇଥିବା ଓଡିଆ ଝିଅ ସଂଜିତାଙ୍କୁ କଣ ପ୍ରଶ୍ନ ପଚରାଯାଇଥିଲା ଓ ସେ କ’ଣ ଉତର ରଖିଥିଲେ । ଏତେ ନିୟମ କାନୁନ ଥିବା ସତ୍ୱେ ଶିଶୁ ଶ୍ରମିକଙ୍କ ଉପରେ…

ମୁଁ ଶପଥ କରୁଛି…ମୁଁ ଜଣେ ଓଡିଆ ଭାବେ ଶପଥ କରୁଛି ଯେ… ନିଜେ ଜିତିବି, ମୋ ଓଡିଶା ଜିତିବ । କରୋନା…

କନକ ବ୍ୟୁରୋ: ଆଜି ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିଛି। କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରି ସମ୍ମାନ ଜଣାଇଛି ସାରା ଓଡ଼ିଶା। ୧ ମିନିଟ୍ ଲାଗି ଅଟକି ଯାଇଛି ଜୀବନଯାତ୍ରା। ରାସ୍ତଘାଟ, ଅଫିସ କଚେରି,…