Daily Archives

August 17, 2020

ଓଡିଶା ପାଇଁ ଖୁସି ଖବର । ଆଜି କରୋନାରୁ ସୁସ୍ଥ ହେଲେ ୧୫୦୩ ଆକ୍ରାନ୍ତ । ରାଜ୍ୟରେ ୪୩ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

କନକ ବ୍ୟୁରୋ: ଆଜି ରାଜ୍ୟରୁ ୧୫୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୪୩୭୭୯ଜଣ କରୋନା ଆକ୍ରାନ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି। Another…

ଆମେରିକା ଗଣମାଧ୍ୟମ ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଲା ଫେସବୁକ । କହିଲା, ସବୁ ପରିସ୍ଥିତିରେ ପାଳନ ହୁଏ ଫେସବୁକ…

କନକ ବ୍ୟୁରୋ: ଆମେରିକାର ମର୍ଯ୍ୟାଦା ସଂପନ୍ନ ଦୈନିକ ଖବର କାଗଜ ‘ଦ ୱାଲ୍ଡ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ରିପୋର୍ଟ ଏବେ ଭାରତୀୟ ରାଜନୀତିରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ବନି ଯାଇଛି । ଏହି ରିପୋର୍ଟରେ କୁହାଯାଇଛି, ଯେ ଫେସବୁକର ହେଟ୍ ସ୍ପିଚ୍ ନିୟମ, ଭାରତୀୟ ରାଜନୀତି କ୍ଷେତ୍ରରେ ପାଳନ ହେଉନାହିଁ ।…

୭୧୨ କୋଟି ଟଙ୍କାର ଜିଏସିଟି ଠକେଇର କିଙ୍ଗପିନ୍ ଗିରଫ । ଦୀର୍ଘ ଦିନ ହେବ ଲୁଚି ବୁଲୁଥିଲା, ଶେଷରେ ସମ୍ବଲପୁରରୁ ଜିଏସଟି…

କନକ ବ୍ୟୁରୋ : ଗିରଫ ହେଲା ଜିଏସଟି ଠକେଇର କିଙ୍ଗପିନ । ୭୧୨କୋଟି ଟଙ୍କାର ଜିଏସଟି ଠକେଇରେ ଗିରଫ ହୋଇଛନ୍ତି ରାଉରକେଲାର ବ୍ୟବସାୟୀ କଶ୍ମୀରା କୁମାର ଅଗ୍ରୱାଲ । ଜିଏସଟି କମିସନରଙ୍କ ନିର୍ଦ୍ଦେଶ ପରେ ଜିଏସଟି ଠକେଇର ମାଷ୍ଟରମାଇଣ୍ଡଙ୍କୁ ସମ୍ବଲପୁରରୁ ଗିରଫ କରିଛି ଜିଏସଟି ଏନଫୋର୍ସମେଂଟ…

ଧୋନୀଙ୍କ ଓଡିଶା ସ୍ମୃତି । ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ସାମ୍ନାକୁ ଆସିଲା ମାହିଙ୍କ ଓଡିଶା ସ୍ମୃତି ।…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ମହେନ୍ଦ୍ର ସିିଂ ଧୋନୀ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କ ସହ ଜଡ଼ିତ ଥିବା ଅନେକ କାହାଣୀ ଏବେ ସାମ୍ନାକୁ ଆସୁଛି । କିଏ ଧୋନୀଙ୍କ ସହ ସମୟ ବିତାଇଛନ୍ତି, ତ’ ଆଉ କିଏ ତାଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ତେବେ ଅତି…

ସୋନୁ ଥିଲେ କାଳ କଣ କରିବ ? ନିଷ୍ପାପ ଶିଶୁଙ୍କ ଚିକିତ୍ସା ପାଇଁ ସାତ ଦରିଆ ପାରିରୁ ସୋନୁଙ୍କୁ ଗୁହାରୀ କଲେ ବିଦେଶୀ ।…

କନକ ବ୍ୟୁରୋ: କଅଁଳ କଢିଙ୍କୁ କିଛି ହେବାକୁ ଦେବିନି । କଥା ଦେଇଥିଲେ କଥା ରଖିଲେ । ଫିଲିପାଇନ୍ସରୁ ଭାରତ ଆଣିଲେ, ଦିଲ୍ଲୀରେ ଚିକିତ୍ସା କରାଇବେ । ସୋନୁ କେବଳ ଗୋଟେ ନାଁ ନୁହେଁ... ସମସ୍ତଙ୍କ ପାଇଁ ସାହା ଭରଷାର ସୂତ୍ରଧାର । କାରଣ ସୋନୁ ଥିଲେ ଅସମ୍ଭବ ବି ଲାଗେ ସମ୍ଭବ । ସେଥିପାଇଁ ତ ଏବେ…

ରଖେ ହରି ମାରେ କିଏ ? ଜୀବନମୃତ୍ୟୁର ଘଡିସନ୍ଧିରେ ବିତିଲା ୧୬ ଘଣ୍ଟା । ଛତିଶଗଡ଼ ରତନପୁର ଡ୍ୟାମର ପ୍ରଖର ସୁଅରେ ଫସି…

କନକ ବ୍ୟୁରୋ : ଛତିଶଗଡରେ ଏକ ବିରଳ ଅପରେସନରେ ଜଣେ ମାଛ ଧରାଳୀଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ବାୟୁସେନାର ଯବାନମାନେ । ପାଣି ବଢିଯିବା କାରଣରୁ ଫସିଯାଇଥିଲେ । ଶେଷରେ ଆକାଶ ମାର୍ଗରୁ ଆସି ଭଗବାନଙ୍କ ଦୂତ ଭଳି ତାଙ୍କୁ ଉଦ୍ଧାର କରିନେଇଥିଲେ ଯବାନ । ମୃତ୍ୟୁ ସହ ୧୬ ଘଂଟା ଧରି ସଂଘର୍ଷ…