Daily Archives

August 24, 2020

ଆମ ପୁଅକୁ ନ୍ୟାୟ ଦିଅ… ସୋସିଆଲ ମିଡିଆରେ କାନ୍ଦି କାନ୍ଦି ପୁଅ ପାଇଁ ନେହୁରା ହେଲେ ମାନବପ୍ରେମୀଙ୍କ ବାପାମାଆ ।…

କନକ ବ୍ୟୁରୋ: ଆମ ପୁଅକୁ ନ୍ୟାୟ ଦିଅ । ପୁଅକୁ ମାରିଦେଲ, ଆମକୁ ହଇରାଣ କରନି । ନ୍ୟାୟ ପାଇଁ ନେହୁରା ହେଲେ ଆଦିତ୍ୟଙ୍କ ବାପାମାଆ । ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମିଷ୍ଟ୍ରିରୁ ଏଯାଏଁ ହଟୁନି ରହସ୍ୟ । ହତ୍ୟା ନା ଆତ୍ମହତ୍ୟା ଏ ପ୍ରଶ୍ନ ଉପରୁ ପରଦା ଉଠୁନଥିବା ବେଳେ କ୍ରାଇମବ୍ରାଞ୍ଚର…

ମୈଦାନରେ ଯାହାଙ୍କ ହାତ ତିଆରି ବ୍ୟାଟରେ ବଡ ବଡ ରେକର୍ଡ କରିଛନ୍ତି ଖେଳାଳୀ, ସେ ଆଜି ମେଡିକାଲରେ ଜୀବନ ମରଣ ସହ…

କନକ ବ୍ୟୁରୋ : ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ଭଳି ମହାନ୍ ଖେଳାଳି ଯେଉଁ ବ୍ୟାଟରେ କ୍ରିକେଟ୍ ଇତିହାସରେ ଅଲୋଡା ରେକର୍ଡ କରିଛନ୍ତି, ସେହି ବ୍ୟାଟ୍ ପଛର କାରିଗର ଆଜି ଜୀବନ ସହ ସଂଘର୍ଷ କରୁଛନ୍ତି । ଅନେକ ଖେଳାଳୀଙ୍କ ରେକର୍ଡ ପଛରେ ପ୍ରକୃତ ରଥୀ ସାଜିଥିବା ବ୍ୟକ୍ତିଟିଏ କିନ୍ତୁ ଆଜି…

ଆଇପିଏଲ ପୂର୍ବରୁ ଉତ୍ତେଜନା । ଧୋନୀ-ରୋହିତଙ୍କୁ ନେଇ ପ୍ରଂଶସକଙ୍କ ମଧ୍ୟରେ ମାରପିଟ୍ । ସେହୱାଗ କହିଲେ, ମାଡଗୋଳ କରନି,…

କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ହେଲେ କ୍ରିକେଟ ମୈଦାନରେ ଯେମିତି ଜୋସ୍ ଦେଖିବାକୁ ମିଳେ, ପ୍ରଂଶସକଙ୍କ ମଧ୍ୟରେ ମଧ୍ୟ ସେତିକି ଉତ୍ସାହ ଭରି ହୋଇଯାଏ । ନିଜ ପ୍ରିୟ ଦଳ ସପକ୍ଷରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଚଳିତବର୍ଷ ଆଇପିଏଲ ଆରମ୍ଭ ନହେଉଣୁ ଆରମ୍ଭ…

ଉତ୍ତରକୋରିଆର ସୁପ୍ରିମ ଲିଡରଙ୍କୁ ନେଇ ବଡ ଖବର । କିମ ଜଙ୍ଗ ଉନ୍ କୋମାକୁ ଚାଲିଯାଇଥିବା ଚର୍ଚ୍ଚା, ଭଉଣୀ କିମ୍ ଜଙ୍ଗ…

କନକ ବ୍ୟୁରୋ : ସାରା ବିଶ୍ୱକୁ ଭୟଭୀତ କରୁଥିବା ଓ ପରମାଣୁ ଆକ୍ରମଣର ଧମକ ଦେଉଥିବା ଉତ୍ତରକୋରିଆର ଶାସକ କିିମଜଙ୍ଗ ଉନଙ୍କୁ ନେଇ ଆସିଛି ବଡ ଖବର । ଚର୍ଚ୍ଚା ହେଉଛି ଉତ୍ତରକୋରିଆର ଏହି ସୁପ୍ରିମ ଲିଡର ଏବେ କୋମାକୁ ଚାଲିଯାଇଛି । ଆଉ ଭଉଣୀ କିମ୍ ଜଙ୍ଗ ଜୋଙ୍ଗ ସମ୍ଭାଳିବେ ଉତ୍ତରକୋରିଆର ଶାସନ…

ଚତୁର୍ଥ ଦିନରେ ବି ଆକ୍ସନ ମୁଡରେ ସିବିଆଇ । ଆଜି ପୁଣି ସୁଶାନ୍ତଙ୍କ ରୋଷେୟା ନୀରଜ, ବନ୍ଧୁ ସିଦ୍ଧାର୍ଥ ଓ କେଶବଙ୍କୁ…

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ମିଶନ ମୁମ୍ବାଇ ପ୍ରତିଦିନ ଖୋଲୁଛି ନୂଆ ଗୁମର । ଅଭିଯୁକ୍ତଙ୍କୁ ଜେରା କରିବା ସହ ଘଟଣାସ୍ଥଳରେ ପହଞ୍ଚି ସବୁ ବିନ୍ଦୁ ଉପରେ ତଦନ୍ତ କରୁଛି ସିବିଆଇର ଗଠିତ ଏସଆଇଟି ଟିମ୍ । ଅନ୍ୟପଟେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର…

ଚୀନକୁ ବିପିନ ରାୱତଙ୍କ କଡା ଚେତାବନୀ । କହିଲେ, କଥାବାର୍ତ୍ତାରେ ସମାଧାନ ନହେଲେ, ସାମରିକ ଜବାବ ହିଁ ବିକଳ୍ପ ବାଟ ।…

କନକ ବ୍ୟୁରୋ : ପ୍ରକୃତ ନିୟନ୍ତ୍ରଣ ରେଖାରୁ ପଛକୁ ହଟୁ ନଥିବା ଚୀନକୁ କଡା ଚେତାବନୀ ଦେଇଛନ୍ତି ସିଡିଏସ ବିପିନ ରାୱତ । କହିଛନ୍ତି ଶାନ୍ତିର କଥା ଶୁଣୁ ନଥିବା ଚୀନ୍ ଯଦି ପଛକୁ ନହଟେ ଏବଂ କଥାବାର୍ତ୍ତା ବିଫଳ ହୁଏ ତେବେ ସାମରିକ ବିକଳ୍ପ ହିଁ ଏକମାତ୍ର ବାଟ । ତେବେ ଚାଲିଥିବା ଆଲୋଚନା ବିଫଳ…