Daily Archives

August 13, 2020

ଧୋନୀଙ୍କ କରୋନା ରିପୋର୍ଟ ନେଗେଟିଭ, ଚାଟାର୍ଡ ଫ୍ଲାଇଟରେ ଶୁକ୍ରବାର ଚେନ୍ନାଇରେ ପହଞ୍ଚିବେ । ଆଇପିଏଲ ଖେଳିବାକୁ ଆସନ୍ତା…

ଚେନ୍ନାଇ ସୁପରକିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ଏହା ଫଳରେ ସେ ଚେନ୍ନାଇରେ ଅନୁଷ୍ଠିତ ହେଉଥିବା ଦଳର ତାଲିମ ଶିବିରରେ ଯୋଗ ଦେଇପାରିବେ । ଏଥିପାଇଁ ସେ  ଆସନ୍ତାକାଲି ଚେନ୍ନାଇ ଯିବେ । ନିଜ ଦଳର ଖେଳାଳିମାନଙ୍କୁ ନେବା ପାଇଁ ଚେନ୍ନାଇ…

ରାଜ୍ୟରେ ଗୋଟିଏ ଦିନରେ ଆଉ ୧୯ ଶହ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୨ ଶହ ୨୫, ସ୍ଥାନୀୟ ଅଂଚଳରୁ ୭୫୬…

କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ସଂଖ୍ୟକ କୋଭିଡ୍ ଟେଷ୍ଟ କରାଯାଇଛି । ସେହିପରି ରେକର୍ଡସଂଖ୍ୟକ ନୂଆ ଆକ୍ରାନ୍ତ ମଧ୍ୟ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୦ ହଜାର ୭୧୧ କରୋନା ପରୀକ୍ଷା କରାଯାଇଛି । ଆଉ ଏହା ମଧ୍ୟରୁ ୧୯ ଶହ ୮୧ ଜଣ କରୋନା…

ମହଙ୍ଗା ପଡିଲା ସୁନା ଶଙ୍ଖ ଲୋଭ । ଜମିରୁ ସୁନା ଶଙ୍ଖ ମିଳିଥିବା କହି ନୟାଗଡରେ ୮ ଲକ୍ଷ ଟଙ୍କାରେ ବିକିଥିଲେ ନବରଙ୍ଗପୁର…

କନକ ବ୍ୟୁରୋ: ନବରଙ୍ଗପୁର ଲୋକ ସୁନା ଶଙ୍ଖ ଦେଖାଇ ନୟାଗଡରେ ଠକି ନେଲେ ୮ ଲକ୍ଷ ଟଙ୍କା । ଜମିରୁ ସୁନା ଶଙ୍ଖ ମିଳିଥିବା କହି ନୟାଗଡ ଜିଲ୍ଲାରେ ଆଠ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ନକଲି ସୁନା ଶଙ୍ଖ । ଗତ ଜୁଲାଇ ୨୭ ତାରିଖରେ ନୟାଗଡ ଜିଲ୍ଲାର ଓଡଗାଁ ଅଂଚଳର ଫକୀର ମୋହନ କରଙ୍କ ସହିତ ସୁନା…

ସ୍ୱାଧୀନତା ଦିବସ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗାଇଡଲାଇନ । ଚଳିତବର୍ଷ ବିନା ଛାତ୍ରଛାତ୍ରୀରେ ପାଳନ ହେବ…

କନକ ବ୍ୟୁରୋ : ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ କଟକଣା ଲାଗୁ କରୁଥିବା ବେଳେ ଆଗକୁ ଆସୁଛି ସ୍ୱାଧୀନତା ଦିବସ। ଚଳିତ ଥର ପ୍ରତି ସ୍କୁଲରେ ସ୍ୱାଧୀନତା ଦିବସ ପାଳନ କରାଯିବା ନିର୍ଦ୍ଦେଶ ଥିବା ବେଳେ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ…

ରାଜସ୍ଥାନ ରାଜନୀତିରେ ରୋଚକ ଦୃଶ୍ୟ । ବିଦ୍ରୋହ ପରେ ଗେହଲଟଙ୍କୁ ସାକ୍ଷାତ କରି ହାତ ମିଳାଇଲେ ସଚିନ ପାଇଲଟ୍, ସେପଟେ…

କନକ ବ୍ୟୁରୋ: ଏକ ବଡ଼ ବିବାଦ ପରେ ଉଭୟ ପକ୍ଷ ପୁଣି ମିଶିଯିବା ଅନେକ ସମୟରେ କମ୍ ଦେଖାଯାଏ । କିନ୍ତୁ ରାଜନୀତିରେ ଏମିତି ଘଟଣା ବାରମ୍ବାର ଘଟେ । କାରଣ କୁହଯାଏ ରାଜନୀତିରେ କେହି କାହାର ଶତ୍ରୁ ନୁହନ୍ତି କିମ୍ବା କେହି କାହାର ମିତ୍ର ନୁହନ୍ତି । ସମସ୍ତଙ୍କ ନଜର ଥାଏ କ୍ଷମତା ଉପରେ ଆଉ ସୁଯୋଗ…

ଉଜ୍ଜଳା ଗ୍ୟାସ ଯୋଜନାରେ ମହାଦୁର୍ନୀତି । କେନ୍ଦ୍ରାପଡା ରାଜକନିକାରେ ହିତାଧିକାରୀଙ୍କୁ ମିଳିନି ଗ୍ୟାସ୍, କିନ୍ତୁ…

କନକ ବ୍ୟୁରୋ : ଘରେ ଗ୍ୟାସ ନାହିଁ, କିନ୍ତୁ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ସବସିଡି । କେନ୍ଦ୍ରାପଡା ରାଜନଗରରୁ ଆସିଛି ଏମିତି ଖବର । ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର ମିଳିନାହିଁ, କିନ୍ତୁ ଆକାଉଣ୍ଟକୁ ନିୟମିତ ଭାବେ ଗ୍ୟାସ୍ ସବସିଡି ଟଙ୍କା ଆସୁଛି । ଏବେ ବି ହିତାଧିକାରୀ ଚୂଲିରେ ରୋଷେଇ…