Daily Archives

August 28, 2020

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ! ଏଣିକି ୫୦ ଟଙ୍କା ଶସ୍ତାରେ ମିଳିବ ଗ୍ୟାସ ସିଲିଣ୍ଡର । ଜାଣନ୍ତୁ କେମିତି କରିବେ…

କନକ ବ୍ୟୁରୋ: ଗତ କିଛି ମାସ ମଧ୍ୟରେ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଥିବା ବେଳେ ଏବେ ଉପଭୋକ୍ତାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ଉପଭୋକ୍ତା ୫୦ ଟଙ୍କା ଶସ୍ତାରେ ପାଇପାରିବେ ଗ୍ୟାସ୍ ସିଲିଣ୍ଡର । ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆପଣ କେମିତି କରିବେ ବୁକିଂ ।  ବିଭିନ୍ନ…

ମହାନଦୀରେ ଆସିପାରେ ବଡ ବନ୍ୟା । ବୌଦ୍ଧରେ ବିପଦ ସଂକେତ ଛୁଇଁଲା ମହାନଦୀ, ବନ୍ୟାରେ ପ୍ରଭାବିତ ହୋଇପାରେ ଉତର…

କନକ ବ୍ୟୁରୋ : ମହାନଦୀରେ ଆସୁଛି ବଡ଼ ବନ୍ୟା । ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ବୌଦ୍ଧରେ ବିପଦ ସଂକେତ ଛୁଇଁଛି ମହାନଦୀର ଜଳସ୍ତର । ବିପଦ ସଂକେତ ୮୭ ଦଶମିକ ୭୦ ଥିବା ବେଳେ ବର୍ତମାନ ବୌଦ୍ଧରେ ମହାନଦୀର ଜଳସ୍ତର ୮୭ ଦଶମିକ ୮୦ ଥିବା ବେଳେ ଆଗକୁ ଏହା ଆହରି ବଢିବାର ଆଶଙ୍କା…

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସହଯୋଗୀ ପପୁଙ୍କୁ ୨୫ ପ୍ରଶ୍ନ । ତଦନ୍ତକାରୀଙ୍କ ଫୋକସରେ ୭୦ ହଜାରର ସତ : କଣ…

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ସହଯୋଗୀ ପପୁଙ୍କ ୨୫ ପ୍ରଶ୍ନ । ଲାଇ ଡିଟେକ୍ସନ ଟେଷ୍ଟ ବେଳେ ପପୁଙ୍କୁ ୨୫ଟି ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଅଧିକାରୀ । ବିଶେଷ କରି ଆଦିତ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଶ୍ରୀ ଉଠାଇଥିବା ୭୦ ହଜାର ଟଙ୍କାର ସତ ଖୋଜୁଛି…

ମାସକୁ ୧ ଟଙ୍କା ଦେଇ ପାଇପାରିବେ ୨ ଲକ୍ଷ ଟଙ୍କାର ବୀମା । ୧୮ରୁ ୭୦ ବର୍ଷ ବୟସର ସମସ୍ତ ବ୍ୟକ୍ତି କରିପାରିବେ ଆବେଦନ,…

କନକ ବ୍ୟୁରୋ: ସାଧାରଣ ଲୋକଟିଏ ପାଇଁ ବୀମା ବେଶ ଗୁରୁତ୍ୱପୂର୍ଣ୍ଣ । କେତେବେଳେ ଯେ କଣ ଘଟିବ ତାହା କିଏ ବା କହିପାରିବ । ତେଣୁ ପରିବାର ଓ ନିଜ ଭବିଷ୍ୟତର ସୁରକ୍ଷା ପାଇଁ ଅଧିକାଂଶ ଲୋକେ ବୀମା କରିଥାନ୍ତି । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ନଥିବା କାରଣରୁ ବୀମା…

ହାତରେ ବହି ନୁହେଁ ଚା’ ବ୍ୟାଗ୍ । କୁନି ହାତରେ ଚା’ ବିକିଲେ ପରିବାର ଚଳିବ, ପେଟ ପୂରିବ । ଶ୍ରୀକ୍ଷେତ୍ରରୁ ଆସିଲା…

କନକ ବ୍ୟୁରୋ: ହାତରେ ଥର୍ମପ୍ଲାସ, କପ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ ଓ ସାଇକେଲଟିଏ ଧରି ବଡ ଦାଣ୍ଡରେ ବୁଲି ବୁଲି ଚାଲେ ଚା ବେପାର । ସେ ଖରା ହେଉ କି ବର୍ଷା । ପେଟ ପାଇଁ ସାଇକେଲ ଉପରେ ପାଦ ମାରେ ପେଡାଲ । ଆଉ ସହର ସାରା ଘୁରି ଘୁରି ଚା ବିକେ ଏ କୁନି ପୁଅ । ଷ୍ଟେସନରୁ ବସଷ୍ଟାଣ୍ଡ, ବଡ ଦେଉଳ…

ଓଡିଶାରୁ ବର୍ଷାରୁ ନିସ୍ତାର ନାହିଁ । ସେପ୍ଟେମ୍ବର ୧ ତାରିଖରୁ ପୁଣି ପୁଣି ବର୍ଷିବ : ୮ଟି ଜିଲ୍ଲାରେ ପ୍ରବଳ ବର୍ଷା…

କନକ ବ୍ୟୁରୋ : ସେପ୍ଟେମ୍ବର ୧ ତାରିଖରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଏହି ସମୟରେ ଉତର ଓଡିଶା ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆଶଙ୍କା ରହିଛି । ତେବେ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ…