Daily Archives

August 22, 2020

ବିଶ୍ୱର ସବୁଠାରୁ ଲମ୍ବା ବସ୍ ଯାତ୍ରା: ବସରେ ଦିଲ୍ଲୀରୁ ଲଣ୍ଡନ୍ ଯାତ୍ରା: ବିମାନ ନୁହେଁ ୭୦ ଦିନର ବସ୍ ଯାତ୍ରାରେ…

କନକ ବ୍ୟୁରୋ: ବସରେ ଦିଲ୍ଲୀରୁ ଲଣ୍ଡନ୍ ଯାତ୍ରା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।ଆପଣ ଭାରତରୁ ଲଣ୍ଡନକୁ ବିମାନରେ ନୁହେଁ ବରଂ ବସ୍ ଯୋଗେ ବି ଯାତ୍ରା କରିପାରିବେ । କରୋନା ଭୂତାଣୁ ଭୟ ହେତୁ ବିଶ୍ୱର ବିଭିନ୍ନ ଦେଶରେ ଲକଡାଉନ୍ ଜାରି ରହିଛି । ବିଦେଶୀ ଯାତ୍ରୀମାନଙ୍କୁ…

ଆସନ୍ତାକାଲି ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥର ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ମନା । ଅନଲାଇନରେ ହେବ…

କନକ ବ୍ୟୁରୋ: ରାତି ପାହିଲେ ନୂଆଁଖାଇ- ପଶ୍ଚିମ ଓଡିଶାର ଗଣପର୍ବ । କରୋନା କଟକଣା ଏହି ଉତ୍ସାହ ଉଦ୍ଦିପନାର ଉତ୍ସବକୁ କରି ଦେଇଛି ଫିକା । ସାମୁହିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗି ରହିଥିବା ବେଳେ ଘରେ ଘରେ ଲୋକେ ଏହି ଉତ୍ସବ ପାଳିବେ । ତେବେ ଏଥିପାଇଁ ସର୍ବନିମ୍ନ ପ୍ରସ୍ତୁତି ଶେଷ ହୋଇଛି ।…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧,୭୭୩ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫୨ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୧,୭୭୩ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ୨୧୬ ଜଣ, କଟକରୁ ୧୪୭ ଜଣ, ସମ୍ବଲପୁରରୁ ୧୨୫ ଜଣ,…

ଏମିତି ବି ହୁଏ ବସ ଚୋରି । ଭୁବନେଶ୍ୱରରୁ ବସ ଚୋରି କରି କୋଲକାତା ନେଉଥିବା ବେଳେ ପିଛା କଲା ପୋଲିସ । ଯୋଜନାବଦ୍ଧ ଭାବେ…

କନକ ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡରୁ ବସ ଗାୟବ । ଚୋରି କରିନେଲେ ଜଣେ ଯୁବକ । କଥାଟି ଅସ୍ୱାଭାବିକ ମନେ ହେଉଥିଲେ ମଧ୍ୟ କଥାଟି ସତ । ଏତେ ବଡ ବସ୍ କଣ କେବେ ଚୋରି ହୋଇପାରେ? କିନ୍ତୁ ଆପଣଙ୍କ ଟିଭି ପରଦାରେ ଦେଖାଯାଉଥିବା ଏହି ଫଟୋରେ ଗୋଟିିଏ ଦୁର୍ଘଟଣା ଗ୍ରସ୍ତ ବସର ଚିତ୍ର ରହିଛି । ଏହି…

ପାଣି ପାଟିରେ ମାଲକାନଗିରି ! ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି, ଜଳବନ୍ଦୀ ଜୀବନ… ବିପଦ ସଂକେତ ଉପରେ ବହୁଛି…

କନକ ବ୍ୟୁରୋ: ଆକାଶମାର୍ଗରୁ ବନ୍ୟା ବିଭିଷୀକାର ଚିତ୍ର କାହାରିକୁ ବି ବିବ୍ରତ କରିଦେବ । ଚାରିଆଡେ କେବଳ ପାଣି ଓ ପାଣି । କେଉଁଠି ବନ୍ୟା ପାଣିରେ ଘର ସଂପୂର୍ଣ୍ଣ ବୁଡ଼ି ଯାଇଛି, ତ ଆଉ କେଉଁଠି ଜନବସତି ଥିବା ସ୍ଥାନରେ ଡଙ୍ଗା ଚାଲିଛି । ମାଲକାନଗିରି ଜିଲ୍ଲା ମୋଟରୁ ଆସିଛି ବନ୍ୟାର କିଛି ଏଭଳି…

ଆଦିବାସୀ ମହିଳାଙ୍କୁ ମଶାଣୀ ମନା, ତଥାପି ମହାମାରୀ ବେଳେ ଶ୍ମଶାନ ଗଲା ସ୍ତ୍ରୀ । ସଂକ୍ରମଣ ସନ୍ଦେହରେ ସାହିଭାଇ ନଛୁଇଁବା…

କନକ ବ୍ୟୁରୋ: କାନ୍ଧରେ କୋକେଇ, କୋକେଇରେ ସ୍ୱାମୀ । ସ୍ୱାମୀଙ୍କ ଶେଷଯାତ୍ରାରେ ସାମିଲ ହୋଇ ଶେଷ ବିଦାୟ ଦେଉଛି ସ୍ତ୍ରୀ । ଆକାଶରୁ ବର୍ଷା ଝରୁଛି, ଆଖିରୁ ଲୁହ ଝରୁଛି । ଲଗାଣ ବର୍ଷା ପରି ବନ୍ଧବାଡ ମାନୁନି ଅମାନିଆ ଲୁହ । ପିପିଇ କିଟ୍ ଭେଦି ସିନା କରୋନା ଭିତରକୁ ପଶି ପାରିବନି ହେଲେ କାନ୍ଦକୁ…