Daily Archives

August 16, 2020

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟି ୩ ପରିବାରର…

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗାଁ ପଣ୍ଡା ସାହିରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିିବାରୁ ୩ଟି ପରିବାରର ୧୦ ବଖରା ଘର ଜଳି ଯାଇଛି । ଅଗ୍ନିକାଣ୍ଡରେ ପଣ୍ଡା ସାହିର ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁଳି ପ୍ରଧାନ ଓ ସୁଦର୍ଶନ ମହାରଣାଙ୍କ…

ଧୋନୀ…ଧୋନୀ… ପଙ୍ଖା ନଥାଇ ବି ପଡ଼ିଆରେ ଉଡୁଥିଲା ‘ହେଲିକପ୍ଟର’ ସଟ୍ । ୧୫ ବର୍ଷର ଯାତ୍ରାକୁ ଅଗଷ୍ଟ ୧୫ରେ…

କନକ ବ୍ୟୁରୋ: ମେ ପଲ ଦୋ ପଲ କା ସାୟର ହୁଁ ...ବିଶିଷ୍ଟ ଉର୍ଦ୍ଦୁ କବି ସାହିର ଲୁଧିଆନବୀଙ୍କ ରଚିତ ଓ ବିଶିଷ୍ଟ ଗାୟକ ମୁକେଶ ଗାଇଥିବା ଏହି ଗୀତକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ମହେନ୍ଦ୍ର ସିଂ ଧୋନୀ । କ୍ରିକେଟ ମ୍ୟାଚରେ ଦୁନିଆର ସବୁଠାରୁ ଭଲ…

ପ୍ଲାଷ୍ଟିକ ହାତରେ ପ୍ଲସଟୁ ପାସ୍ । ଦୁର୍ଘଟଣାରେ ଦୁଇ ହାତ କଟିଗଲା ହେଲେ ହାରିଲାନି ପୁଅ । ଶାରୀରିକ ଅକ୍ଷମତା ସତ୍ୱେ…

କନକ ବ୍ୟୁରୋ: ମାଆ ଆଖିର ଏ ଲୁହ ଦୁଃଖର ନୁହେଁ, ଖୁସିର ଲୁହ । ଯନ୍ତ୍ରଣାର ନୁହେଁ ଜିତର ଲୁହ । ଦିନେ ଯେଉଁ ମାଆ ପୁଅକୁ ନେଇ ସବୁ ଆଶା ଛାଡି ଦେଇଥିଲା, ଆଜି ସେହି ମାଆ ଖୁସିରେ ଆତ୍ମହରା ହେଉଛି । ଦିନେ ଯେଉଁ ପୁଅକୁ ମାଆ ବିଷ ଦେଇ ମାରିଦେବ ବୋଲି ଭାବିଥିଲା ଆଜି ସେହି ପୁଅ ମାଆ ମମତାର ମୂଲ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧ ହଜାର ୫୫୦ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪୨ ହଜାର ୨୭୬କୁ…

କନକ ବ୍ୟୁରୋ: ଟେଷ୍ଟିଂ ବଢୁଛି, ପଜିଟିଭ୍ ବି ବଢୁଛି । ହେଲେ ତାହାରି ଭିତରେ ବଢ଼ି ଚାଲିଛି ସୁସ୍ଥଙ୍କ ସଂଖ୍ୟା । ତେବେ ଓଡ଼ିଶା ପାଇଁ ଖୁସି ଖବର । ବଢ଼ି ଚାଲିଛି ସୁସ୍ଥ ସଂଖ୍ୟା । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୧ ହଜାର ୫୫୦ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ସ୍ୱାସ୍ଥ୍ୟ…

ପୋଖରାନର ‘ଅଟଳ’ କାହାଣୀ । ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ବାଜପେୟୀଙ୍କ କାହାଣୀକୁ ମନେ ପକାଇଲା ଦେଶ । ୧୯୯୮ରେ…

କନକ ବ୍ୟୁରୋ: ଆଜି ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କର ସଫଳତା ମନେ ପକାଇଛି ଦେଶ । ତାଙ୍କ ସହ କାମ କରିଥିବା ସାଂସଦ ଅଶ୍ୱିନୀ ବୈଷ୍ଣବ ମନେ ପକାଇଛନ୍ତି, ପୋଖରାନ ପରମାଣୁ ବୋମା ପରୀକ୍ଷଣର କଥା । କେମିତି ଆମେରିକାର…

ଥଣ୍ଡା କି ଜ୍ୱର ଥିଲେ ବା ସନ୍ଦେହ ହେଉଥିଲେ, କେଉଁଠି କରିବେ ପରୀକ୍ଷା ? ସିଏମସି କମିଶନର କହିଲେ କେଉଁଠି କରିହେବ ଟେଷ୍ଟ…

କନକ ବ୍ୟୁରୋ: କଟକ ସହରର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ କରୋନା ଟେଷ୍ଟିଂ ହେବ । ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି । ଆଣ୍ଟିଜେନ, ଟ୍ରନାଟ ଓ ଆରଟିପିସିଆର ଟେଷ୍ଟିଂ ବଢ଼ିଛି । ୮ ଓ ୧୨ ରେ ୮ ପ୍ରତିଶତ ପଜିଟିଭ ବଢ଼ିଥିଲା।…