Daily Archives

August 11, 2020

ପେଟ୍ରୋଲ ପମ୍ପରେ ଆଖି ପିଛୁଳାକେ ହେଉଛି ଠକେଇ, ତେଲ ପକାଇବା ବେଳେ ଗ୍ରାହକଙ୍କୁ ଏମିତି କରାଯାଉଛି ଲୁଟ୍ । ଜାଣି ରଖନ୍ତୁ…

ଗୋଟିଏ ପଟେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବଢୁଥିବା ବେଳେ ଅନ୍ୟପଟେ ପେଟ୍ରୋଲ ପମ୍ପରେ ଗ୍ରାହକ ଠକେଇର ଶିକାର ହେଉଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି । ପେଟ୍ରୋଲ ପମ୍ପରେ ଆଖି ପିଛୁଳାକେ ଗ୍ରାହକ ଠକାମୀର ଶିକାର ହେଉଛନ୍ତି । ଗାଡି ଚାଳକ ଟଙ୍କା ଠିକ୍ ଦେଇଥିବେ ଆଉ ପେଟ୍ରୋଲ କମ୍…

ଋଷିଆ ଟୀକାକୁ ‘ହୁ’ ଟେନସନ । କରୋନା ଟିକା ଘୋଷଣା ପରେ ସର୍ତ୍ତ ରଖିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବ୍ୟବହାର ପୂର୍ବରୁ…

କନକ ବ୍ୟୁରୋ: ଋଷ ଟୀକା ଉପରେ ସର୍ତ୍ତ ରଖିଲା ହୁ । ସର୍ତ୍ତ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି, ଋଷିଆ ଆଣିଥିବା ଟିକାର ସୁରକ୍ଷା ନେଇ କଡା ଯାଂଚ ଜରୁରୀ । ଟିକାକୁ ମଞ୍ଜୁରି ଦେବା ପୂର୍ବରୁ କଡା ଯାଂଚର ଆବଶ୍ୟକତା ରହିଛି । ଟିକାର ପ୍ରଭାବର ଅନୁଧ୍ୟାନ ପରେ ବ୍ୟବହାର ପାଇଁ ଅନୁମତି…

ଏଲଆଇସି ଗ୍ରାହକଙ୍କ ପାଇଁ ବଡ ଖବର । ପ୍ରିମିୟମ ନ ଦେବା କାରଣରୁ ବନ୍ଦ ପଡିଥିବା ପଲିସି ପୁଣି ଥରେ ଚାଲୁ ହୋଇପାରିବ ।…

କନକ ବ୍ୟୁରୋ : କରୋନା ମହାମାରୀର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ ଉପରେ ପଡିଛି । ରୋଜଗାର କମିଛି, ସାଧାରଣ ଲୋକଟିର ଆର୍ଥିକ ସ୍ଥିତି ଦୋହଲିଯାଇଛି । ଏଭଳି ସ୍ଥିତିରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଦୀର୍ଘ ମାସ ହେବ ବୀମା ପ୍ରିମିୟମ ଜମା କରି ପାରିନାହାନ୍ତି । ଏପରିକି କିଛି ବ୍ୟକ୍ତି…

ବିଶ୍ୱ ଦେଖିଲା ଓଡିଶାର ‘ମାସ୍କ’ । ଆର୍ଜେଣ୍ଟିନାରେ ପୁରଷ୍କୃତ ହେଲା ଓଡିଶାର ସର୍ଟ ଫିଲ୍ମ ‘ମାସ୍କ’ । କ୍ୱାରେଣ୍ଟାଇନ୍…

କନକ ବ୍ୟୁରୋ: ଜଣେ ମଣିଷର ଜୀବନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ମାସ୍କ । ଅମୂଲ୍ୟ ଜୀବନକୁ ସାଧାରଣ କପଡା ମାସ୍କଟି ବଂଚାଇ ଦେଇପାରେ । ଏହି ବାର୍ତା ଦେଇ ନିର୍ମିତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ ରାଜ୍ୟ ଓ ଦେଶ ପାଇଁ ସାଉଁଟିଛି ସମ୍ମାନ । ଆର୍ଜେଂଟିନାରେ ଅନୁଷ୍ଠିତ କ୍ୱାରେନଟିନ୍ ଇମେଜ୍…

ରାଜ୍ୟରେ ବଢୁଛି କରୋନା ପରୀକ୍ଷା ହେଲେ ସ୍ଥିର ରହିଛି ସଂକ୍ରମଣ ହାର: ବିଶିଷ୍ଟ ଡାକ୍ତର ପୂର୍ଣ୍ଣ ମହାପାତ୍ର, କହିଲେ…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ନେଇ ଚିନ୍ତା ଜନକ ପରିସ୍ଥିତିରେ କରୋନା ଗ୍ରାଫ ସୃଷ୍ଟି କରିଛି ଏକ ନୂଆ ଆଶା । ଓଡିଶାରେ କରୋନା ପରୀକ୍ଷା ହାର ବଢୁଥିବା ବେଳେ ସଂକ୍ରମିତଙ୍କ ହାର ଏକ ସ୍ଥିର ଅବସ୍ଥାକୁ ଆସୁଥିବା ନେଇ ବିଶେଷଜ୍ଞ ମତ ରଖିଛନ୍ତି । ଆଜି ଓଡିଶାରେ ସର୍ବାଧିକ ୨୩ହଜାର ୩୫ଟି ଟେଷ୍ଟ…

କରୋନା ଛଡାଇନେଲା ଓଡିଆ କୋରିଓଗ୍ରାଫରଙ୍କ ଜୀବିକା । ବଲିଉଡ ଓ ଓଡିଶାରେ କାମ ବନ୍ଦ ହୋଇଯିବାରୁ ଗଞ୍ଜାମରେ କଲେ ଚା’…

କନକ ବ୍ୟୁରୋ: ଓଡିଆ ସିନେମା ସୁନ୍ଦରଗଡର ସଲମାନ ଖାନ, ଜଗା ହାତରେ ପଘା, ବିନ୍ଦାସ ଏବଂ ହିନ୍ଦି ସିନେମା ୟେ କେସା ରିସ୍ତା ଏବଂ କମାଣ୍ଡୋ-୨ ସିନେମାରେ କୋରିଆଗ୍ରାଫର ଥିବା ଓଡିଆ ଯୁବକ ଗୁରୁ ସାଓଲିଙ୍ଗ ଏବେ ଚା ବିକ୍ରି କରୁଛନ୍ତି । କରୋନା ଏମିତି ମାଡ ମାରିଛି ଯେ ବଲିଉଡ ଓ ଓଲିଉଡର ରଙ୍ଗିନ…