Daily Archives

August 10, 2020

ଘାସ ଖାଇଦେବି, କିନ୍ତୁ ସେନାର ବଜେଟ ବଢାଇବି । ପାକିସ୍ତାନ ସେନାକୁ ନେଇ ରାୱଲପିଣ୍ଡି ଏକ୍ସପ୍ରେସ ଦେଲେ ବଡ ବୟାନ ।

ଘାସ ଖାଇଦେବି, କିନ୍ତୁ ସେନାର ବଜେଟ ବଢାଇବି । ପାକିସ୍ତାନରୁ ଆସିଛି ଏଭଳି ଏକ ବୟାନ । ତାହା ବି ପୁଣି ରାୱଲପିଣ୍ଡି ଏକ୍ସପ୍ରେସଙ୍କ ମୁହଁରୁ । ପାକିସ୍ତାନ ସେନା ଉପରେ ଏଭଳି ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ପାକିସ୍ତାନର ଏକ ଗଣମାଧ୍ୟମକୁ…

କିଟିମିଟି ଅନ୍ଧାର ରାତିର ଫାଇଦା ନେଇ ପାରିବନି ଶତ୍ରୁ । ରାତିରେ ବି ମଝି ଆକାଶରେ ପଇଁତରା ମାରୁଛି ଭାରତୀୟ ବାୟୁସେନାର…

କନକ ବ୍ୟୁରୋ: ଅନ୍ଧାର ରାତିର ଫାଇଦା ନେଇ ପାରିବେ ନାହିଁ ଶତ୍ରୁ । କାରଣ ଆକାଶର ଏବେ ପଇଁତରା ମାରୁଛି ଭାରତର ବାୟୁସେନାର ବାହୁବଳୀ । ହିମାଚଳର ଉଚ୍ଚ ପର୍ବତମାଳା ଉପରେ ଉଡାଣ କରୁଛି ଦେଶର ସଦ୍ୟତମ ସତର୍କ ପ୍ରହରୀ । କେବଳ ଦିନରେ ନୁହେଁ ରାତିରେ ଉଡାଣ କରୁଛି ଅମ୍ବାଲା ଏୟାର ବେସରେ ମୁତୟନ…

ମହାମାରୀ ବେଳେ ଦୁର୍ଘଟଣା ମୃତ୍ୟୁ । କରୋନା ମୃତ୍ୟୁକୁ ଟପିଲା ରାସ୍ତା ଦୁର୍ଘଟଣା । ମହାମାରୀ ଠାରୁ ଢ଼େର ଅଧିକ ହେଉଛି…

କନକ ବ୍ୟୁରୋ: କରୋନା ଠାରୁ ଅଧିକ ଘାତକ ଦୁର୍ଘଟଣା । କରୋନା ଠାରୁ ଢ଼େର ଅଧିକ ଦୁର୍ଘଟଣାରେ ମୃତ୍ୟୁ । ଲକଡାଉନ ହେଉଛି, ସପ୍ତାହନ୍ତ ସଟଡାଉନ୍ ହେଉଛି, ଗାଡି ଚଳାଚଳ ଉପରେ କଟକଣା ଲଗାଯାଇଛି ହେଲେ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି କରୋନାରେ ଯେତିକି ଲୋକ…

ନୂଆ ମୋଡ଼ ନେଲା ଭାଇରାଲ ଅଡିଓ ବିବାଦ ଘଟଣା । ବିଚାର ବିଭାଗୀୟ ହେପାଜତକୁ ଗଲେ ଭାଇରାଲ ଅଡିଓରେ କଣ୍ଠସ୍ୱର ଥିବା ଦୁଇ…

କନକ ବ୍ୟୁରୋ: ମହାମାରୀ ସମୟରେ ସାମ୍ନାକୁ ଆସିଥିବା ଏକ ଭାଇରାଲ ଅଡିଓ ଏବଂ ଅଡିଓରେ କଣ୍ଠସ୍ୱର ଥିବା ଦୁଇ ବନ୍ଧୁଙ୍କ କଥାବାର୍ତା, ଏତେ ବଡ଼ ବିବାଦ ତିଆରି କରିବ ହୁଏତ ଅଡିଓ ରେକର୍ଡିଂ ସମୟରେ କେହି କଳ୍ପନା ବି କରିନଥିବେ । ବିଶେଷ କରି ଯେତେବେଳେ ଏହି ଭାଇରାଲ ଅଡିଓ ଏକ ଘରୋଇ ଚ୍ୟାନେଲର…

ରାଜସ୍ଥାନ ରାଜନୀତିରେ ରୋଚକ ମୋଡ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ କଂଗ୍ରେସର ବିଦ୍ରୋହୀ ନେତା ସଚିନ…

କନକ ବ୍ୟୁରୋ: ଭାରତର ରାଜନୀତିକୁ ଦୋହଲାଇ ଦେଇଥିଲା ରାଜସ୍ଥାନର ରାଜନୀତି । ଯେଉଁ ସଚିନ ପାଇଲଟ ବିଜେପି ସହ ମିଶି କଂଗ୍ରେସକୁ ଭାଙ୍ଗିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରି ତୁମ୍ବିତୁଫାନ କରିଥିଲେ ସେହି ସଚିନ ପାଇଲଟ ରାହୁଲଙ୍କୁ ଭେଟିବା ସମସ୍ତଙ୍କୁ…

ବିଶ୍ୱର ପ୍ରଥମ ଟିକା ଆଣିବା ପାଇଁ ରୁଷିଆ ପ୍ରସ୍ତୁତ । ଆସନ୍ତା ୧୨ ତାରିଖରେ ବିଧିବଦ୍ଧ ଭାବେ ପଞ୍ଜୀକୃତ ହେବା ନେଇ…

କନକ ବ୍ୟୁରୋ: ପ୍ରଥମ କରୋନା ଟିକା କିଏ ଆଣିବ ଏ ନେଇ ସାରା ବିଶ୍ୱରେ ପ୍ରତିଯୋଗତା ଚାଲିଥିବା ବେଳେ ରୁଷ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗଷ୍ଟ ୧୨ ତାରିଖରେ ବିଶ୍ୱର ପ୍ରଥମ କରୋନା ଟିକାର ହେବ ରେଜିଷ୍ଟ୍ରେସନ୍ । ଏନେଇ ଘୋଷଣା କରିଛନ୍ତି ରୁଷିଆର ଉପସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ…