Daily Archives

August 25, 2020

ଘରୋଇ ଲାବରେ ଆରଟି-ପିସିଆର ପରୀକ୍ଷା ଦର ୧୨ ଶହ ଟଙ୍କାକୁ କମାଇଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଓଡ଼ିଶା ସରକାର ଘରୋଇ ପରୀକ୍ଷାଗାରରେ ହେଉଥିବହା ଆରଟି-ପିସିଆର ପରୀକ୍ଷାର ଦର ହ୍ରାସ କରିଛନ୍ତି । ପୂର୍ବରୁ ଏହି ଦର ୨୨ ଶହ ଟଙ୍କା ଥିବାବେଳେ ଏବେ ତାହାକୁ ୧୨ଶହ ଟଙ୍କାକୁ ହ୍ରାସ କରାଯାଇଛି । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି…

ରାଜ୍ୟରେ ଆଜି ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ । ୫୯,୪୭୦ରେ ପହଞ୍ଚିଲା ମୋଟ୍ ସୁସ୍ଥଙ୍କ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟରୁ ଆଜି ୨୫୪୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି । ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୫୯୪୭୦ଜଣ କରୋନା…

ବର୍ଷାରେ ବେହାଲ ଅଧା ଓଡିଶା, ପାଣିରେ ଉବୁଟୁବୁ ତଳିଆ ଅଞ୍ଚଳ । କେନ୍ଦ୍ରାପଡ଼ାରେ ତହସିଲ ଅଫିସରେ ପଶିଲା ପାଣି, ସରକାରୀ…

କନକ ବ୍ୟୁରୋ: ଗତ ୨୪ ଘଂଟାରେ ବର୍ଷାର ଭୟାନକ ପ୍ରଭାବ । ହଜାର ହଜାର ହେକ୍ଟର ଚାଷଜମିରେ ପାଣି ମାଡିଛି । ଗାଁରେ ପାଣି ପଶିଛି । ବିଲରେ ଖେଳୁଛି ମୀନ । ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ଲୋକେ । ସାରା ରାଜ୍ୟରୁ ଜଳକଷ୍ଟର ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । କେନ୍ଦ୍ରାପଡା…

ନିଟ୍ ଓ ଜେଇଇ ମେନ୍ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: କରୋନା କାଳରେ ଚିନ୍ତା ବଢ଼ାଇଲା ନିଟ୍, ଜେଇଇ (ମେନ୍) । ପ୍ରବେଶିକା ଘୁଂଚାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ । କରୋନା ମହାମାରୀ ସମୟରେ ଜେଇଇ ମେନ୍ ଏବଂ ନିଟ୍ ଭଳି ପରୀକ୍ଷା ଆୟୋଜନ କରିବା ନିରାପଦ ନୁହେଁ ଏବଂ ଏଭଳି ସମୟରେ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା…

କରୋନା ପାଇଁ ଫିକା ଫିକା ହେବ ଦୁର୍ଗାପୂଜା । କଟକରେ କଟକଣା ଭିତରେ ପାଳନ ହେବ ଦଶହରା । ଝଲସିବନି ପୂଜା ମଣ୍ଡପ, ରହିବନି…

କନକ ବ୍ୟୁରୋ: କରୋନା ପାଇଁ ଏଥର କଟକଣା ଭିତରେ ହେବ ଦୂର୍ଗାପୂଜା । ସାଜସଜ୍ଜା ହେବନି କି ଲୋକ ଭିଡ ଲାଗିବନି । ବିନା ଗହଳି, ବିନା ସମାବେଶରେ ଏଥର କଟକରେ ପାଳନ ହେବ ଦୁର୍ଗାପୂଜା । ପୂଜା ପାଇଁ ବାରଣ ନାହିଁ ମାତ୍ର ସମାଗମ ଉପରେ ଲାଗିଲା କଣକଣା । ତେବେ କଣକଣା ପରେ ନିୟମ ଭାଙ୍ଗିଲେ କଡା…

ସ୍ୱାଭାବିକ ହେଉଛି ମାଲକାନଗିରି । ରାଜରାସ୍ତାରେ ଗଡିଲାଣି ଗାଡି, କ୍ଷୟକ୍ଷତିର ଆକଳନ କଲେ ଜିଲ୍ଲାପାଳ

କନକ ବ୍ୟୁରୋ : ଦୁଇ ସପ୍ତାହ ପରେ ମାଲକାନଗିରି ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ମୋଟୁ ସୀମାବର୍ତୀ କାଲେରୁ ଠାରେ ରାସ୍ତା ଉପରୁ ବନ୍ୟା ଜଳ ହ୍ରାସ ପାଇଛି । ବିଜୟୱାଡା-ରାଂଚି ଜାତୀୟ ରାଜପଥ ଉପରେ ଯାତାୟାତ ସ୍ୱାଭାବିକ ହୋଇଛି । ସିଲେରୁ ଓ ସାବେରୀ ନଇର ଜଳସ୍ତର କମିବାରୁ…