Daily Archives

August 14, 2020

ଧଳା ଜହର କାରବାରରେ ଖାକି ଲିଙ୍କ୍ ଅଭିଯୋଗ । ଭାଇରାଲ ହେଲା ପୋଲିସ ଓ ଡ୍ରଗ୍ସ ମାଫିଆଙ୍କ ଫୋନ୍ କଥାବାର୍ତା, ଜବତ…

କନକ ବ୍ୟୁରୋ: ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି । ନିଶା କାରବାର ଧରାପଡି ବେଲରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡିକୁ ଛଡାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ଅଂଚଳରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଯାହାର…

ଯୋଦ୍ଧା ନା ହାରିଛି ନା ହାରିବ । ମହାମାରୀଠୁ ମହାବାତ୍ୟା, ଭୂତାଣୁଠୁ ଭୋକ । ସବୁର ସାମ୍ନା କରି ସେ ଆଜି ସତ ସିପାହୀ,…

କନକ ବ୍ୟୁରୋ: ଯୋଦ୍ଧା ସବୁ ବେଳେ ଯୋଦ୍ଧା । ସେବାକୁ ସତେ ଯେମିତି ନିଜ ଗଳାର ମାଳି କରି ପିନ୍ଧିନିଅନ୍ତି ତ ଆଉ କେତେବେଳେ, ସେବାକୁ ଜୀବନର ଜଉ ଭାବି ଜିଇଁ ଥାଆନ୍ତି । ଯେତେ ଯନ୍ତ୍ରଣା, ଯେତେ ବାଧାବିଘ୍ନ ଆସିଲେ ବି ପଛକୁ ହଟନ୍ତିନି ଆଉ କର୍ତ୍ତବ୍ୟ, ନିଷ୍ଠାପରତାର କାନ୍ଥରୁ ଅତଡ଼ା ଖସିଲେ ବି…

ସହରରେ ନିର୍ମାଣ ହେବ ଉଚ୍ଚ କୋଠାଘର । ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନିୟମ କୋହଳ କଲେ ସରକାର, ୮ଟି ଗୃହ ଥିବା…

କନକ ବ୍ୟୁରୋ: ସହରରେ ନିର୍ମାଣ ହେବ ଉଚ୍ଚ କୋଠାଘର । ନିୟମ କୋହଳ କଲେ ସରକାର । ଋିୟଲ ଇଷ୍ଟେଟରେ ଅଧିକ ପୁଂଜି ନିବେଶ ଲାଗି ଖୋଲିଲା ବାଟ । କଟକ, ଭୁବନେଶ୍ୱର ଭଳି ରାଜ୍ୟର ବଡ଼ ସହରରେ ଦିନକୁ ଦିନ ଜନସଂଖ୍ୟା ବଢ଼ିଚାଲିଛି । ସେହି ଅନୁପାତରେ ରହିବା ପାଇଁ ଘରର ଅଭାବ ପଡ଼ୁଛି । କାରଣ ସହରାଂଚଳରେ ଘର…

ଆହୁରି ୩ ଦିନ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଉତ୍ତର-ଉପକୂଳ ଓଡିଶାରେ ୱେଲମାର୍କ ଲୋ-ପ୍ରେସର । ଅଗଷ୍ଟ…

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଓଡିଶାରେ ଆହୁରି ୩ ଦିନ ବର୍ଷାହେବ । ଆସନ୍ତାକାଲି ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ, ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ତଳିଆ ଅଂଚଳରେ ପାଣି ପଶିବା ସହ କଚା ଘର ପ୍ରଭାବିତ ହେବା ଆଶଙ୍କା ରହିଛି । ଲଘୁଚାପ ପ୍ରଭାବରେ…

ଓଡିଆଙ୍କ ପ୍ରିୟ ପଖାଳ ବି ଓଡିଶା ଶାସନ ମୁଖ୍ୟଙ୍କ ମନ ପସନ୍ଦର ଖାଦ୍ୟ । ଓଟିଡିସି କାର୍ଯ୍ୟକ୍ରମରେ ସାମିଲହୋଇ…

କନକ ବ୍ୟୁରୋ: ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ ବି ଓଡିଶାର ଶାସନ ମୁଖ୍ୟଙ୍କ ପସନ୍ଦର ବ୍ୟଞ୍ଜନ । ଓଡିଆଙ୍କ ଖାଦ୍ୟରୁଚି ସଂପର୍କରେ ସୂଚନା ଦେଇ, ପ୍ରଥମଥର ପଖାଳ ତାଙ୍କର ପ୍ରିୟ ଖାଦ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଖାଦ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଓଟିଡିସି…

କରୋନା ସଂକଟ ଭିତରେ ଦେଶ ପାଳିବ ୭୪ ତମ ସ୍ୱାଧୀନତା ଦିବସ । ସଂକ୍ରମଣ ଏଡାଇବାକୁ କଟକଣା ଭିତରେ ଉଡିବ ତ୍ରିରଙ୍ଗା ।…

କନକ ବ୍ୟୁରୋ: କରୋନା କଟକଣା ଭିତରେ କାଲି ଆୟୋଜନ ହବେ ୭୪ ତମ ସ୍ୱାଧାନତା ଦିବସ । ଏଥିପାଇଁ ଗାଇଡଲାଇନ ଜାରି ହୋଇଛି । ଦିଲ୍ଲୀର ଲାଲକିଲ୍ଲା ଏବଂ ଆଖପାଖ ଅଂଚଳରେ ସମସ୍ତ ପ୍ରକାର ପ୍ରତିବନ୍ଧକ ହଟାଇବାକୁ ବହୁ ସ୍ତରୀୟ ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଦିଲ୍ଲୀ ପୋଲିସକୁ ସହାୟତା…